ଅନୁପାଙ୍କୁ ବାହା ହେଲେ ଅରିନ୍ଦମ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ଅରିନ୍ଦମ। ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପାଙ୍କୁ ରିଏଲ୍ ଲାଇଫ୍ ପାର୍ଟନର ଭାବେ ବାଛିଛନ୍ତି ଅରିନ୍ଦମ। ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ଗତକାଲି ଧୁମ୍‌ଧାମରେ ଅନୁଷ୍ଠିତ ହୋଇଛି ଅନୁପା ଓ ଅରିନ୍ଦମଙ୍କ ବାହାଘର। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୋଲିସ୍ ଡିଜି, ଶକ୍ତି ସଚିବ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ବୈଜୟନ୍ତ […]

arindam

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 07:53 AM IST

[caption id="attachment_113450" align="alignleft" width="300"] ଅନୁପା[/caption]

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ଅରିନ୍ଦମ। ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପାଙ୍କୁ ରିଏଲ୍ ଲାଇଫ୍ ପାର୍ଟନର ଭାବେ ବାଛିଛନ୍ତି ଅରିନ୍ଦମ। ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ଗତକାଲି ଧୁମ୍‌ଧାମରେ ଅନୁଷ୍ଠିତ ହୋଇଛି ଅନୁପା ଓ ଅରିନ୍ଦମଙ୍କ ବାହାଘର। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୋଲିସ୍ ଡିଜି, ଶକ୍ତି ସଚିବ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ବୈଜୟନ୍ତ ପଣ୍ଡା ଓ ବିଭିନ୍ନ ଦଳର ରାଜନେତା ଯୋଗ ଦେଇଥିଲେ। କଳାକାର ତଥା ରାଜନେତା ପ୍ରଶାନ୍ତ ନନ୍ଦ ଓ ଆକାଶ ଦାସ ନାୟକଙ୍କ ସହ ଅନେକ କଳାକାର ଏଥିରେ ଯୋଗ ଦେଇଥିଲେ।

Related story