ଛାଡ଼ପତ୍ର ଘୋଷଣା କରିଥିଲେ, ଏବେ ପୁଣି ଏକାଠି!

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ। ନିକଟରେ ସେ ପତ୍ନୀ କିରଣ ରାଓଙ୍କ ଠାରୁ ଛାଡପତ୍ର ନେଇଛନ୍ତି ବୋଲି ଘୋଷଣା କରିଥିଲେ। ଦୁହେଁ ଭିଡିଓ ମେସେଜରେ ମଧ୍ୟ ବିଚ୍ଛେଦ ହେବା ନେଇ ବାର୍ତ୍ତା ଦେଇଥିଲେ। କିନ୍ତୁ ଛାଡପତ୍ର ପରେ ବି ଦୁହେଁ ଏବେ ପୁଣି ଏକାଠି ହୋଇଛନ୍ତି। ବଲିଉଡ଼ରେ ଅନେକ ଏଭଳି ଦମ୍ପତି ଅଛନ୍ତି, ଯାହାଙ୍କ ବିବାହ ବିଚ୍ଛେଦ ହୋଇଛି। ଏହାପରେ ଉଭୟ ପରସ୍ପରଙ୍କ ମୁହଁ ଦେଖିବା ବି ପସନ୍ଦ କରନ୍ତି ନାହିଁ। ଏ ସମସ୍ତଙ୍କ […]

Aamir Khan and Kiran Rao

Aamir Khan and Kiran Rao

Madhupriya Mistry
  • Published: Thursday, 16 September 2021
  • Updated: 16 September 2021, 04:47 PM IST

Sports

Latest News

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ। ନିକଟରେ ସେ ପତ୍ନୀ କିରଣ ରାଓଙ୍କ ଠାରୁ ଛାଡପତ୍ର ନେଇଛନ୍ତି ବୋଲି ଘୋଷଣା କରିଥିଲେ। ଦୁହେଁ ଭିଡିଓ ମେସେଜରେ ମଧ୍ୟ ବିଚ୍ଛେଦ ହେବା ନେଇ ବାର୍ତ୍ତା ଦେଇଥିଲେ। କିନ୍ତୁ ଛାଡପତ୍ର ପରେ ବି ଦୁହେଁ ଏବେ ପୁଣି ଏକାଠି ହୋଇଛନ୍ତି।

ବଲିଉଡ଼ରେ ଅନେକ ଏଭଳି ଦମ୍ପତି ଅଛନ୍ତି, ଯାହାଙ୍କ ବିବାହ ବିଚ୍ଛେଦ ହୋଇଛି। ଏହାପରେ ଉଭୟ ପରସ୍ପରଙ୍କ ମୁହଁ ଦେଖିବା ବି ପସନ୍ଦ କରନ୍ତି ନାହିଁ। ଏ ସମସ୍ତଙ୍କ ଭିତରୁ କିନ୍ତୁ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ ଟିକେ ଭିନ୍ନ। ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇସାରିଥିଲେ ସୁଦ୍ଧା ସେ  ଆଜି ବି ତାଙ୍କର ଭଲ ବନ୍ଧୁ ହୋଇ ରହିଛନ୍ତି। ସେହିପରି ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡପତ୍ର ଦେବା ପରେ ମଧ୍ୟ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି। ଏହି ଘଟଣା ଏବେ ଟକ୍‌ ଅଫ୍‌ ଦ ଟାଉନ୍‌ ପାଲଟିଛି। ବି-ଟାଉନରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରିପୋର୍ଟ ମୁତାବକ, ଆମୀର ଏବଂ କିରଣ ପୁଣି ଏକାଠି ନଜର ଆସିଛନ୍ତି। ନିକଟରେ ଏକ ବନ୍ଧୁଙ୍କ ବିବାହ ପାର୍ଟିରେ ଯୋଗ ଦେବାକୁ ଦୁହେଁ ଏକାଠି ପହଁଞ୍ଚିଥିଲେ। କେବଳ ସେତିକି ନୁହେଁ ବିବାହରେ ଦୁହେଁ ଏକାଠି ଫଟୋ ଉଠାଇବା ସହ ପରସ୍ପରର ହାତ ଧରି ମଧ୍ୟ ବୁଲିଥିଲେ। ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ଆମୀର ଏବଂ କିରଣଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କେବଳ ବନ୍ଧୁବାନ୍ଧବଙ୍କ ବିବାହ ନୁହେଁ, ଛାଡପତ୍ର ପରେ ଏହି ଦମ୍ପତିଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି।  ଛାଡପତ୍ରର ମାତ୍ର ତିନି ଚାରି ଦିନ ପରେ ଉଭୟ ଭିଡିଓ କଲରେ ପରସ୍ପରର ହାତ ଧରିଥିବା ନଜର ଆସିଥିଲେ। ଏହା ପରେ ଲଦାଖରେ ଦୁହେଁ ଏକାଠି ନାଚୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିସହ ଏ ଦୁହେଁ ଏକାଠି ଅନେକଥର ଲଞ୍ଚ ଡେଟ୍‌ରେ ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି।

ନିକଟରେ ଆମୀର ଖାନ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓ ବିଚ୍ଛେଦ ହେବା ଖବର ଜଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଜୁଲାଇର ପ୍ରଥମ ସପ୍ତାହରେ ଆମୀର ଖାନ ଏବଂ କିରଣ ରାଓ ଏକ ବିବୃତ୍ତି ଜାରି କରି ପ୍ରଶଂସକଙ୍କୁ ଛାଡପତ୍ର ବିଷୟରେ କହିଥିଲେ। ଏହା ଶୁଣି ସମସ୍ତଙ୍କ ହୋସ ଉଡିଯାଇଥିଲା।

ଡିସେମ୍ବର ୨୦୦୫ରେ  କିରଣ ରାଓ ଏବଂ ଆମୀର ଖାନ ବିବାହ କରିଥିଲେ। ୨୦୦୨ରେ ଆମୀର ତାଙ୍କର ପ୍ରଥମ ପତ୍ନୀ ରିନା ଦତ୍ତଙ୍କୁ ଛାଡପତ୍ର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story