ପୁଅ ଗିରଫ ପରେ ବନ୍ଦ ହେଲା ବାପାଙ୍କ ବିଜ୍ଞାପନ

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ ଗିରଫ ପରେ ବଲିଉଡର ବାଦଶାହ ଶାହାରୁଖ ଖାନ୍‌ଙ୍କୁ ଲାଗିଛି ଶକ୍ତ ଝଟ୍‌କା।  ଏହାର ପ୍ରଭାବ ତାଙ୍କ କ୍ୟାରିଅର ଉପରେ ପଡିଛି। ପୁଅ ପାଇଁ ବାପା ହାତରୁ ଚାଲିଯାଇଛି ଅନେକ ଅଫର। ବନ୍ଦ ହୋଇଯାଇଛି ଶାହାରୁଖଙ୍କ ବିଜ୍ଞାପନ। ପୁଅ ଆର୍ଯ୍ୟନ୍‌ ଗିରଫ ହେବା ପରେ ଏକ ବଡ ବ୍ରାଣ୍ଡ ଶାହାରୁଖଙ୍କ ସହ ସମ୍ପର୍କ ଛିନ୍ନ କରିଛି। ‘ବାଇଜୁ’ ତା’ର ବିଜ୍ଞାପନକୁ ଏବେ ଅଟକାଇ ଦେଇଛି। ‘ବାଇଜୁ’ର ବ୍ରାଣ୍ଡ ଆମ୍ବାସଡର ଥିଲେ […]

Sharukh khan and aryan khan-1

Sharukh khan and aryan khan-1

Madhupriya Mistry
  • Published: Saturday, 09 October 2021
  • Updated: 09 October 2021, 04:15 PM IST

Sports

Latest News

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ ଗିରଫ ପରେ ବଲିଉଡର ବାଦଶାହ ଶାହାରୁଖ ଖାନ୍‌ଙ୍କୁ ଲାଗିଛି ଶକ୍ତ ଝଟ୍‌କା।  ଏହାର ପ୍ରଭାବ ତାଙ୍କ କ୍ୟାରିଅର ଉପରେ ପଡିଛି। ପୁଅ ପାଇଁ ବାପା ହାତରୁ ଚାଲିଯାଇଛି ଅନେକ ଅଫର। ବନ୍ଦ ହୋଇଯାଇଛି ଶାହାରୁଖଙ୍କ ବିଜ୍ଞାପନ।

ପୁଅ ଆର୍ଯ୍ୟନ୍‌ ଗିରଫ ହେବା ପରେ ଏକ ବଡ ବ୍ରାଣ୍ଡ ଶାହାରୁଖଙ୍କ ସହ ସମ୍ପର୍କ ଛିନ୍ନ କରିଛି। 'ବାଇଜୁ' ତା'ର ବିଜ୍ଞାପନକୁ ଏବେ ଅଟକାଇ ଦେଇଛି। 'ବାଇଜୁ'ର ବ୍ରାଣ୍ଡ ଆମ୍ବାସଡର ଥିଲେ ଶାହାରୁଖ। ଏହା ଶାହାରୁଖଙ୍କ ପାଇଁ  ସବୁଠୁ ବଡ ପ୍ରୋଜେକ୍ଟ ଥିଲା। ହେଲେ ଉକ୍ତ ବ୍ରାଣ୍ଡ ଶାହରୁଖ ଖାନଙ୍କ ବିଜ୍ଞାପନକୁ ଆଡଭାନ୍ସ ପଇସା ଦେବା ପରେ ଏବେ ବନ୍ଦ କରିବାକୁ ଘୋଷଣା କରିଛି।

ରିପୋର୍ଟ ମୁତାବକ, ସୋଶାଲ ମିଡିଆ ପ୍ଲାଟଫର୍ମରେ ଗତ କିଛି ଦିନ ହେବ ଶାହାରୁଖ ଖାନ୍‌ଙ୍କୁ ଟ୍ରୋଲ କରାଯାଉଛି। ଏବେ ଲୋକେ 'ବାଇଜୁ'କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଏହା ପରେ ଆଡଭାନ୍ସ ବୁକିଂ ସତ୍ତ୍ୱେ ମଧ୍ୟ ଶାହରୁଖ ଖାନଙ୍କ ଠାରୁ ବିଜ୍ଞାପନ ଫେରାଇ  ନିଆଯାଇଛି। ସେପଟେ 'ବାଇଜୁ'ର ମୁଖପାତ୍ର ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ସୂଚନା ମୁତାବକ, ଶାହାରୁଖଙ୍କ ପାଇଁ ଏହା ଥିଲା ବଡ ବ୍ରାଣ୍ଡ। ସେ ୨୦୧୭ ଠାରୁ ଏହି ବ୍ରାଣ୍ଡ ସହ ଜଡିତ ଥିଲେ। ତାଙ୍କୁ ବାଇଜୁ ତରଫରୁ ବାର୍ଷିକ ୩ରୁ ୪ କୋଟି ଟଙ୍କା ମିଳୁଥିଲା। ଶାହାରୁଖ ଯୋଗ ଦେବା ପରେ ଏହି ବ୍ରାଣ୍ଡର ଭେଲ୍ୟୁ ଢ଼େର ବଢ଼ିଛି। ତେବେ ବର୍ତ୍ତମାନ ବାଇଜୁ ଶାହାରୁଖଙ୍କ ସହ ଜଡିତ ସମସ୍ତ ବିଜ୍ଞାପନକୁ ବନ୍ଦ କରିଦେଇଛି।

କିଙ୍ଗ ଖାନ୍‌ ଶାହାରୁଖ ବାଇଜୁ ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କ, ରିଲାୟନ୍ସ ଜିଓ, ଏଲ୍‌ଜି, ଦୁବାଇ ଟୁରିଜିମ, ହୁଣ୍ଡାଇ ଭଳି ପ୍ରାୟ ୪୦ଟି କମ୍ପାନୀ ସହ ଚୁକ୍ତି କରିଛନ୍ତି।

ସୂଚନା ଯୋଗ୍ୟ ଯେ, ମୁମ୍ବାଇ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଆର୍ଯ୍ୟନ୍‌ ଖାନ୍‌ ଗିରଫ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୮ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଆର୍ଯ୍ୟନ୍ତ ଖାନ୍‌ଙ୍କୁ ୧୪ ଦିନିଆ ରିମାଣ୍ଡକୁ ପଠାଇ ଦିଆଯାଇଛି। ସେ ଏବେ ଆର୍ଥର ରୋଡ୍‌ ଜେଲ୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story