ପୁଣି ଭୌତିକ ଚଳଚିତ୍ର କରିବେ ଭୂଷଣ ପଟେଲ

ମୁମ୍ବାଇ : ‘ରାଗିନୀ ଏମଏମଏସ ୨’ ଏବଂ ‘ଅଲୋନ’ ଭଳି ଭୌତିକ ଫିଲ୍ମ ନିର୍ମାଣ କରି ପ୍ରଶଂସା ପାଇଥିବା ନିର୍ଦ୍ଦେଶକ ଭୂଷଣ ପଟେଲ ପୁଣି ଥରେ ଏହି ଶୈଳୀର ଆଉ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଭୂଷଣ ୨୦୧୨ରେ ‘୧୯୨୦ ଇଭିଲ ରିଟର୍ନସ୍’ ରେ ନଜ ନିର୍ଦ୍ଦେଶକ ଜୀବନ ଆରମ୍ଭ କରିଥିଲେ । ଏବେ ସେ ଦୁଇଟି ଫିଲ୍ମର ସ୍କ୍ରିପ୍ଟଂ ଉପରେ କାମ କରୁଛନ୍ତି। ଯେଉଁଥିରୁ ଗୋଟିଏ ହେଉଛି ଭୂତ ପୃଷ୍ଠଭୂମିର ଫିଲ୍ମ । […]

1197870_Wallpaper2

1197870_Wallpaper2

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 10:12 PM IST

Sports

Latest News

ମୁମ୍ବାଇ : ‘ରାଗିନୀ ଏମଏମଏସ ୨’ ଏବଂ ‘ଅଲୋନ’ ଭଳି ଭୌତିକ ଫିଲ୍ମ ନିର୍ମାଣ କରି ପ୍ରଶଂସା ପାଇଥିବା ନିର୍ଦ୍ଦେଶକ ଭୂଷଣ ପଟେଲ ପୁଣି ଥରେ ଏହି ଶୈଳୀର ଆଉ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଭୂଷଣ ୨୦୧୨ରେ ‘୧୯୨୦ ଇଭିଲ ରିଟର୍ନସ୍’ ରେ ନଜ ନିର୍ଦ୍ଦେଶକ ଜୀବନ ଆରମ୍ଭ କରିଥିଲେ । ଏବେ ସେ ଦୁଇଟି ଫିଲ୍ମର ସ୍କ୍ରିପ୍ଟଂ ଉପରେ କାମ କରୁଛନ୍ତି। ଯେଉଁଥିରୁ ଗୋଟିଏ ହେଉଛି ଭୂତ ପୃଷ୍ଠଭୂମିର ଫିଲ୍ମ ।

ଭୂଷଣ କହିଛନ୍ତି, “ମୁଁ ବର୍ତ୍ତମାନ ଦୁଇଟି ଫିଲ୍ମର ସ୍କ୍ରିପ୍ଟଂରେ ବ୍ୟସ୍ତ ଅଛି। ଯେଉଁଥିରୁ ଗୋଟିଏ ହେଉଛି ଭୂତ ଉପରେ ଆଧାରିତ ଫିଲ୍ମ । ଦ୍ୱିତୀୟ ଫିଲ୍ମ ବିଷୟରେ ବର୍ତ୍ତମାନ ମୁଁ କିଛି କହିପାରିବି ନାହିଁ । ସାରା ଜଗତରେ ଏବେ ଭୂତ ଫିଲ୍ମର ଲୋକପ୍ରିୟତା ବଢୁଛି । ଲୋକେ ଫିଲ୍ମ ଦେଖି ଡରିବାକୁ ପସନ୍ଦ କରୁଛନ୍ତି ।”

ସେ କହିଛନ୍ତି, “ପୂର୍ବରୁ ରାମ୍ସେ ବଦର୍ସ ନାମରେ ବହୁ ବର୍ଷ ଧରି ଭୂତ ପିଲ୍ମ ନିର୍ମାଣ କରି ଲୋକମାନଙ୍କୁ ମନୋରଞନ କରୁଥିଲେ । ଏହାପରେ ବିକ୍ରମ ଭଟ୍ଟ ଏବଂ ରାମ ଗୋପାଳ ବର୍ମା ଏହି  ଶୈଳୀର ଫିଲ୍ମ ପାଇଁ ଆଗ୍ରହୀ ହୋଇଥିଲେ । କ୍ରମାଗତ ଭାବେ ଏହି ଶୈଳୀର ଫିଲ୍ମକୁ ତିଆରି କରି ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story