‘ଭୀରେ ଦି ୱେଡିଂ’ରେ କରିନା ରହିବେ: ସୋନମ କପୁର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୀରେ ଦି ୱେଡିଂ’ରେ ବଲିଉଡ୍‌ ଅଭିନେତ୍ରୀ କରିନା କପୁରଙ୍କୁ ଦେଖିବାକୁ ମିଳିବ ନାହିଁ ଚର୍ଚ୍ଚା ହେଉଥିବା ବେଳେ ଆଜି ସୋନମ୍‌ କପୁର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ସେ ଏହି ଖବର ମଥ୍ୟା। ଏଥିପାଇଁ କୌଣସି ଗଣମାଧ୍ୟମ ଆମ ସହିତ ଯୋଗାଯୋଗ କରିନାହିଁ। ଏହି ‌ଖବରକୁ ନେଇ  ମିଛଟାରେ ଖାଲି ଚର୍ଚ୍ଚା କରାଯାଉଛି, ଆଉ କିଛି ନୁହେଁ।”

ସେ କହିଛନ୍ତି, “ଆମେ ‘ଭୀରେ ଦି ୱେଡିଂ’ର ସୁଟିଂ କରିବାକୁ ଯାଉଛୁ। ଆଗାମୀ ଏପ୍ରିଲ କିମ୍ବା ମେ’ରେ ଆଉ କିଛି ସୁଟିଂ ହେବ।”

ଏହି ଫିଲ୍ମରେ କରିନା କପୁରଙ୍କ ସହ ସୋନମ କପୁରଙ୍କୁ ଦେଖିବାକୁ ମିଳିବ।

କରିନା କପୁର ଗଭବର୍ତ୍ତୀ ଥିବା ଯୋଗୁଁ  ସେ ବର୍ତ୍ତମାନ କୌଣସି ଫିଲ୍ମ କରୁ ନ ଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌

ପରଲୋକରେ ଲୋକପ୍ରିୟ ଆମେରିକାନ୍‌ କମେଡିଆନ୍ କାର୍ଲ ରିନର୍‌