ବୋଲ୍ଡ ବିପାଶାଙ୍କ ନୂଆ ଲୁକ୍

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ନିଜ ଲୁକ୍ ଓ ହେୟାର ଷ୍ଟାଇଲ୍‌ ସହିତ ବାରମ୍ବାର ଏକ୍ସପେରିମେଣ୍ଟ୍ କରନ୍ତି। ବ୍ଲାକ୍‌ ବ୍ୟୁଟି ନାଁରେ ପରିଚିତ ବିପାଶା ବସୁ ବି ନିଜକୁ ଏକ ନୂଆ ଲୁକ୍ ଦେଇଛନ୍ତି। ବିପାଶା ସୋମବାର ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ନୂଆ ଲୁକ୍‌ରେ ନଜର ଆସୁଛନ୍ତି। ଫଟୋ ଦେଖି ଜାଣି ପାରିଲେ ବିପାଶାଙ୍କ ଲୁକ୍‌ରେ କ’ଣ ଚେଞ୍ଜ୍ ହୋଇଛି? ଆରେ, ସେ ତାଙ୍କ ମୁଣ୍ଡ କେଶକୁ ସୁନେଲି କରି ଦେଇଛନ୍ତି। […]

bipasha

Rakesh Mallick
  • Published: Wednesday, 22 March 2017
  • , Updated: 22 March 2017, 08:50 AM IST

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ନିଜ ଲୁକ୍ ଓ ହେୟାର ଷ୍ଟାଇଲ୍‌ ସହିତ ବାରମ୍ବାର ଏକ୍ସପେରିମେଣ୍ଟ୍ କରନ୍ତି। ବ୍ଲାକ୍‌ ବ୍ୟୁଟି ନାଁରେ ପରିଚିତ ବିପାଶା ବସୁ ବି ନିଜକୁ ଏକ ନୂଆ ଲୁକ୍ ଦେଇଛନ୍ତି। ବିପାଶା ସୋମବାର ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ନୂଆ ଲୁକ୍‌ରେ ନଜର ଆସୁଛନ୍ତି।

ଫଟୋ ଦେଖି ଜାଣି ପାରିଲେ ବିପାଶାଙ୍କ ଲୁକ୍‌ରେ କ’ଣ ଚେଞ୍ଜ୍ ହୋଇଛି? ଆରେ, ସେ ତାଙ୍କ ମୁଣ୍ଡ କେଶକୁ ସୁନେଲି କରି ଦେଇଛନ୍ତି। ହୋଇପାରେ ବିପାଶା ତାଙ୍କର କୌଣସି ଆଗାମୀ ଫିଲ୍ମ ପାଇଁ ଚୁଟିର ରଙ୍ଗ ପରିବର୍ତ୍ତନ କରି ଥିବେ।

ଅବଶ୍ୟ ଏହା ପୂର୍ବରୁ ବି ସେ ନିଜ କେଶକୁ ସୁନେଲି ରଙ୍ଗ କରିଥିଲେ।

Related story