ଆଡଭେଞ୍ଚର ଟ୍ରିପ୍‌ରେ ଅଜୟ, କହିଲେ-କିଛି ବି ହେଇପାରେ, ଖେଳ ନୁହେଁ

ନୂଆଦିଲ୍ଲୀ: ଆଡଭେଞ୍ଚର ଟ୍ରିପର ବାହାରିଛନ୍ତି ବଲିଉଡର ସିଙ୍ଘମ। ଫିଲ୍ମରେ ଆକ୍ସନ ଦେଖାଉଥିବା ଅଜୟ ଦେବଗନ ଏବେ ରିଅଲ୍‌ରେ କରିବେ ଖତରନାକ ଷ୍ଟଣ୍ଟ। ବେୟର ଗ୍ରିଲ୍ସଙ୍କ ସହ ମିଶି ଆକ୍ସନ ଦେଖାଇବେ ଏହି ଆକ୍ସନ ଷ୍ଟାର। ଡିସ୍କଭରୀ ଚ୍ୟାନେଲର ଶୋ’ ‘ଇନ୍‌ଟୁ ଦ ୱାଇଲ୍ଡ ୱିଥ ବେୟର ଗ୍ରିଲ୍ସ’ରେ ନଜର ଆସିବେ ଅଜୟ ଦେବଗନ। ହିନ୍ଦ ମହାସାଗରରେ ଶୁଟିଂ କରାଯାଇଥିବା ଏହି ଶୋ’ର ପ୍ରଥମ ପ୍ରମୋ ଭିଡିଓ ଜାରି ହୋଇଛି। ଏହି ଭିଡିଓରେ ଅଜୟ ଦେବଗନ ରୋମାଞ୍ଚକର ଆଡଭେଞ୍ଚର […]

Madhupriya Mistry
  • Published: Tuesday, 12 October 2021
  • Updated: 12 October 2021, 05:18 PM IST

Sports

Latest News

ନୂଆଦିଲ୍ଲୀ: ଆଡଭେଞ୍ଚର ଟ୍ରିପର ବାହାରିଛନ୍ତି ବଲିଉଡର ସିଙ୍ଘମ। ଫିଲ୍ମରେ ଆକ୍ସନ ଦେଖାଉଥିବା ଅଜୟ ଦେବଗନ ଏବେ ରିଅଲ୍‌ରେ କରିବେ ଖତରନାକ ଷ୍ଟଣ୍ଟ। ବେୟର ଗ୍ରିଲ୍ସଙ୍କ ସହ ମିଶି ଆକ୍ସନ ଦେଖାଇବେ ଏହି ଆକ୍ସନ ଷ୍ଟାର। ଡିସ୍କଭରୀ ଚ୍ୟାନେଲର ଶୋ' 'ଇନ୍‌ଟୁ ଦ ୱାଇଲ୍ଡ ୱିଥ ବେୟର ଗ୍ରିଲ୍ସ'ରେ ନଜର ଆସିବେ ଅଜୟ ଦେବଗନ।

ହିନ୍ଦ ମହାସାଗରରେ ଶୁଟିଂ କରାଯାଇଥିବା ଏହି ଶୋ'ର ପ୍ରଥମ ପ୍ରମୋ ଭିଡିଓ ଜାରି ହୋଇଛି। ଏହି ଭିଡିଓରେ ଅଜୟ ଦେବଗନ ରୋମାଞ୍ଚକର ଆଡଭେଞ୍ଚର କରୁଥିବା ଦେଖିବାକୁ ମିଳିଛି। ଏଥିସହ ସେ ଏହା ମୋର ପ୍ରଥମ ଅଭିନୟ ଏବଂ ଏହା କୌଣସି ଖେଳ ନୁହେଁ। ଏଥିରେ କିଛି ବି ହେଇପାରେ ବୋଲି କହିଛନ୍ତି ସିଙ୍ଘମ ଷ୍ଟାର।

ଶୁଟିଂ ସମୟର ଅନୁଭବ ବଖାଣି ଅଜୟ କହିଛନ୍ତି,  ମୁଁ ବହୁତ ଖୁସି ଯେ ଏହି ସୁଯୋଗ ମୋ ପାଖକୁ ଆସିଲା, ଏହା ମୋତେ ମୋ କମ୍‌ଫର୍ଟ ଜୋନରୁ ବହାରିବା ପାଇଁ ଏବଂ ଆଗକୁ ବଢ଼ିବା ଲାଗି ସାହାଯ୍ୟ କଲା। ବେୟର ଗ୍ରିଲ୍ସଙ୍କୁ ସତ ପ୍ରଣାମ, ଯିଏ ପ୍ରକୃତି ସହ ଏକ ଆବଶ୍ୟକୀୟ ସମ୍ପନ୍ଧକୁ ସନ୍ଧାନ କରିବା ଏବଂ ତାକୁ ବିକଶିତ କରିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରୁଛନ୍ତି। ଏଥିସହ ମୋତେ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଧନ୍ୟବାଦ ବୋଲି କହିଛନ୍ତି ଅଜୟ।

ଅଜୟଙ୍କ ଏହି ରୋମାଞ୍ଚକର ଶୋ' ଆସନ୍ତା ୨୨ ତାରିଖ ଦିନ ଡିସ୍କୋଭରୀ ଚ୍ୟାନେଲରେ ପ୍ରସାରିତ ହେବ। ପୂର୍ବରୁ ଏହି ଶୋ'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସି ସାରିଛନ୍ତି। ତାଙ୍କ ପରେ ସୁପରଷ୍ଟାର ରଜନୀକାନ୍ତ ଏବଂ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ମଧ୍ୟ ବେୟର ଗ୍ରିଲ୍ସଙ୍କ ସହ ଦେଖିବାକୁ ମିଳିଛି।

View this post on Instagram

A post shared by Ajay Devgn (@ajaydevgn)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story