ବାପାଙ୍କ ସହ ଏନ୍‌ସିବି ଅଫିସ ଗଲେ ଅନନ୍ୟା

ମୁମ୍ବାଇ: ଡକରା ପରେ ଏନ୍‌ସିବି ଅଫିସିରେ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ ଅନନ୍ୟା। ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ କେସ୍‌ରେ ଆଜି ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସମନ୍‌ କରିଥିଲା ଏବଂ ପଚରାଉପରା ପାଇଁ ଡାକି ମଧ୍ୟ ଥିଲା। ଏହାପୂର୍ବରୁ ତାଙ୍କ ଘରକୁ ଏନ୍‌ସିବି ଯାଇଥିଲା। ସମନ ପରେ ଅନନ୍ୟା ବାପା ଚଙ୍କି ପାଣ୍ଡେଙ୍କ ସହ ଏନ୍‌ସିବି ଅଫିସି ଯାଇଛନ୍ତି। ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଅନନ୍ୟାଙ୍କ କ’ଣ ସମ୍ପୃକ୍ତି ରହିଛି, ସେ ନେଇ ଏନ୍‌ସିବି ତାଙ୍କୁ ପଚରାଉଚରା କରିବ। […]

Ananya

Ananya

Madhupriya Mistry
  • Published: Thursday, 21 October 2021
  • Updated: 21 October 2021, 04:29 PM IST

ମୁମ୍ବାଇ: ଡକରା ପରେ ଏନ୍‌ସିବି ଅଫିସିରେ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ ଅନନ୍ୟା। ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ କେସ୍‌ରେ ଆଜି ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସମନ୍‌ କରିଥିଲା ଏବଂ ପଚରାଉପରା ପାଇଁ ଡାକି ମଧ୍ୟ ଥିଲା।

ଏହାପୂର୍ବରୁ ତାଙ୍କ ଘରକୁ ଏନ୍‌ସିବି ଯାଇଥିଲା। ସମନ ପରେ ଅନନ୍ୟା ବାପା ଚଙ୍କି ପାଣ୍ଡେଙ୍କ ସହ ଏନ୍‌ସିବି ଅଫିସି ଯାଇଛନ୍ତି। ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଅନନ୍ୟାଙ୍କ କ'ଣ ସମ୍ପୃକ୍ତି ରହିଛି, ସେ ନେଇ ଏନ୍‌ସିବି ତାଙ୍କୁ ପଚରାଉଚରା କରିବ। ଅନନ୍ୟା ପାଣ୍ଡେଙ୍କୁ ଏନସିବି ତରଫରୁ ଡାକରା ମିଳିବା ପରେ ତାଙ୍କ ପିତା ଚଙ୍କି ପାଣ୍ଡେ ଲିଗାଲ କାଉଂସେଲିଂ ଖୋଜୁଛନ୍ତି।

पिता चंकी पांडे के...- India TV Hindi

ଆଜି ସକାଳେ ଅନନ୍ୟାଙ୍କ ମୁମ୍ବାଇ ସ୍ଥିତ ଖର ୱେଷ୍ଟ ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା। ତାଙ୍କୁ ଆଜି ଅପରାହ୍ଣ ୨ଟାରେ ଏନ୍‌ସିବି ଅଫିସରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। ଏଥିସହ ଏନ୍‌ସିବି ଅନନ୍ୟାଙ୍କ ମୋବାଇଲ ଏବଂ ଲାପଟପ ମଧ୍ୟ ଜବତ କରିଛି।

ସୂଚନା ଅନୁଯାୟୀ, ଡ୍ରଗ୍ସ ନେଇ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ମେସେଜ ଦିଆନିଆ ହୋଇଥିଲା, ଯାହା ଏନ୍‌ସିବି ହାତରେ ଲାଗିଥିଲା। ସେହିକ୍ରମରେ ଏନ୍‌ସିବି ଚଢ଼ାଉ କରି ଅନନ୍ୟାଙ୍କୁ ଜେରା କରିବାକୁ ଡାକିଛି।

ଏହା ପୂର୍ବରୁ ୨ ଦିନ ତଳେ ଏକ ଖବର ଆସିଥିଲା ଯେ ଜଣେ ଅଭିନେତ୍ରୀଙ୍କ ସହିତ ଆର୍ଯ୍ୟନ ଡ୍ରଗ୍ସ ନେଇ ହ୍ୱାଟ୍ସଆପ୍‌ରେ ଚାଟ୍ କରିଥିଲେ। ଆଉ ତାହା ଏନ୍‌ସିବି ହାତରେ ଲାଗିଥିଲା। ସେହି ଚାଟ୍ ମେସେଜ୍‌ ଗୁଡ଼ିକୁ ଏନ୍‌ସିବି କୋର୍ଟରେ ମଧ୍ୟ ଦାଖଲ କରିଥିଲା। ତେବେ ଏହି ଚାର୍ଟରେ ଯେଉଁ ଅଭିନେତ୍ରୀଙ୍କ ନାଁ ଉଠିଥିଲା ସେ ଆଉ କେହି ନୁହନ୍ତି, ଅନନ୍ୟା ବୋଲି କୁହାଯାଉଛି।

୨୨ ବର୍ଷୀୟା ଅନନ୍ୟା ହେଉଛନ୍ତି ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ। ସେ ୨୦୧୯ରେ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ। ଏହା ପରେ ସେ ‘ପତି ପତ୍ନୀ ଔର ୱ’ରେ ଅଭିନୟ କରିଥିଲେ।

https://twitter.com/ANI/status/1451126908985380868?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story