କମୁନି ପଙ୍ଗା କୁଇନ୍‌ କଙ୍ଗନାଙ୍କ ଅଡୁଆ

ମୁମ୍ବାଇ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ବିବାଦୀୟ ମନ୍ତବ୍ୟ ହେଉ ଅବା କୌଣସି ବ୍ୟକ୍ତିଗତ ବିଷୟ, ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ବେଳେବେଳେ ଟୁଇଟ୍‌ରେ ସେ ଅନ୍ୟମାନଙ୍କୁ ଟାର୍ଗେଟ କରନ୍ତି। କେବଳ ବଳିଉଡ ଷ୍ଟାର ନୁହଁନ୍ତି ଅନେକ ରାଜନେତାଙ୍କ ସହ ମଧ୍ୟ ସେ ଟୁଇଟ୍‌ ୱାର କରନ୍ତି। ତାଙ୍କର ବିବାଦୀୟ ବୟାନବଜି ଯୋଗୁଁ ତାଙ୍କ ନାଁରେ ଅନେକ ମାମଲା ଚାଲିଛି। ସେମଧ୍ୟରୁ ଗୋଟିଏ ହେଲା ଦେଶଦ୍ରୋହ ମାମଲା। ଏହି ମାମଲାରେ କଙ୍ଗନାଙ୍କ ଏବେ ଅଡୁଆ ବଢ଼ିଛି। […]

Kangana Ranaut

Kangana Ranaut

Madhupriya Mistry
  • Published: Thursday, 12 August 2021
  • Updated: 12 August 2021, 12:48 PM IST

Sports

Latest News

ମୁମ୍ବାଇ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ବିବାଦୀୟ ମନ୍ତବ୍ୟ ହେଉ ଅବା କୌଣସି ବ୍ୟକ୍ତିଗତ ବିଷୟ, ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ବେଳେବେଳେ ଟୁଇଟ୍‌ରେ ସେ ଅନ୍ୟମାନଙ୍କୁ ଟାର୍ଗେଟ କରନ୍ତି। କେବଳ ବଳିଉଡ ଷ୍ଟାର ନୁହଁନ୍ତି ଅନେକ ରାଜନେତାଙ୍କ ସହ ମଧ୍ୟ ସେ ଟୁଇଟ୍‌ ୱାର କରନ୍ତି। ତାଙ୍କର ବିବାଦୀୟ ବୟାନବଜି ଯୋଗୁଁ ତାଙ୍କ ନାଁରେ ଅନେକ ମାମଲା ଚାଲିଛି। ସେମଧ୍ୟରୁ ଗୋଟିଏ ହେଲା ଦେଶଦ୍ରୋହ ମାମଲା।

ଏହି ମାମଲାରେ କଙ୍ଗନାଙ୍କ ଏବେ ଅଡୁଆ ବଢ଼ିଛି। ମୁମ୍ବାଇ ପୁଲିସ ଦ୍ୱାରା ପଞ୍ଜିକୃତ ହୋଇଥିବା ଦେଶଦ୍ରୋହ ମାମଲା ରଦ୍ଦ କରିବା ପାଇଁ କଙ୍ଗନା ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲୋ। ବୁଧବାର ତାଙ୍କ ଆବେଦନ ଶୁଣାଣି ହୋଇଥିଲା। ଏହାପରେ କୋର୍ଟ ସେପ୍ଟେମ୍ବର ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ସୂଚନା ମୁତାବକ ଗତବର୍ଷ କୃଷି ଆନ୍ଦୋଳନକୁ ନେଇ କଙ୍ଗନା ଏବଂ ତାଙ୍କ ଭଉଣୀ କିଛି ବିବାଦୀୟ ଟ୍ୱିଟ୍‌ କରିଥିଲେ। କେବଳ କୃଷି ଆନ୍ଦୋଳନକୁ ନେଇ ନୁହେଁ ବଲିଉଡ ଉପରକୁ ମଧ୍ୟ ଜୋରଦାର ଟାର୍ଗେଟ କରିଥିଲେ କଙ୍ଗନା। ଏହାକୁ ନେଇ ବିବାଦ ବଢ଼ିଥିଲା। ପରେ କାଷ୍ଟିଂ ନିର୍ଦ୍ଦେଶକ ତଥା ଫିଟନେସ୍ ପ୍ରଶିକ୍ଷକ ମୁନାୱାର୍ ଅଲି ସୟଦ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡିଲଙ୍କ ବିରୋଧରେ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପରେ ବାନ୍ଦ୍ରା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ପୁଲିସ କଙ୍ଗନା ବିରୋଧରେ ମାମଲା ରୁଜୁ କରିଥିଲା।

ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରିବା ଏବଂ ସାମାଜିକ ଘୃଣା ସୃଷ୍ଟି କରିବା, କଳାକାରମାନଙ୍କୁ ଧାର୍ମିକ ଆଧାରରେ ବିଭକ୍ତ କରିବା ଅଭିଯୋଗରେ ୨୦୨୦ ଅକ୍ଟୋବର ୧୭ ରେ ମୁମ୍ବାଇ ପୁଲିସ ଏଫଆଇଆର ରୁଜୁ କରିଥିଲା। କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 153A, ଧାରା 295A ଏବଂ ଧାରା 124A ଅନୁଯାୟୀ ଏକ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

ଏହି ମାମଲାରେ ପୁଲିସ କଙ୍ଗନାକୁ ଅନେକ ଥର ତାଙ୍କ ବୟାନ ରେକର୍ଡ କରିବା ପାଇଁ ତାଙ୍କୁ ନୋଟିସ୍ କରିଥିଲା, କିନ୍ତୁ କଙ୍ଗନା ତାଙ୍କ ବୟାନ ରେକର୍ଡ କରିବାକୁ ପୁଲିସ ଷ୍ଟେସନ ପହଞ୍ଚି ନଥିଲେ। ତା’ପରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଅଭିନେତ୍ରୀ ବମ୍ବେ ହାଇକୋର୍ଟରେ ଏକ ଆଗୁଆ ଜାମିନ ଆବେଦନ କରିଥିଲେ। ବମ୍ବେ ହାଇକୋର୍ଟ ଉଭୟ ଅଭିନେତ୍ରୀ ଏବଂ ତାଙ୍କ ଭଉଣୀଙ୍କୁ ୨୦୨୧ ଜାନୁଆରୀ ୮ରେ ରେ ପୁଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story