ବଲିଉଡରେ ନୂଆ ଯୋଡ଼ି: ରଣବୀର ସିଂହ ଓ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡରେ ଏବେ ନୂଆ ନୂଆ ଯୋଡ଼ି କମାଲ କରୁଛନ୍ତି। ଅକ୍ଷୟ କୁମାରଙ୍କ ସହ ଭୂମି ପେଡନେକର ଓ ଶାହାରୁଖ ଖାନଙ୍କ  ସହ ମାହିରା ଖାନ୍ ବକ୍ସ ଅଫିସରେ କମାଲ କରିବା ପରେ ଆଉ ଏକ ନୂଆ ଯୋଡ଼ିକୁ ଦେଖି ପାରନ୍ତି ଦର୍ଶକ।  ସେମାନେ ହେଉଛନ୍ତି ରଣବୀର ସିଂହ ଓ କ୍ୟାଟ୍ରିନା। କବିର ଖାନଙ୍କ ଆଗାମୀ ଫିଲ୍ମରେ ଉଭୟ ପ୍ରଥମ ଥର ପାଇଁ ଅଭିନୟ କରିପାରନ୍ତି। ତେବେ ଏ ପର୍ଯ୍ୟନ୍ତ ଏନେଇ କିଛି ନିଶ୍ଚିତ ହୋଇନାହିଁ। କାରଣ […]

ranveer

ranveer

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 09:13 AM IST

Sports

Latest News

ମୁମ୍ବାଇ: ବଲିଉଡରେ ଏବେ ନୂଆ ନୂଆ ଯୋଡ଼ି କମାଲ କରୁଛନ୍ତି। ଅକ୍ଷୟ କୁମାରଙ୍କ ସହ ଭୂମି ପେଡନେକର ଓ ଶାହାରୁଖ ଖାନଙ୍କ  ସହ ମାହିରା ଖାନ୍ ବକ୍ସ ଅଫିସରେ କମାଲ କରିବା ପରେ ଆଉ ଏକ ନୂଆ ଯୋଡ଼ିକୁ ଦେଖି ପାରନ୍ତି ଦର୍ଶକ।  ସେମାନେ ହେଉଛନ୍ତି ରଣବୀର ସିଂହ ଓ କ୍ୟାଟ୍ରିନା। କବିର ଖାନଙ୍କ ଆଗାମୀ ଫିଲ୍ମରେ ଉଭୟ ପ୍ରଥମ ଥର ପାଇଁ ଅଭିନୟ କରିପାରନ୍ତି। ତେବେ ଏ ପର୍ଯ୍ୟନ୍ତ ଏନେଇ କିଛି ନିଶ୍ଚିତ ହୋଇନାହିଁ। କାରଣ ଏ ଫିଲ୍ମ ପାଇଁ ଆଉ ଦୁଇ ଜଣ ଅଭିନେତ୍ରୀଙ୍କୁ ମଧ୍ୟ ବଛା ଯାଇଛି। ଜଣେ ନବାଗତ ଓ ଅନ୍ୟଜଣଙ୍କ ନାଁ ନିଜେ ରଣବୀର୍ ସୁପାରିସ କରିଛନ୍ତି। ଯଦି କ୍ୟାଟ୍ରିନା ଏଥିରେ ଅଭିନୟ କରନ୍ତି, ତା’ହେଲେ ରଣବୀର ସିଂହଙ୍କ ସହିତ ଏହା ତାଙ୍କର ପ୍ରଥମ ଫିଲ୍ମ ହେବ। ରଣବୀର କପୁର ଓ କ୍ୟାଟ୍ରିନା ଯୋଡ଼ିକୁ ତ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି। ରଣବୀର ସିଂହଙ୍କ ସହିତ କ୍ୟାଟ୍‌ଙ୍କ ଯୋଡ଼ିକୁ ଦର୍ଶକ କେତେ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ।

katrinaranveerକବିର ଖାନଙ୍କ ଆଗାମୀ ଫିଲ୍ମଟି ଭାରତର ୧୯୮୩ କ୍ରିକେଟ ବିଶ୍ୱକପ ବିଜୟ ଉପରେ ଆଧାରିତ ହୋଇଛି। ଏଥିରେ କପିଲ ଦେବଙ୍କ ଭୂମିକାରେ ରଣବୀର ସିଂହ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story