ଚର୍ଚ୍ଚାରେ ଜୁନିଅର କଙ୍ଗନା, ଇମ୍ପ୍ରେସ୍ ହେଲେ ପଙ୍ଗା କୁଇନ୍‌

ମୁମ୍ବାଇ: ପୂରାପୁରି ଅବିକଳ ବଲିଉଡର କୁଇନ୍ କଙ୍ଗନାଙ୍କ ଭଳି ଠାଣି। ହସ ବି ସେହିଭଳି। ଅଭିନୟରେ ବି କିଛି କମ୍ ନୁହନ୍ତି ଜୁନିଅର କଙ୍ଗନା। କଙ୍ଗନା ରଣାୱତଙ୍କୁ କପି କରନ୍ତି ଏହି କୁନି କଙ୍ଗନା। ଏ ହେଉଛନ୍ତି କଙ୍ଗନାଙ୍କ ଜଣେ ଡାଏ ହାର୍ଡ ଫ୍ୟାନ୍। ସୋଶାଲ ମିଡିଆରେ ସେ ଜୁନିଅର କଙ୍ଗନାଙ୍କ ନାଁରେ ପରିଚିତ। ଇନ୍‌ଷ୍ଟାଗ୍ରାମରେ ଏହି ଛୋଟ ଝିଅର “ଛୋଟି କଙ୍ଗନା’ଙ୍କ ନାଁରେ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟ ଜରିଆରେ କଙ୍ଗନାଙ୍କୁ କପି କରି ସେ […]

Little-Kangana

Little-Kangana

Madhupriya Mistry
  • Published: Saturday, 10 July 2021
  • Updated: 10 July 2021, 04:11 PM IST

Sports

Latest News

ମୁମ୍ବାଇ: ପୂରାପୁରି ଅବିକଳ ବଲିଉଡର କୁଇନ୍ କଙ୍ଗନାଙ୍କ ଭଳି ଠାଣି। ହସ ବି ସେହିଭଳି। ଅଭିନୟରେ ବି କିଛି କମ୍ ନୁହନ୍ତି ଜୁନିଅର କଙ୍ଗନା। କଙ୍ଗନା ରଣାୱତଙ୍କୁ କପି କରନ୍ତି ଏହି କୁନି କଙ୍ଗନା।

ଏ ହେଉଛନ୍ତି କଙ୍ଗନାଙ୍କ ଜଣେ ଡାଏ ହାର୍ଡ ଫ୍ୟାନ୍। ସୋଶାଲ ମିଡିଆରେ ସେ ଜୁନିଅର କଙ୍ଗନାଙ୍କ ନାଁରେ ପରିଚିତ। ଇନ୍‌ଷ୍ଟାଗ୍ରାମରେ ଏହି ଛୋଟ ଝିଅର “ଛୋଟି କଙ୍ଗନା’ଙ୍କ ନାଁରେ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟ ଜରିଆରେ କଙ୍ଗନାଙ୍କୁ କପି କରି ସେ ଲଗାତର ଭିଡିଓ ସେଆର କରନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

[caption id="attachment_657857" align="aligncenter" width="647"]Little Kangana ଛୋଟ ଝିଅଟି କଙ୍ଗନାଙ୍କ ଲୁକ୍ ଏବଂ ତାଙ୍କ ଷ୍ଟାଇଲ୍‌କୁ ଫଲୋ କରେ।[/caption]

ଏହି ଛୋଟ ଝିଅଟି କଙ୍ଗନାଙ୍କ ଲୁକ୍ ଏବଂ ତାଙ୍କ ଷ୍ଟାଇଲ୍‌କୁ ଫଲୋ କରେ। କଙ୍ଗନାଙ୍କ କେଉଁ ଫିଲ୍ମର ଡାଏଲଗ୍ ହେଉ ଅବା ତାଙ୍କ ଗେଟ୍‌ଅପ୍ ପୂରାପୁରି ଅବିକଳ ରୂପେ ସେହି ରଙ୍ଗରେ ରଙ୍ଗେଇ ହୋଇଯାଏ ଏହି ଝିଅଟି।

ଏହି ଜୁନିଅର କଙ୍ଗନାକୁ ଦେଖି ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ବେଶ୍ ପ୍ରଭାବିତ ହୋଇଛନ୍ତି। ସେ ଜୁନିଅର୍ କଙ୍ଗନାଙ୍କ ଭିଡିଓ ଏବଂ ଫଟୋକୁ ସେଆର କରି ପଚାରିଛନ୍ତି ‘ ଓୟୋ ଛୋଟୁ ତୁ ପାଠ ପଢ଼ୁ ନା ଦିନ ସାରା ଏୟା କରୁ?’।

ସୂଚନା ମୁତାବକ କଙ୍ଗନା ରାଣାୱତ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଆଗାମୀ ସମୟରେ ତାଙ୍କୁ ଜୟଲଳିତାଙ୍କ ବାୟୋପିକ୍ ଥାଲାଇଭିରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକରେ ଏବଂ ଆକ୍ସନ୍ ଫିଲ୍ମ ଧାକାଡରେ ମଧ୍ୟ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story