ଧନୁଷଙ୍କ ପାଇଁ ଲଗ୍‌ଜୁରୀ କାର୍‌ ଅଡୁଆ

ଚେନ୍ନାଇ: ଦାମୀ କାର୍‌ ଚକ୍କରରେ ସୁପରଷ୍ଟାର। ବିଜୟଙ୍କ ପରେ ଏବେ ଆଇନ ଜାଲ ଫସିଲେ ଆଉ ଜଣେ ସୁପରଷ୍ଟାର। ସାଉଥ ସୁପରଷ୍ଟାର ଧନୁଷଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ଲଗ୍‌ଜୁରୀ କାର୍‌। ଅଲ୍ଟ୍ରା ଲଗ୍‌ଜୁରୀ କାର୍‌ କିଣିବା ଚକ୍କରରେ ଫସିଛନ୍ତି ଧନୁଷ। ଲଗ୍‌ଜୁରୀ କାର୍‌ ରଲ୍ସ ରଏସ କାର୍‌ କିଣିବାକୁ ନେଇ ଚେନ୍ନାଇ ହାଇକୋର୍ଟ ଧନୁଷଙ୍କୁ ଭର୍ତ୍ସନା କରିଛନ୍ତି।  ଏଥିସହ ୨୦୧୫ରେ ଆବେଦନ ହୋଇଥିବା ମାମଲାକୁ କୋର୍ଟ ଖରାଜ କରିଦେଇଛନ୍ତି। ପ୍ରକୃତରେ ଧନୁଷ ତାଙ୍କ ଆବେଦନରେ ବ୍ରିଟେନରୁ […]

DHANUSH

DHANUSH

Madhupriya Mistry
  • Published: Thursday, 05 August 2021
  • Updated: 05 August 2021, 05:22 PM IST

Sports

Latest News

ଚେନ୍ନାଇ: ଦାମୀ କାର୍‌ ଚକ୍କରରେ ସୁପରଷ୍ଟାର। ବିଜୟଙ୍କ ପରେ ଏବେ ଆଇନ ଜାଲ ଫସିଲେ ଆଉ ଜଣେ ସୁପରଷ୍ଟାର। ସାଉଥ ସୁପରଷ୍ଟାର ଧନୁଷଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ଲଗ୍‌ଜୁରୀ କାର୍‌। ଅଲ୍ଟ୍ରା ଲଗ୍‌ଜୁରୀ କାର୍‌ କିଣିବା ଚକ୍କରରେ ଫସିଛନ୍ତି ଧନୁଷ।

ଲଗ୍‌ଜୁରୀ କାର୍‌ ରଲ୍ସ ରଏସ କାର୍‌ କିଣିବାକୁ ନେଇ ଚେନ୍ନାଇ ହାଇକୋର୍ଟ ଧନୁଷଙ୍କୁ ଭର୍ତ୍ସନା କରିଛନ୍ତି।  ଏଥିସହ ୨୦୧୫ରେ ଆବେଦନ ହୋଇଥିବା ମାମଲାକୁ କୋର୍ଟ ଖରାଜ କରିଦେଇଛନ୍ତି। ପ୍ରକୃତରେ ଧନୁଷ ତାଙ୍କ ଆବେଦନରେ ବ୍ରିଟେନରୁ ରୋଲ୍ସ-ରୋଏସ୍ କାର ଆମଦାନୀ ପାଇଁ ଏଣ୍ଟ୍ରି ଟ୍ୟାକ୍ସରେ ରିହାତି ମାଗିଥିଲେ। ତେବେ ୨୦୧୮ରେ ସୁପ୍ରିମକୋର୍ଟ ଏହାର ସମାଧାନ କରିବା ପରେ ମଧ୍ୟ ଅଭିନେତା ଏପର୍ଯ୍ୟନ୍ତ ଟିକସ ଦେଇ ନାହାଁନ୍ତି ବୋଲି କୋର୍ଟ କହିଛନ୍ତି।

ମାମଲାର ଶୁଣାଣି ବେଳେ ଜଷ୍ଟିସ ସୁବ୍ରମଣ୍ୟମ୍‌ ଧନୁଷଙ୍କୁ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଅଭିନେତାମାନେ ଚାହିଁଲେ ହେଲିକପ୍ଟର ବି କିଣି ପାରିବେ କିନ୍ତୁ ଏଥିପାଇଁ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡିବ।  କୋର୍ଟ ଆହୁରି କହିଛନ୍ତି, ୫୦ଟଙ୍କାରେ ପେଟ୍ରୋଲ ଭରୁଥିବା ସାଧାରଣ ନାଗରିକ ମଧ୍ୟ ପେଟ୍ରୋଲର ବର୍ଦ୍ଧିତ ଦର ଲାଗି ଟ୍ୟାକ୍ସ ଦେବାକୁ ବାଧ୍ୟ ହେଉଛନ୍ତି। ଏପରିକି ଲୋକେ ଗୋଟେ ସାବୁନ କିଣିଲେ ମଧ୍ୟ ଟ୍ୟାକ୍ସ ଦେଉଛନ୍ତି।  ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାରେ କାହିଁକି ସମସ୍ୟା ହେଉଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ଖୁବଶୀଘ୍ର ଟ୍ୟାକ୍ସ ଭରିବା ପାଇଁ ଉଚ୍ଚ ନ୍ୟାୟଳୟ ଧନୁଷଙ୍କୁ ତାଗିଦ କରିଛନ୍ତି।

ଗୁରୁବାର ଧନୁଷଙ୍କ ମାମଲାର ଶୁଣାଣି ହୋଇଛି। ଏହି ସମୟରେ ଅଭିନେତାଙ୍କ ଓକିଲ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଏଣ୍ଟ୍ରି ଟ୍ୟାକ୍ସ ଦେବାକୁ ଏବଂ ଆବେଦନ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ଅଛନ୍ତି।

ଏହାପୂର୍ବରୁ ଜୁଲାଇ ୧୩ ତାରିଖରେ ଚେନ୍ନାଇ ହାଇକୋର୍ଟ ସାଉଥ ଅଭିନେତା ବିଜୟଙ୍କୁ ମଧ୍ୟ ତାଗିଦ କରିଥିଲେ। ବିଜୟ ମଧ୍ୟ ଏଣ୍ଟ୍ରି ଟ୍ୟାକ୍ସରେ ରିହାତି ମାଗିଥିଲେ। କୋର୍ଟ କହିଥିଲେ ତାଙ୍କୁ କେବଳ ରିଲ୍‌ ନୁହେଁ ରିଅଲ୍‌ରେ ମଧ୍ୟ ହିରୋ ହେବାକୁ ପଡିବ। ସୂଚନା ମୁତାବକ କୋର୍ଟ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ବିଜୟଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story