କଙ୍ଗନାଙ୍କୁ ସମର୍ଥନ କଲେନି, ବିଏମ୍‌ସିକୁ ସମାଲୋଚନା କଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ଚର୍ଚ୍ଚାରେ ରହିଛି। କିଛି ଦିନ ତଳେ ସେ ମୁମ୍ବାଇକୁ ନେଇ ଦେଇଥିବା ମନ୍ତବ୍ୟକୁ ମହାରାଷ୍ଟ୍ରରେ କେବଳ ଶାସକ ଦଳ ନୁହେଁ, ଆହୁରି ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର ସହିତ ତୁଳନା କରିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ସମର୍ଥନ କରି ନାହାନ୍ତି ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା। ସେହିପରି କଙ୍ଗନାଙ୍କ ଅଫିସ୍ ଭଙ୍ଗାଯିବା ଘଟଣାକୁ ବି ସେ ନାପସନ୍ଦ […]

kangan

kangan

Jitendra Garnayak
  • Published: Wednesday, 09 September 2020
  • Updated: 09 September 2020, 03:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ଚର୍ଚ୍ଚାରେ ରହିଛି। କିଛି ଦିନ ତଳେ ସେ ମୁମ୍ବାଇକୁ ନେଇ ଦେଇଥିବା ମନ୍ତବ୍ୟକୁ ମହାରାଷ୍ଟ୍ରରେ କେବଳ ଶାସକ ଦଳ ନୁହେଁ, ଆହୁରି ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର ସହିତ ତୁଳନା କରିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ସମର୍ଥନ କରି ନାହାନ୍ତି ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା। ସେହିପରି କଙ୍ଗନାଙ୍କ ଅଫିସ୍ ଭଙ୍ଗାଯିବା ଘଟଣାକୁ ବି ସେ ନାପସନ୍ଦ କରିଛନ୍ତି।

ଆଜି ଦିଆ ଟ୍ୱିଟ୍ କରି କହିଛନ୍ତି- କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ କାଶ୍ମୀର କହିବା ଗ୍ରହଣୀୟ ନୁହେଁ। କିନ୍ତୁ ଏଥିରେ ବି ସନ୍ଦେହ ନାହିଁ ଯେ ବିଏମ୍‌ସି ହଠାତ୍ ତାଙ୍କ ଅଫିସ୍ ଭାଙ୍ଗିବା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ କାହିଁକି? ଏପରି କାହିଁକି? ଯଦି ଅନିୟମିତତା ହୋଇଥିଲା, ତା’ହେଲେ ଆଗରୁ କ’ଣ କରିଥିଲ?

ଅନ୍ୟ ଏକ ଟ୍ୱିଟ୍ କରି ଦିଆ ଲେଖିଛନ୍ତି- ଗତ କିଛି ମାସରେ କଙ୍ଗନା କହିଥିବା ଅନେକ କଥା ସହିତ ମୁଁ ସହମତ ନୁହେଁ। ଯେମିତି କି ଲୋକଙ୍କ ଉପରେ ବ୍ୟକ୍ତିଗତ ଭାବେ ଆକ୍ରମଣ କରିବା ଓ ସେମାନଙ୍କୁ ନିନ୍ଦା କରିବା। ସେହିପରି ତାଙ୍କୁ ବି ବ୍ୟକ୍ତିଗତ ଭାବେ ଆକ୍ରମଣ କରାଯିବା କଥାକୁ ମୁଁ ଗ୍ରହଣ କରିପାରୁ ନାହିଁ।

ସୂଚନାଯୋଗ୍ୟ, କଙ୍ଗନାଙ୍କ ଅଫିସ୍‌ ଅନେକ ବେଆଇନ ନିର୍ମାଣ ହୋଇଥିବା ଦର୍ଶାଇ ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ) ପକ୍ଷରୁ ଆଜି ଏହାର କିଛି ଅଂଶକୁ ଭାଙ୍ଗି ଦିଆଯାଇଛି। ତେବେ ଏହା ପରେ ବମ୍ବେ ହାଇକୋର୍ଟ ତାଙ୍କ ଅଫିସ୍ ଭଙ୍ଗା କାର୍ଯ୍ୟ ଉପରେ ରହିତାଦେଶ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story