ବିବାହ ବାର୍ଷିକୀ ଉପଲକ୍ଷେ ଭିଡ଼ିଓ ସେୟାର କଲେ ଟ୍ୱିଙ୍କିଲ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଟ୍ୱିଙ୍କିଲ ଖାନ୍ନାଙ୍କ ବୈବାହିକ ସଂପର୍କ ୧୬ ବର୍ଷରେ ପଦାର୍ପଣ କରିଛି। ଉଭୟ ନିଜର ବିବାହ ବାର୍ଷିକୀକୁ ମଜାଳିଆ ଢ଼ଙ୍ଗରେ ପାଳନ କରି ଏକ ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଏହି ଭିଡ଼ିଓରେ ଟ୍ୱିଙ୍କିଲ ଓ ଅକ୍ଷୟ ରୋଷେଇ ଘରେ ଲଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ୱିଙ୍କଲ ଏହି ଭିଡ଼ିଓର ଟାଇଟଲ ‘ପାର୍ଟନର ଇନ୍‌ କ୍ରାଇମ୍’ ଦେଇଛନ୍ତି। ୧୬ବର୍ଷ ବୈବାହିକ ଜୀବନ ପାଇଁ ଟ୍ୱିଙ୍କିଲ ଅକ୍ଷୟଙ୍କୁ ଧନ୍ୟବାଦ […]

akshay

Rakesh Mallick
  • Published: Tuesday, 17 January 2017
  • , Updated: 17 January 2017, 04:45 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଟ୍ୱିଙ୍କିଲ ଖାନ୍ନାଙ୍କ ବୈବାହିକ ସଂପର୍କ ୧୬ ବର୍ଷରେ ପଦାର୍ପଣ କରିଛି। ଉଭୟ ନିଜର ବିବାହ ବାର୍ଷିକୀକୁ ମଜାଳିଆ ଢ଼ଙ୍ଗରେ ପାଳନ କରି ଏକ ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଏହି ଭିଡ଼ିଓରେ ଟ୍ୱିଙ୍କିଲ ଓ ଅକ୍ଷୟ ରୋଷେଇ ଘରେ ଲଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଟ୍ୱିଙ୍କଲ ଏହି ଭିଡ଼ିଓର ଟାଇଟଲ ‘ପାର୍ଟନର ଇନ୍‌ କ୍ରାଇମ୍’ ଦେଇଛନ୍ତି। ୧୬ବର୍ଷ ବୈବାହିକ ଜୀବନ ପାଇଁ ଟ୍ୱିଙ୍କିଲ ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related story