IPLରେ ଏଣ୍ଟ୍ରି କରିବେ ରଣବୀର-ଦୀପିକା!

ମୁମ୍ବାଇ: କ୍ରିକେଟ ଦୁନିଆରେ ଏଣ୍ଟ୍ରି କରିବେ ବଲିଉଡର ବାଜିରାଓ ଓ ମସ୍ତାନୀ। ଫିଲ୍ମ ଦୁନିଆ ପରେ ଏବେ କ୍ରିକେଟ ଜଗତରେ ନିଜ ଦବ୍‌ଦବା ଜାହିର କରିବେ ଦୀପବିର। ଖୁବଶୀଘ୍ର ଆଇପିଏଲ୍‌ ଟିମ୍‌ କିଣିବେ ରଣବୀର-ଦୀପିକା। ଏନେଇ ସୂଚନା ମିଳିଛି। ଆଇପିଏଲର ଚଳିତ ସିଜିନ୍‌ ସରିଯାଇଛି। ଏହାକୁ  ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଜିତିଛି। କିନ୍ତୁ ବର୍ତ୍ତମାନ ଆଇପିଏଲ୍-୨୦୨୨ର ନୂଆ ସିଜିନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସଂସ୍କରଣରେ ୮ ପରିବର୍ତ୍ତେ ୧୦ଟି […]

Ranveer-deepika

Ranveer-deepika

Madhupriya Mistry
  • Published: Saturday, 23 October 2021
  • Updated: 23 October 2021, 02:01 PM IST

ମୁମ୍ବାଇ: କ୍ରିକେଟ ଦୁନିଆରେ ଏଣ୍ଟ୍ରି କରିବେ ବଲିଉଡର ବାଜିରାଓ ଓ ମସ୍ତାନୀ। ଫିଲ୍ମ ଦୁନିଆ ପରେ ଏବେ କ୍ରିକେଟ ଜଗତରେ ନିଜ ଦବ୍‌ଦବା ଜାହିର କରିବେ ଦୀପବିର। ଖୁବଶୀଘ୍ର ଆଇପିଏଲ୍‌ ଟିମ୍‌ କିଣିବେ ରଣବୀର-ଦୀପିକା। ଏନେଇ ସୂଚନା ମିଳିଛି।

ଆଇପିଏଲର ଚଳିତ ସିଜିନ୍‌ ସରିଯାଇଛି। ଏହାକୁ  ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଜିତିଛି। କିନ୍ତୁ ବର୍ତ୍ତମାନ ଆଇପିଏଲ୍-୨୦୨୨ର ନୂଆ ସିଜିନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସଂସ୍କରଣରେ ୮ ପରିବର୍ତ୍ତେ ୧୦ଟି ଦଳ ରହିବେ। ଏହି ଦୁଇଟି ନୂଆ ଦଳ ଚଳିତ ବର୍ଷ ଆଇପିଏଲରେ ଯୋଗଦେବେ ଏବଂ ଆସନ୍ତା ବର୍ଷ ଖେଳ ମଇଦାନକୁ ଓହ୍ଲାଇବେ। ଅନେକ ବଡ ବଡ ବ୍ୟବସାୟୀ ଏବଂ ସେଲେବ୍ରିଟି ଏହି ଦୁଇଟି ନୂଆ ଦଳର ମାଲିକ ହେବା ପାଇଁ ଲାଇନ ଲଗାଇଛନ୍ତି। କୁହାଯାଉଛି ଯେ ରଣବୀର ଏବଂ ଦୀପିକା ମଧ୍ୟ ଏହି ଦୁଇ ନୂଆ ଟିମ୍‌ ମଧ୍ୟରୁ ଗୋଟିଏ କିଣି ପାରନ୍ତି।

ବିସିସିଆଇ ନିକଟରେ ଦୁଇଟି ନୂଆ ଆଇପିଏଲ ଫ୍ରାଞ୍ଚାଇଜ୍ ଦଳ ଲାଗି ଟେଣ୍ଡର ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା, ଯେଉଁଥିରେ ଆଗ୍ରହୀ ଦଳ ଏବଂ ଦଳ କିଣିବା ପାଇଁ ସେମାନଙ୍କ ବିଡ୍ ବିଷୟରେ ସୂଚନା ମଗାଯାଇଥିଲା। ପ୍ରକାଶ ଯେ, ଦୀପିକା ଏବଂ ରଣବୀର ଏବେ ଏଥିପ୍ରତି ଆଗ୍ରହ ଦେଖାଇଛନ୍ତି।

ଇଣ୍ଡିଆ ଟୁଡେ ମୁତାବକ, ନୂଆ ଦଳର ଟେଣ୍ଡର ଅକ୍ଟୋବର ୨୫ରୁ ଆରମ୍ଭ ହେବ ଏବଂ ଦୁଇ ସର୍ବୋଚ୍ଚ ବିଡର ଦଳର ଅଧିକାର ପାଇବେ। ଜୁହି ଚାୱଲା ଏବଂ ଶାହାରୁଖ ଖାନଙ୍କ ପୂର୍ବରୁ ଆଇପିଏଲରେ 'କୋଲକାତା ନାଇଟ୍ ରାଇଡର୍ସ' ନାମକ ଏକ ଦଳ ଅଛି। ପ୍ରୀତି ଜିଣ୍ଟାଙ୍କର ମଧ୍ୟ ନିଜର ଏକ ଦଳ ଅଛି। ବର୍ତ୍ତମାନ ଏହି ସେଲେବ୍ରିଟିଙ୍କ ପରେ ଆଇପିଏଲ୍ ଦୁନିଆରେ ଦୀପିକା ଏବଂ ରଣବୀରଙ୍କ ପ୍ରବେଶ ହେବାକୁ ଯାଉଛି।

ରଣବୀର ଏବଂ ଦୀପିକାଙ୍କ ବ୍ୟତୀତ ଅନେକ ବଡ ବଡ ଷ୍ଟାରମନେ ଆଇପିଏଲ୍‌ର ଏହି ନୂଆ ଟିମ୍‌ ପାଇଁ ଆଗ୍ରହ ଦେଖାଇଛନ୍ତି। ଏଥିରେ ଗ୍ଲେଜର ପରିବାର, ଅରୋବିନ୍ଦ ଫାର୍ମ, ଟରେଣ୍ଟ ଫାର୍ମା, ଆର୍‌ପି ସଞ୍ଜୀବ ଗୋଏଙ୍କା ଗ୍ରୁପ, ଜିନ୍ଦଲ ଷ୍ଟିଲ, ରନି ସ୍କ୍ରୁୱାଲା, କୋଟାକ ଗ୍ରୁପ ଏବଂ ଆଦାନୀ ସମେତ ଅନେକ ବଡ ବଡ ବିଜ୍‌ନେସ ଗ୍ରୁପ ରହିଛନ୍ତି।

https://twitter.com/DineshKarthik/status/1451413718776958980?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story