ବଲିଉଡ ହିରୋଇନ୍‌ଙ୍କ ସାଇଡ୍‌ ବିଜିନେସ୍‌: ପଢ଼ନ୍ତୁ କିଏ କରନ୍ତି କ’ଣ

ସାଧାରଣତ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବାପାଇଁ ସମସ୍ତଙ୍କର ଆଗ୍ରହ ଥାଏ। ସେମାନେ ନିଜର ଅଭିନୟ ଯାଦୁରେ ଲୋକଙ୍କୁ ବାନ୍ଧି ରଖିଥାନ୍ତି। ସମସ୍ତେ ଭାବନ୍ତି ସେମାନେ ପଇସା କମେଇବା ପାଇଁ କେବଳ ଅଭିନୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହେଁ। ପଇସା କମେଇବା ପାଇଁ ଅଭିନୟ ଛଡା କିଛି ହିରୋଇନ ବିଭିନ୍ନ ବ୍ୟବସାୟ ମଧ୍ୟ କରିଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ଅଭିନୟ ସହ ଅନ୍ୟ ବ୍ୟବସାୟ ମଧ୍ୟ କରିଥାନ୍ତି। […]

heroine

heroine

Rakesh Mallick
  • Published: Friday, 21 July 2017
  • Updated: 21 July 2017, 06:40 PM IST

ସାଧାରଣତ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବାପାଇଁ ସମସ୍ତଙ୍କର ଆଗ୍ରହ ଥାଏ। ସେମାନେ ନିଜର ଅଭିନୟ ଯାଦୁରେ ଲୋକଙ୍କୁ ବାନ୍ଧି ରଖିଥାନ୍ତି। ସମସ୍ତେ ଭାବନ୍ତି ସେମାନେ ପଇସା କମେଇବା ପାଇଁ କେବଳ ଅଭିନୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହେଁ। ପଇସା କମେଇବା ପାଇଁ ଅଭିନୟ ଛଡା କିଛି ହିରୋଇନ ବିଭିନ୍ନ ବ୍ୟବସାୟ ମଧ୍ୟ କରିଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ଅଭିନୟ ସହ ଅନ୍ୟ ବ୍ୟବସାୟ ମଧ୍ୟ କରିଥାନ୍ତି।

shilpa-shettyପ୍ରିୟଙ୍କା ଚୋପ୍ରା: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି। ଜାଣିଛନ୍ତି ସେ ସାଇଡ ବିଜିନେସ୍‌ ମଧ୍ୟ କରନ୍ତି। ପ୍ରିୟଙ୍କା ‘ପର୍ପଲ ପିବଲ ପିକ୍ଚର୍ସ’ ନାମକ ଏକ ପ୍ରଡକ୍ସନ କମ୍ପାନୀ ଖୋଲିଛନ୍ତି। ଏଥିରେ ସେ ଏକ ମରାଠୀ  ଫିଲ୍ମ ‘ଭେଣ୍ଟିଲେଟ’ ଓ ଏକ ହିନ୍ଦୀ ଫିଲ୍ମ ‘ଅମ୍ଲାସିର’ ନିର୍ମାଣ କରିଥିଲେ।

ଅନୁଷ୍କା ଶର୍ମା: ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୟ କ୍ଷେତ୍ରରେ ଏବେ ବହୁତ ଆଗରେ। ସେ ନିଜ ଭବିଷ୍ୟତକୁ ଆଗରେ ରଖି ‘କ୍ଲିନ ସ୍ଲେଟ ଫିଲ୍ମ’ ନାମକ ଏକ ପ୍ରଡକ୍ସନ ଓ ଡିଷ୍ଟ୍ରିବୁଟାର କମ୍ପାନୀ ଖୋଲିଛନ୍ତି। ଏହି କମ୍ପାନୀର କୋ-ଫାଉଣ୍ଡର ଅନୁଷ୍କାଙ୍କ ଭାଇ କର୍ଣ୍ଣେସ ଶର୍ମା ଅଛନ୍ତି। ଅନୁଷ୍କା ତାଙ୍କ ପ୍ରଡକ୍ସନ ହାଉସରେ ‘ଫିଲ୍ଲୋରୀ’ ଓ ‘ଏନଏଚ’ ଭଳି ଫିଲ୍ମ ବନେଇଛନ୍ତି।

bipasha-basuସନ୍ନି ଲିଓନି: ବହୁତ କମ ସମୟରେ ବଲିଉଡରେ ନିଜ ପାଇଁ ଜାଗା ବନାଇ ସାରିଛନ୍ତି ଏହି ହିରୋଇନ। ସନ୍ନି କେବଳ ଅଭିନୟ ଉପରେ ନିର୍ଭର କରି ନଥାନ୍ତି। ସେ ‘ବକ୍ସ ଲିଗ୍‌ କ୍ରିକେଟର’ର ଫ୍ରାଞ୍ଚାଇଜ ନେଇଛନ୍ତି। ଏହାସହ ସେ ‘ୱେବ ବେସଡ୍‌ ସର୍ଟ ଷ୍ଟୋରୀ’ ଓ ‘ଅନ୍‌ଲାଇନ୍‌ ଗେମ୍ସ’ର ବ୍ୟବସାୟ କରିଥାନ୍ତି। କିଛିଦିନ ହେବ ସେ ‘ଲଷ୍ଟ’ ନାମକ ଏକ ପରଫ୍ୟୁମ୍‌ କମ୍ପାନୀ ଆରମ୍ଭ କରିଛନ୍ତି। ଏହାସହ ସେ ଜୁସ୍‌ ଓ ଅଳଙ୍କାର ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି।

ଶିଳ୍ପା ସେଟ୍ଟୀ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସିନେମାରୁ ଗାଏବ ହୋଇଯାଇଛନ୍ତି ସତ। ହେଲେ ତାଙ୍କ ଯାଦୁ ଏବେ ବି କାଏମ ରହିଛି। ଏହାସହ ତାଙ୍କ ସାଇଡ ବିଜିନେସ୍‌ ଭଲ ଚାଲିଛି। ଜାଣିଛନ୍ତି, ଶିଳ୍ପା ସେଟ୍ଟୀ ବିନ୍ଦ୍ରା ସ୍ଥିତ ‘ରୟାଲ୍ଟି ନାଟ୍‌ ବାର’ର ମାଲିକ। ଏହାସହ ସେ ମୁମ୍ବାଇରେ ‘ଆଇଓସିସ୍‌’ ନାମକ ଏକ ସ୍ପା ଚେନ୍‌ ଚଲାଉଛନ୍ତି। କେବଳ ଏତିକି ନୁହେଁ ଶିଳ୍ପା ତାଙ୍କ ଯୋଗ ଡିଭିଡି ମଧ୍ୟ ଲଞ୍ଚ କରି ସାରିଛନ୍ତି।

Madhuridixitମାଧୁରୀ ଦୀକ୍ଷିତ: ମାଧୁରୀ ଦୀକ୍ଷିତ ଅଭିନୟ ସହ ଡ୍ୟାନ୍ସ ଏକାଡେମୀ ମଧ୍ୟ ଚଲାଇଥାନ୍ତି। ଏହାସହ ତାଙ୍କର ଅନ୍‌ଲାଇନ୍‌ ‘ଡ୍ୟାନ୍ସ ଉଇଥ ମାଧୁରୀ’ ବହୁତ ଫେମସ୍‌ କାର୍ଯ୍ୟକ୍ରମ। ଯାହାକୁ ଡିଟିଏଚ୍‌ ଅପରେଟର୍ସ ଓ କେବୁଲ ନେଟୱାର ଜରିଆରେ ଦେଖି ହେବ।

ବିପାଶା ବସୁ: ବଲିଉଡର ହଟ୍‌ ଓ ସେକ୍ସି ଅଭିନେତ୍ରୀ ବିପାଶା ବସୁଙ୍କ ଫିଲ୍ମ କ୍ୟାରିୟର ଠିକ୍‌ରେ ଚାଲୁନାହିଁ। ଏବେ ସେ ଫିଲ୍ମ ଅପେକ୍ଷା ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ମଲିକା ଆରୋଡା ଏବଂ ସୁଜୋନ୍‌ ଖାନ୍‌ଙ୍କ ସହ ମିଶି ସେ ଅନ୍‌ଲାଇନ୍‌ ଫେଶନ୍‌ ୱେବସାଟ୍‌ ‘ଦି ଲେବଲ ଲାଇଫ’ ଆରମ୍ଭ କରିଛନ୍ତି। ଏହାସହ ବିପାଶା କ୍ଲାଉଡିଂ ଓ ଏକ୍ସେସରୀଜ ସେଗମେଣ୍ଟର ଷ୍ଟାଇଲ ଏଡିଟର ଅଛନ୍ତି।

anushka-sharmaସୁସ୍ମିତା ସେନ: ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ ଅଭିନୟ ବ୍ୟତୀତ ନବି ମୁମ୍ବାଇରେ ଥିବା ‘ବଙ୍ଗାଲୀ ମାସିଜ କିଚନ’ ରେଷ୍ଟୁରାଣ୍ଟର ମାଲିକ। ଦୁବାଇରେ ତାଙ୍କର ଜୁଏଲେରୀ ରିଟେଲ ଷ୍ଟୋର ଅଛି। ଏହାସହ ସେ ‘ତନ୍ତ୍ରା ଏଣ୍ଟରଟେନମେଣ୍ଟ’ ନାମକ ଏକ ପ୍ରଡକ୍ସନ କମ୍ପାନୀ ଲଞ୍ଚ କରିଛନ୍ତି।

କରିସ୍ମା କପୁର: ଅଭିନୟରୁ ଦୂରେଇ ଯିବା ପରେ କରିସ୍ମା କପୁର ମଧ୍ୟ ସାଇଡ୍‌ ବିଜିନେସ୍‌ କରୁଛନ୍ତି। ‘ବେବିଓଏ ଡଟ୍‌ କମ୍‌’ ନାମକ ଏକ ୱେବସାଟ୍‌ରେ ଇନଭେଷ୍ଟ କରିଛନ୍ତି। ଏହା ଭାରତର ଶିଶୁ ଓ ମାଆଙ୍କ ପ୍ରଡକ୍ଟର ଲିଡିଙ୍ଗ ଇ-କମର୍ସ କମ୍ପାନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story