ପୁଣି ବାହାରିଲେ ଆଉ ଜଣେ ଐଶ୍ୱର୍ଯ୍ୟା! 

ମୁମ୍ବାଇ: ସାମ୍ନାକୁ ଆସିଲେ ଆଉ ଜଣେ ଐଶ୍ୱର୍ଯ୍ୟା।  ହସ, ଠାଣି, ଆଉ ତାଙ୍କ ଆଖି ପୁରାପୁରି ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ଭଳି। କେବଳ ସେତିକି ନୁହେଁ ଆକ୍ଟିଂରେ ବି ସେ ମାହିର। ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଉ ଜଣେ ଡୁପ୍ଳିକେଟ୍‌। ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଉଥିବା ଏହି ସୁନ୍ଦରୀ ଜଣକ ହେଲେ ଅସିତା ସିଂ ରାଠୋର। ଅସିତା ପାଖାପାଖି ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଆନ୍ତି। ଏଥିପାଇଁ ସେ ସୋଶାଲ ମିଡିଆରେ ଏବେ ବେଶ୍‌ ପପୁଲାର। […]

Ashita singh Rathor

Ashita singh Rathor

Madhupriya Mistry
  • Published: Tuesday, 03 August 2021
  • Updated: 03 August 2021, 04:21 PM IST

Sports

Latest News

ମୁମ୍ବାଇ: ସାମ୍ନାକୁ ଆସିଲେ ଆଉ ଜଣେ ଐଶ୍ୱର୍ଯ୍ୟା।  ହସ, ଠାଣି, ଆଉ ତାଙ୍କ ଆଖି ପୁରାପୁରି ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ଭଳି। କେବଳ ସେତିକି ନୁହେଁ ଆକ୍ଟିଂରେ ବି ସେ ମାହିର। ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଉ ଜଣେ ଡୁପ୍ଳିକେଟ୍‌।

ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଉଥିବା ଏହି ସୁନ୍ଦରୀ ଜଣକ ହେଲେ ଅସିତା ସିଂ ରାଠୋର। ଅସିତା ପାଖାପାଖି ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଆନ୍ତି। ଏଥିପାଇଁ ସେ ସୋଶାଲ ମିଡିଆରେ ଏବେ ବେଶ୍‌ ପପୁଲାର। ସେ ପ୍ରାୟତଃ ନିଜ ଭିଡିଓ ଏବଂ ଫଟୋ ଇନ୍‌ଷ୍ଟାଗ୍ରାମରେ ସେଆର କରନ୍ତି। ଏହି ଭିଡିଓରେ ସେ ଅଧିକାଂଶ ଫିଲ୍ମର ଗୀତ ଏବଂ ଡାଏଲଗର ଲିପ-ସିଙ୍କ କରୁଥିବା ଦେଖିବାକୁ ମିଳେ।

କେବଳ ସେତିକି ନୁହେଁ ତାଙ୍କର ଢ଼େର ଫଲୋଅର୍ସ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ଅସିତା ପ୍ରାୟତଃ ସଲମାନଙ୍କ ଭଳି ଦେଖାଯାଉଥିବା ବିକ୍ରମ ସିଂହ ରାଜପୁତଙ୍କ ସହ ରିଲ୍‌ ଭିଡିଓ ମଧ୍ୟ ତିଆରି କରନ୍ତି। ନିକଟରେ ସେ ସଲମାନଙ୍କ ସୁପରହିଟ୍‌ ଫିଲ୍ମ 'ମେନେ ପ୍ୟାର୍‌ କିୟା'ର ଗୀତ 'ଆଜା ସାମ୍‌ ହୋନେ ଆଇ'ରେ ରିଲି ଭିଡିଓ ତିଆରି କରିଥିଲେ। ଏହି ଭିଡିଓଟି ବେଶ୍‌ ଭାଇରାଲ ହୋଇଥିଲା। ଏହାକୁ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ମଧ୍ୟ ପସନ୍ଦ କରିଥିଲେ।

ସୂଚନା ମୁତାବକ ଅସିତାଙ୍କ ପୂର୍ବରୁ ମଧ୍ୟ ୟୁଏଏସ୍‌ରେ ରହୁଥିବା ପାକିସ୍ତାନୀ ଝିଅ ଆମନା ଇମରାନ୍‌, ମାନସି ନାୟକ, ମାହଲାଘା ଝାବେରୀ ଏବଂ ଅମୁଜ ଅମୃତା ଭଳି କେତେକ ଯୁବତୀ ଐଶ୍ୱର୍ଯ୍ୟାଙ୍କ ଡପ୍ଲୁକେଟ୍‌ ହୋଇଥିବା ଯୋଗୁଁ ପପୁଲାର ହୋଇସାରିଛନ୍ତି। ଅସିତା ମଧ୍ୟ ଏବେ ଏହି ତାଲିକାରେ ସାମିଳ ହୋଇଛନ୍ତି। ସେ ମଧ୍ୟ ଧୀରେ ଧୀରେ ପପୁଲାର ହେବାକୁ ଲାଗିଲେଣି। ସୋଶାଲ ମିଡିଆରେ ତାଙ୍କର ୨୩ ହଜାରରୁ ଅଧିକ ଫଲୋଅର୍ସ ହୋଇ ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story