‘ବାହୁବଳୀ’ର ଭଲ୍ଲାଲଦେବ କରିବେ ଇଣ୍ଟରନ୍ୟାସ୍‌ନାଲ୍‌ ଡେବ୍ୟୁ

‘ବାହୁବଳୀ’ର ସଫଳତା ପରେ ଭଲ୍ଲାଲଦେବ ଚରିତ୍ରରେ ଅଭିନୟ କରିଥିବା ରାଣା  ଦଗ୍‌ଗୁବାତୀଙ୍କ ଡିମାଣ୍ଡ ଖୁବ ବଢ଼ିଯାଇଛି। ଏବେ ସେ ଆଗାମୀ ଫିଲ୍ମ ‘ନେନେ ରାଜୁ ନେନେ ମନ୍ତ୍ରୀ’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତେବେ ତା’ମଧ୍ୟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ମିଳିଛି ଇଣ୍ଟରନ୍ୟାସ୍‌ନାଲ୍ ଅଫର। ୟୁକେର ଷ୍ଟୁଡିଓ ଦ ଲଣ୍ଡନ ଡିଜିଟାଲ୍ ମୁଭି ଆଣ୍ଡ୍ ଟିଭି ଷ୍ଟୁଡିଓଜ୍‌ ପକ୍ଷରୁ ତାଙ୍କରୁ ଏସୀୟ ଆମ୍ବାସଡ଼ର କରାଯାଇଛି ଓ ଏହା ସହିତ ଏକ ଫିଲ୍ମ ଅଫର ଦିଆଯାଇଛି। […]

rana

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 01:40 PM IST

‘ବାହୁବଳୀ’ର ସଫଳତା ପରେ ଭଲ୍ଲାଲଦେବ ଚରିତ୍ରରେ ଅଭିନୟ କରିଥିବା ରାଣା  ଦଗ୍‌ଗୁବାତୀଙ୍କ ଡିମାଣ୍ଡ ଖୁବ ବଢ଼ିଯାଇଛି। ଏବେ ସେ ଆଗାମୀ ଫିଲ୍ମ ‘ନେନେ ରାଜୁ ନେନେ ମନ୍ତ୍ରୀ’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତେବେ ତା’ମଧ୍ୟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ମିଳିଛି ଇଣ୍ଟରନ୍ୟାସ୍‌ନାଲ୍ ଅଫର। ୟୁକେର ଷ୍ଟୁଡିଓ ଦ ଲଣ୍ଡନ ଡିଜିଟାଲ୍ ମୁଭି ଆଣ୍ଡ୍ ଟିଭି ଷ୍ଟୁଡିଓଜ୍‌ ପକ୍ଷରୁ ତାଙ୍କରୁ ଏସୀୟ ଆମ୍ବାସଡ଼ର କରାଯାଇଛି ଓ ଏହା ସହିତ ଏକ ଫିଲ୍ମ ଅଫର ଦିଆଯାଇଛି। ଏ ଫିଲ୍ମ ନେଇ ସେ ଚୁକ୍ତି ସ୍ୱାକ୍ଷର କରିସାରିଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ ୨୦୧୮ରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ।

Related story