‘ଭୂମି’ ସୁଟିଂରେ ବ୍ୟସ୍ତ ସଞ୍ଜୟ ଦତ୍ତ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଆଗାମୀ ଫିଲ୍ମ ‘ଭୂମି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ସଞ୍ଜୟ ତାଙ୍କ ପତ୍ନୀ ମାନ୍ୟତା ଓ ଦୁଇଟି ଝିଅଙ୍କ ସହ ଆଗ୍ରାର ଏକ ସ୍କୁଟରରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସଞ୍ଜୟ ନିଜ ବ୍ୟସ୍ତ ଜୀବନରୁ ସମୟ ବାହାର କରି ଗତକାଲି ମହାଶିବରାତ୍ରିରେ ଶିବଙ୍କ ପୂଜା କରିବା ପାଇଁ ମଧ୍ୟ ଯାଇଥିଲେ। ସଞ୍ଜୟଙ୍କ ସହିତ ଶେଖର ସୁମନ ବି ଶିବ ଆରାଧାନ କରିବା ପାଇଁ ଯାଇଥିଲେ।

sanjay-dutt

Rakesh Mallick
  • Published: Saturday, 25 February 2017
  • , Updated: 25 February 2017, 02:33 PM IST

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଆଗାମୀ ଫିଲ୍ମ ‘ଭୂମି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ସଞ୍ଜୟ ତାଙ୍କ ପତ୍ନୀ ମାନ୍ୟତା ଓ ଦୁଇଟି ଝିଅଙ୍କ ସହ ଆଗ୍ରାର ଏକ ସ୍କୁଟରରେ ବୁଲୁଥିବା ଦେଖିବାକୁ ମିଳିଥିଲା।

ସଞ୍ଜୟ ନିଜ ବ୍ୟସ୍ତ ଜୀବନରୁ ସମୟ ବାହାର କରି ଗତକାଲି ମହାଶିବରାତ୍ରିରେ ଶିବଙ୍କ ପୂଜା କରିବା ପାଇଁ ମଧ୍ୟ ଯାଇଥିଲେ। ସଞ୍ଜୟଙ୍କ ସହିତ ଶେଖର ସୁମନ ବି ଶିବ ଆରାଧାନ କରିବା ପାଇଁ ଯାଇଥିଲେ।

Related story