ଏଜାଜଙ୍କ ମୁକୁଳିବା ଆଶା ମଉଳିଲା

ମୁମ୍ବାଇ: ଅଭିନେତା ଏଜାଜ ଖାନ୍‌ଙ୍କ ମୁକୁଳିବା ଆଶା ମଉଳିଲା। ଖାରଜ ହେଲା ତାଙ୍କ ଜାମିନ ଆବେଦନ। ଏନ୍‌ଆଇର ଦେଇଥିବା ରିପୋର୍ଟ ମୁତାବକ, ମୁମ୍ବାଇର ଏସ୍ପାନେଡ୍ କୋର୍ଟ ଏଜାଜ ଜାମିନ୍ ଆବେଦନ ଖାରଜ କରିଛନ୍ତି। ଗତ କିଛି ଦିନ ତଳେ ଡ୍ରଗ୍ସ ମାମଲାରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା। ଡ୍ରଗ୍ସ ବେପାରୀ ଶାଦବ ବଟାଟାଙ୍କୁ ପଚରାଉଚରା ବେଳେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା। ପ୍ରଥମେ ବଟାଟାଙ୍କୁ ଗିରଫ କରାଯାଇଥିଲା । ପରେ ଏନ୍‌ସିବି ଏଜାଜଙ୍କୁ ପଚରାଉଚରା […]

ajaz-khan

ajaz-khan

Madhupriya Mistry
  • Published: Tuesday, 06 July 2021
  • Updated: 06 July 2021, 04:40 PM IST

Sports

Latest News

ମୁମ୍ବାଇ: ଅଭିନେତା ଏଜାଜ ଖାନ୍‌ଙ୍କ ମୁକୁଳିବା ଆଶା ମଉଳିଲା। ଖାରଜ ହେଲା ତାଙ୍କ ଜାମିନ ଆବେଦନ। ଏନ୍‌ଆଇର ଦେଇଥିବା ରିପୋର୍ଟ ମୁତାବକ, ମୁମ୍ବାଇର ଏସ୍ପାନେଡ୍ କୋର୍ଟ ଏଜାଜ ଜାମିନ୍ ଆବେଦନ ଖାରଜ କରିଛନ୍ତି।

ଗତ କିଛି ଦିନ ତଳେ ଡ୍ରଗ୍ସ ମାମଲାରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା। ଡ୍ରଗ୍ସ ବେପାରୀ ଶାଦବ ବଟାଟାଙ୍କୁ ପଚରାଉଚରା ବେଳେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା। ପ୍ରଥମେ ବଟାଟାଙ୍କୁ ଗିରଫ କରାଯାଇଥିଲା । ପରେ ଏନ୍‌ସିବି ଏଜାଜଙ୍କୁ ପଚରାଉଚରା ମାର୍ଚ୍ଚ ୩୦ରେ ଅଟକ ରଖିଥିଲା।

ଏଜାଜଙ୍କୁ ଏନ୍‌ସିବି ଦୀର୍ଘ ୮ ଘଣ୍ଟା ଧରି ଜେରା କରିଥିଲା। ଏହାପରେ ମାର୍ଚ୍ଚ ୩୧ ତାରିଖରେ ଏଜାଜ ଖାନ୍‌ଙ୍କୁ ମୁମ୍ବାଇ ବିମାନ ବନ୍ଦରରୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏନସିବି ଏଜାଜଙ୍କ ବିଷୟରେ ଅନ୍ଧେରୀ ଏବଂ ଲୋଖଣ୍ଡୱାଲାର ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ମଧ୍ୟ କରିଥିଲା। ତେବେ ତାଙ୍କ ଘରୁ କେବଳ ଚାରିଟି ନିଦ ବଟିକା ମିଳିଥିବା ଏଜାଜ କହିଥିଲେ।

ଏଜାଜ୍ ଟିଭି ଏବଂ ଫିଲ୍ମରେ କାମ କରିଛନ୍ତି। ସେ ବିଗ୍ ବସ୍ ସିଜନ୍ ୭ ରେ ଭାଗ ନେଇଥିଲେ। ଏହାପୂର୍ବରୁ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିଥିବାରୁ ଏଜାଜ ଗିରଫ ହୋଇସାରିଛନ୍ତି।

https://twitter.com/ANI/status/1412295141922988033?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story