ବିଗ୍‌ ବସ୍‌-୧୦ରେ ପୁଣି ଜଣେ ପାକିସ୍ତାନୀ ନାୟିକା

ମୁମ୍ବାଇ: ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଗ୍‌ ବସ୍‌-୧୦। ଏଥିରେ ଦେଖିବାକୁ ମିଳିବ ପାକିସ୍ତାନୀ ପୁନମ୍‌ ପାଣ୍ଡେ କ୍ୱାନ୍ଦିଲ ବାଲୋଚ୍‌ଙ୍କୁ। ବିଗ୍‌ବସ୍‌ କର୍ତ୍ତୃପକ୍ଷ ତାଙ୍କର କିଛି ଆବଶ୍ୟକୀୟ ଦାବି ପୂରଣ କରିବା ପରେ ସେ ଏହି ଶୋ’ ନଜରକୁ ଆସିବେ। ଏନେଇ ୨୫ ବର୍ଷୀୟ ମଡେଲ ଜଣଙ୍କ କହିଛନ୍ତି,“ବିଗ୍‌ ବସ୍‌ କର୍ତ୍ତୃପକ୍ଷଙ୍କ ସହ କିଛି ବୁଝାମଣା ହେବାର ଅଛି। ତାଙ୍କ ନିକଟରେ ମୋର କିଛି ଦାବି ରହିଛି। ଏହି ଦାବି ପୂରଣ ହେବା ପରେ ମୁଁ […]

qandeel

qandeel

Rakesh Mallick
  • Published: Saturday, 04 June 2016
  • Updated: 05 June 2016, 06:43 PM IST

ମୁମ୍ବାଇ: ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଗ୍‌ ବସ୍‌-୧୦। ଏଥିରେ ଦେଖିବାକୁ ମିଳିବ ପାକିସ୍ତାନୀ ପୁନମ୍‌ ପାଣ୍ଡେ କ୍ୱାନ୍ଦିଲ ବାଲୋଚ୍‌ଙ୍କୁ। ବିଗ୍‌ବସ୍‌ କର୍ତ୍ତୃପକ୍ଷ ତାଙ୍କର କିଛି ଆବଶ୍ୟକୀୟ ଦାବି ପୂରଣ କରିବା ପରେ ସେ ଏହି ଶୋ’ ନଜରକୁ ଆସିବେ। ଏନେଇ ୨୫ ବର୍ଷୀୟ ମଡେଲ ଜଣଙ୍କ କହିଛନ୍ତି,“ବିଗ୍‌ ବସ୍‌ କର୍ତ୍ତୃପକ୍ଷଙ୍କ ସହ କିଛି ବୁଝାମଣା ହେବାର ଅଛି। ତାଙ୍କ ନିକଟରେ ମୋର କିଛି ଦାବି ରହିଛି। ଏହି ଦାବି ପୂରଣ ହେବା ପରେ ମୁଁ ଗଣମାଧ୍ୟମକୁ ସୂଚନା ଦେବି।”

ସେ ବିଗ୍‌ ବସ୍‌-୧୦ରେ ଯୋଗ ଦେବା ନେଇ ପୂର୍ବରୁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story