ବିଜୟ ମିଶ୍ର ପାଇଲେ ‘ବାଇେସ୍କାପ୍ ଆୱାର୍ଡ’

କଟକ: କଟକ ଶହୀଦ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ସ୍ୱାଦିଷ୍ଟ ବାଇେସ୍କାପ୍ ଆୱାର୍ଡ ୨୦୧୬। ହୋମ୍‌ଭିଡିଓ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ତଥା ବିଶିଷ୍ଟ ଓଡ଼ିଆ ସିନେମା କାହାଣୀ ଲେଖକ ବିଜୟ ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଆ ସିନେମାରେ ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

bijay-mishra

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 12:21 PM IST

Related story