ଧୁମ୍‌ ମଚାଉଛି ‘ରାତେ ଦିୟା ବୁତାକେ’ ଗୀତ: ୟୁଟ୍ୟୁବ୍‌ରେ ୧୦ କୋଟି ଲୋକ ଦେଖିସାରିଲେଣି

ମୁମ୍ୱାଇ: “ଜବ୍‌ ମୈ ଆଇ ସୁହାଗବାଲି ରାତ୍‌ରେ, ଉସନେ ଚୁମ୍ମାସେ କିଆ ସୁରୱାତ ରେ।… ଜବ୍‌ ମୈ ଆଇ ସୁହାଗବାଲି ରାତ୍‌ରେ, ଉସନେ ଚୁମ୍ମାସେ କିଆ ସୁୱାତ ରେ।…. ପେହେଲେ ଘୁଙ୍ଗଟା ଉଠାୟା ଔର ଫେର ବେଡ୍‌ ପର ସୁଲାୟା…. ଔର କମର ମୈ ଦରଜ ଦିଆ……।” ନାଲି ଶାଢ଼ି ପିନ୍ଧି ଏହି ଗୀତରେ ଠୁମ୍‌କା ଲଗାଇଛନ୍ତି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେକ୍ସି କୁଇନ୍ ଆମ୍ରପାଲି ଦୁବେ। ତାଙ୍କ ସହିତ ଅଭିନୟରେ ସହଯୋଗ କରିଛନ୍ତି ପୱନ ସିଂହ। […]

amrapali1

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 10:11 AM IST

ମୁମ୍ୱାଇ: “ଜବ୍‌ ମୈ ଆଇ ସୁହାଗବାଲି ରାତ୍‌ରେ, ଉସନେ ଚୁମ୍ମାସେ କିଆ ସୁରୱାତ ରେ।... ଜବ୍‌ ମୈ ଆଇ ସୁହାଗବାଲି ରାତ୍‌ରେ, ଉସନେ ଚୁମ୍ମାସେ କିଆ ସୁୱାତ ରେ।.... ପେହେଲେ ଘୁଙ୍ଗଟା ଉଠାୟା ଔର ଫେର ବେଡ୍‌ ପର ସୁଲାୟା.... ଔର କମର ମୈ ଦରଜ ଦିଆ......।” ନାଲି ଶାଢ଼ି ପିନ୍ଧି ଏହି ଗୀତରେ ଠୁମ୍‌କା ଲଗାଇଛନ୍ତି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେକ୍ସି କୁଇନ୍ ଆମ୍ରପାଲି ଦୁବେ। ତାଙ୍କ ସହିତ ଅଭିନୟରେ ସହଯୋଗ କରିଛନ୍ତି ପୱନ ସିଂହ। ଭୋଜପୁରୀ ଭାଷାରେ ରେକର୍ଡିଂ ହୋଇଥିବା ଏହି ଗୀତଟି ସବୁ ରେକର୍ଡ ଭାଙ୍ଗି ଦେଇଛି। ୟୁଟ୍ୟୁବ୍‌ରେ ଏହି ଗୀତଟିକୁ ୧୦ କୋଟି ଦର୍ଶକ ଦେଖି ସାରିଲେଣି।

ଗତ ମାର୍ଚ୍ଚ ୨୭ ତାରିଖରେ ରିଲିଜ୍ ହୋଇଥିଲା ଭୋଜପୁରୀ ଫିଲ୍ମ ‘ସତ୍ୟା’। ଏହି ଫିଲ୍ମର ‘ରାତେ ଦିୟା ବୁତାକେ’ ନାମକ ଏହି ଗୀତଟି ଏବେ ଧୂମ୍‌ ମଚାଉଛି। ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏହା ହେଉଛି ପ୍ରଥମ ଗୀତ ଯାହାକୁ ୧୦ କୋଟି ଦର୍ଶକ ଦେଖି ସାରିଲେଣି। ଆମ୍ରପାଲି ଦୁବେ ଏକମାତ୍ର ଅଭିନେତ୍ରୀ ଯାହାଙ୍କର ୫ଟି ଫିଲ୍ମ ୟୁଟ୍ୟୁବ୍‌ରେ କୋଟିଏରୁ ଅଧିକ ଦର୍ଶକ ଦେଖିସାରିଛନ୍ତି। ବଲିଉଡ୍‌ରେ ଏମିତି ରେକର୍ଡ଼ କଲା ଭଳି ଗୀତ ବହୁତ କମ୍‌ ଦେଖିବାକୁ ମିଳୁଛି।

Related story