ଲତାଙ୍କୁ ଭେଟିବାକୁ ପହଞ୍ଚିଲେ ଭଉଣୀ ଆଶା

ମୁମ୍ବାଇ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଛି। ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।  ଲତାଙ୍କୁ ଭେଟିବା ପାଇଁ ହସପିଟାଲରେ ପହଞ୍ଚିନ୍ତି ତାଙ୍କ ଭଉଣୀ ଆଶା ଭୋଶଲେ। ତାଙ୍କ ସହ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର, ସୁପ୍ରିୟା ସୋଲେ, ରଶ୍ମୀ ଠାକରେ ପ୍ରମୁଖ ଲତାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ଶେଷ ସୂଚନା ଅନୁଯାୟୀ,  ଲତା ମଙ୍ଗେସ୍ତରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଆସିୟୁରେ ଅବଜଭେଶନରେ ରଖା ଯାଇଛି। ଗତ ଜାନୁଆରୀ ୮ରେ ଲତା ମଙ୍ଗେସକର […]

lata-2

lata-2

Tapas Behera
  • Published: Saturday, 05 February 2022
  • Updated: 06 February 2022, 12:15 PM IST

Sports

Latest News

ମୁମ୍ବାଇ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଛି। ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।  ଲତାଙ୍କୁ ଭେଟିବା ପାଇଁ ହସପିଟାଲରେ ପହଞ୍ଚିନ୍ତି ତାଙ୍କ ଭଉଣୀ ଆଶା ଭୋଶଲେ। ତାଙ୍କ ସହ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର, ସୁପ୍ରିୟା ସୋଲେ, ରଶ୍ମୀ ଠାକରେ ପ୍ରମୁଖ ଲତାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ଶେଷ ସୂଚନା ଅନୁଯାୟୀ,  ଲତା ମଙ୍ଗେସ୍ତରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଆସିୟୁରେ ଅବଜଭେଶନରେ ରଖା ଯାଇଛି।

ଗତ ଜାନୁଆରୀ ୮ରେ ଲତା ମଙ୍ଗେସକର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ମଧ୍ୟ ଜଣାପଡ଼ିଥିଲା।

ଏହାପରେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା। ‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ର ଡାକ୍ତର ପ୍ରତୀତ ସମଦାନୀ ତାଙ୍କ ସୂଚନା ଦେଇ କହିଛନ୍ତି ଯେ, ଲତା ମଙ୍ଗେସ୍‌କର୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୁନର୍ବାର ଅବନତି ଘଟିଛି। ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ଏବେ ବି ସେ ‘ଆଇସିୟୁ’ରେ ଅଛନ୍ତି ଏବଂ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ରହିବେ। କିଛି ଦିନ ପୂର୍ବରୁ ସେ କରୋନାରୁ ମୁକ୍ତି ପାଇଥିବା ସୂଚନା ଦିଆଯାଇଥିଲା।

ଲତା ସାତ ଦଶନ୍ଧି ଧରି ବିଭିନ୍ନ ଗୀତ ଗାଇ ଆସିଛନ୍ତି । ୩୦ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି ଲତା । ସେ ସର୍ବଶ୍ରେଷ୍ଠ ପ୍ଲେ ବ୍ୟାକ୍‍ ଗାୟିକା ଭାବରେ ପରିଗଣିତ । ‘ନାଇଟିଙ୍ଗଲ୍‌ ଅଫ୍‌ ଇଣ୍ଡିଆ’ ଏବଂ ‘ମେଲୋଡି କୁଇନ୍‌ ଅଫ୍‌ ଇଣ୍ଡିଆ’ ଭାବେ ପରିଚିତ ୯୨ ବର୍ଷୀୟ ଲତା ୧୯୪୨ରେ ୧୩ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story