ଏ ବର୍ଷ ବିବାହ କରିବେ ରଣବୀର-ଆଲିଆ!

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ବଲିଉଡର ଏହି ଷ୍ଟାର କପଲ। ଚଳିତ ବର୍ଷ କରିବେ ବିବାହ। ଏକଥା ଆମେ କହୁନୁ, ନିକଟରେ ଅଭିନେତ୍ରୀ ଲାରା ଦତ୍ତା ଏନେଇ ଖୁଲାସା କରିଛନ୍ତି। ପ୍ରକୃତରେ ଲାରା ଦତ୍ତା ରଣବୀର ଏବଂ ଆଲିଆଙ୍କ ବିବାହକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, `ମୁଁ ପୁରାତନ ଜେନେରେସନର। ଆଜିକାଲିର ଯୁବ ପିଢ଼ିରେ କିଏ କାହା ସହ ଡେଟ୍‌ […]

Ranbir-alia

Ranbir-alia

Madhupriya Mistry
  • Published: Monday, 09 August 2021
  • Updated: 09 August 2021, 03:54 PM IST

Sports

Latest News

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ବଲିଉଡର ଏହି ଷ୍ଟାର କପଲ। ଚଳିତ ବର୍ଷ କରିବେ ବିବାହ। ଏକଥା ଆମେ କହୁନୁ, ନିକଟରେ ଅଭିନେତ୍ରୀ ଲାରା ଦତ୍ତା ଏନେଇ ଖୁଲାସା କରିଛନ୍ତି।

ପ୍ରକୃତରେ ଲାରା ଦତ୍ତା ରଣବୀର ଏବଂ ଆଲିଆଙ୍କ ବିବାହକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, `ମୁଁ ପୁରାତନ ଜେନେରେସନର। ଆଜିକାଲିର ଯୁବ ପିଢ଼ିରେ କିଏ କାହା ସହ ଡେଟ୍‌ କରୁଛନ୍ତି ତାହା ମୁଁ ଜାଣିନି।  ମୁଁ ଅଳ୍ପ କିଛି ଦମ୍ପତିଙ୍କ ବିଷୟରେ ଜାଣିଥିବି ବୋଧେ। କିନ୍ତୁ ସେମାନେ ଏବେ ଏକାଠି ଅଛନ୍ତି ନା ନାହିଁ ତାହା ମୁଁ କହିପାରିବି ନାହିଁ।'

ତେବେ ଏକ ସାକ୍ଷାତକାରରେ ରଣବୀର ଏବଂ ଆଲିଆଙ୍କୁ ନେଇ ଲାରା ଚକିତ କଲା ଭଳି ଖୁଲାସା କରିଛନ୍ତି। ସେ ଭବିଷ୍ୟବାଣୀ କରି କହିଛନ୍ତି ଯେ, 'ମୋର ବିଶ୍ୱାସର ସେମାନେ ଚଳିତ ବର୍ଷ ବିବାହ କରିପାରନ୍ତି।'

ସୂଚନା ମୁତାବକ, ୨୦୧୭ରୁ ଆଲିଆ ଏବଂ ରଣବୀର ରିଲେସନ୍‌ସିପ୍‌ରେ ଅଛନ୍ତି। ଉଭୟ ପରସ୍ପରର ପରିବାର ସହିତ ମଧ୍ୟ ବହୁତ ଭଲ ସମ୍ପର୍କ ରଖିଛନ୍ତି। ରଣବୀରଙ୍କ ମା' ନୀତୁ କପୁର ଏବଂ ରିଦ୍ଧିମା କପୁର ସାହନି ଆଲିଆଙ୍କୁ ବହୁତ ଭଲ ପାଆନ୍ତି। ଅନେକ ସମୟରେ ତାଙ୍କ ଇନଷ୍ଟାଗ୍ରାମରେ ଆଲିଆ ସହ ଫଟୋ ସେୟାର କରନ୍ତି। ସେପଟେ ଅନେକ ସମୟରେ ରଣବୀର ମଧ୍ୟ ଆଲିଆଙ୍କ ଭଉଣୀ ଶାହିନ୍ ଭଟ୍ଟ ଏବଂ ମା' ସୋନି ରାଜଦାନଙ୍କ ସହ କୁଲ୍‌ ମୁଡ୍‌ରେ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଥିବା ନଜର ଆସିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story