କୁନ୍ଦ୍ରାଙ୍କୁ ହାଇକୋର୍ଟରୁ ଝଟ୍‌କା, ଆବେଦନ ଖାରଜ

ମୁମ୍ବାଇ: ବଢ଼ୁଛି ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ଦିନକୁ ଦିନ ଫୁଟିଛି ତାଙ୍କ କଳା କାରବାରର ଗୁମର। ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ଏବେ ବମ୍ବେ ହାଇକୋର୍ଟରୁ ଲାଗିଛି ଜୋରଦାର ଝଟ୍‌କା। ସୂଚନା ମୁତାବକ କ୍ରାଇମବ୍ରାଞ୍ଚ ଦ୍ୱାରା ନିଜ ଗିରଫଦାରୀକୁ ନେଇ ରାଜ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମୁମ୍ବାଇ ପୁଲିସ ତାଙ୍କୁ ସିଆର୍‌ପିସି ଧାରା ୪୧(ଏ)ରେ ସମନ କରିନାହିଁ। ବିନା ସମନରେ ତାଙ୍କୁ ଗିରଫ କରାଯାଇଛି ବୋଲି ରାଜ ତାଙ୍କ […]

Raj kundra

Raj kundra

Madhupriya Mistry
  • Published: Saturday, 07 August 2021
  • Updated: 07 August 2021, 04:31 PM IST

Sports

Latest News

ମୁମ୍ବାଇ: ବଢ଼ୁଛି ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ଦିନକୁ ଦିନ ଫୁଟିଛି ତାଙ୍କ କଳା କାରବାରର ଗୁମର। ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ଏବେ ବମ୍ବେ ହାଇକୋର୍ଟରୁ ଲାଗିଛି ଜୋରଦାର ଝଟ୍‌କା।

ସୂଚନା ମୁତାବକ କ୍ରାଇମବ୍ରାଞ୍ଚ ଦ୍ୱାରା ନିଜ ଗିରଫଦାରୀକୁ ନେଇ ରାଜ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମୁମ୍ବାଇ ପୁଲିସ ତାଙ୍କୁ ସିଆର୍‌ପିସି ଧାରା ୪୧(ଏ)ରେ ସମନ କରିନାହିଁ। ବିନା ସମନରେ ତାଙ୍କୁ ଗିରଫ କରାଯାଇଛି ବୋଲି ରାଜ ତାଙ୍କ ଆବେଦନରେ କହିଥିଲେ । ଏବେ କୁନ୍ଦ୍ରାଙ୍କ ଏହି ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଗତ ୧୯ ଜୁଳାଇରେ ଭିଆନ୍‌ ଇଣ୍ଡଷ୍ଟ୍ରିରେ ଚଢ଼ାଉ ବେଳେ ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରାଙ୍କୁ ଘଟଣାସ୍ଥଳରେ ହିଁ ଧାରା ୪୧(ଏ) ଜରିଆରେ ସମନ କରିଥିଲା। କିନ୍ତୁ ଏହି ସମନକୁ ରାଜ ଅସ୍ୱିକାର କରିଥିଲେ ଏଥିସହ ଏଥିରେ ଦସ୍ତଖତ କରିବାକୁ ମଧ୍ୟ ମନା କରିଦେଇଥିଲେ। ପରେ ପୁଲିସ ତାଙ୍କୁ ପର୍ଣ୍ଣଗ୍ରାଫି ମାମଲାରେ ଗିରଫ କରିଥିଲା।

ବର୍ତ୍ତମାନ ରାଜ ମୁମ୍ବାଇର ଏକ ଜେଲରେ ଅଛନ୍ତି। ନିକଟରେ ତାଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ଫେବ୍ରୁଆରୀ ମାସରେ ପ୍ରଥମେ ପର୍ଣ୍ଣଗ୍ରାଫି ମାମଲା ସାମ୍ନାକୁ ଆସିଥିଲା, ଜଣେ ପୀଡିତା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ତିଆରି କରି ତାକୁ ହଟ୍‌ସଟ୍‌ ଆପରେ ସେଆର କରୁଥିବା  ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story