ଜନ୍ମଦିନ ପାର୍ଟିର ଫଟୋ ସେୟାର କଲେ କରଣ

ମୁମ୍ବାଇ: ଲଭ୍ ବାର୍ଡ୍ସ ବିପାସା ବସୁ ଓ କରଣ ସିଂହ ଗୋବରଙ୍କ ମଧ୍ୟରେ କେତେ ଭଲ ପାଇବା ଅଛି ସେମାନେ ଫ୍ୟାନମାନଙ୍କୁ ଦେଖାଇବାକୁ ଭୁଲନ୍ତି ନାହିଁ। ଆଜି କରଣଙ୍କ ଜନ୍ମଦିନ ଥିବା ବେଳେ ଗତ ରାତିରେ ବିପାସା ଏହାକୁ ଧୂମଧାମରେ ସେଲିବ୍ରେଟ୍‌ କରିଥିଲେ। ଆଉ କରଣ ପାର୍ଟିର ଫଟୋକୁ ଇଷ୍ଟାଗ୍ରାମରେ ସେୟାର କରି ବିପାସାଙ୍କ ପ୍ରତି ତାଙ୍କ ଭଲ ପାଇବାକୁ ଦେଖାଇଛନ୍ତି। ପାର୍ଟିକୁ ବିପାସା ତାଙ୍କର ଅତି ନିକଟ ବନ୍ଧୁମାନଙ୍କୁ ଡାକିଥିଲେ। କରଣ ପାର୍ଟିରେ ଏକ ସ୍ୱତନ୍ତ୍ର […]

karan_bday

Rakesh Mallick
  • Published: Thursday, 23 February 2017
  • , Updated: 23 February 2017, 02:58 PM IST

ମୁମ୍ବାଇ: ଲଭ୍ ବାର୍ଡ୍ସ ବିପାସା ବସୁ ଓ କରଣ ସିଂହ ଗୋବରଙ୍କ ମଧ୍ୟରେ କେତେ ଭଲ ପାଇବା ଅଛି ସେମାନେ ଫ୍ୟାନମାନଙ୍କୁ ଦେଖାଇବାକୁ ଭୁଲନ୍ତି ନାହିଁ। ଆଜି କରଣଙ୍କ ଜନ୍ମଦିନ ଥିବା ବେଳେ ଗତ ରାତିରେ ବିପାସା ଏହାକୁ ଧୂମଧାମରେ ସେଲିବ୍ରେଟ୍‌ କରିଥିଲେ। ଆଉ କରଣ ପାର୍ଟିର ଫଟୋକୁ ଇଷ୍ଟାଗ୍ରାମରେ ସେୟାର କରି ବିପାସାଙ୍କ ପ୍ରତି ତାଙ୍କ ଭଲ ପାଇବାକୁ ଦେଖାଇଛନ୍ତି।

ପାର୍ଟିକୁ ବିପାସା ତାଙ୍କର ଅତି ନିକଟ ବନ୍ଧୁମାନଙ୍କୁ ଡାକିଥିଲେ। କରଣ ପାର୍ଟିରେ ଏକ ସ୍ୱତନ୍ତ୍ର ଟି ସାଟ୍‌ ପିନ୍ଧିଥିଲେ। ଜନ୍ମଦିନ କେକ୍‌ ମଧ୍ୟ ବହୁତ ସ୍ପେଶାଲ ଥିଲା।

Related story