କମେଡିଆନ୍‌ ଭାରତୀ ସିଂ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଛାତିରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କମେଡିଆନ୍‌ ଭାରତୀ ସିଂ। ସେ ସୋମବାର ଠାରୁ ମୁମ୍ବାଇର ସଞ୍ଜୀବନି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପରିବାର ବର୍ଗ କହିଛନ୍ତି,“ସୋମବାର ଦିନ ଛାତିରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଆସନ୍ତାକାଲି ସେ ଡିସ୍‌ଚାର୍ଜ ହେବେ।” ଏହି କମେଡିଷ୍ଟାର ଜଣଙ୍କ ‘ଦି ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫ୍ଟର ଚ୍ୟାଲେଞ୍ଜ’ରେ ଲାଲି ଭାବେ ବେଶ୍ ପରିଚତ ଥିଲେ। ଭାରତୀ […]

Bharti-Singh

Bharti-Singh

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 04:14 PM IST

Sports

Latest News

ମୁମ୍ବାଇ: ଛାତିରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କମେଡିଆନ୍‌ ଭାରତୀ ସିଂ। ସେ ସୋମବାର ଠାରୁ ମୁମ୍ବାଇର ସଞ୍ଜୀବନି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ତାଙ୍କ ପରିବାର ବର୍ଗ କହିଛନ୍ତି,“ସୋମବାର ଦିନ ଛାତିରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଆସନ୍ତାକାଲି ସେ ଡିସ୍‌ଚାର୍ଜ ହେବେ।”

ଏହି କମେଡିଷ୍ଟାର ଜଣଙ୍କ ‘ଦି ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫ୍ଟର ଚ୍ୟାଲେଞ୍ଜ’ରେ ଲାଲି ଭାବେ ବେଶ୍ ପରିଚତ ଥିଲେ। ଭାରତୀ ଏବେ ଚିଣ୍ଟୁ ଶର୍ମା ଭାବେ ‘କମେଡି ନାଇଟ୍ସ ଲାଇଭ୍‌’ରେ ବଳିଷ୍ଠ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରୁଛନ୍ତି। ଏହାସହ ସେ ‘ଇଣ୍ଡିଆ ହ୍ୟାସ୍‌ ଗଟ୍‌ ଟାଲେଣ୍ଟ’ର ହୋଷ୍ଟିଂ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story