ବିଦାୟ ନେଲେ ଦିଲ୍ଲୀପ, ସାଏରାଙ୍କ ଆଖିରେ ଲୁହ

ମୁମ୍ବାଇ: ବିଦାୟ ନେଲେ ହିନ୍ଦୀ ସିନେମା ଜଗତର ଟ୍ରାଜେଡି କିଙ୍ଗ । ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇ ଜୁହୁ କବରସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଛି । ମୁସ୍‌ଲିମ୍ ରିତିନୀତି ଅନୁଯାୟୀ ତାଙ୍କୁ କବର ଦିଆଯାଇଛି । ମୁମ୍ବାଇ ପୁଲିସ ପକ୍ଷରୁ ରାଜକୀୟ ସମ୍ମାନ ସହ ଦିଲ୍ଲୀପଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ସେପଟେ ତାଙ୍କ ସ୍ତ୍ରୀ ସାଏରା ବାନୋ ଲୁହ ଭରା ଆଖିରେ ବିଦାୟ ଦେଇଛନ୍ତି । ସର୍ବଦା ସ୍ୱାମୀ ଦିଲ୍ଲୀପଙ୍କ ପାଖେ ପାଖେ ଛାଇ ଭଳି ରହୁଥିବା […]

Dillip (2)

Dillip (2)

Madhupriya Mistry
  • Published: Wednesday, 07 July 2021
  • Updated: 07 July 2021, 05:41 PM IST

ମୁମ୍ବାଇ: ବିଦାୟ ନେଲେ ହିନ୍ଦୀ ସିନେମା ଜଗତର ଟ୍ରାଜେଡି କିଙ୍ଗ । ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇ ଜୁହୁ କବରସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଛି । ମୁସ୍‌ଲିମ୍ ରିତିନୀତି ଅନୁଯାୟୀ ତାଙ୍କୁ କବର ଦିଆଯାଇଛି । ମୁମ୍ବାଇ ପୁଲିସ ପକ୍ଷରୁ ରାଜକୀୟ ସମ୍ମାନ ସହ ଦିଲ୍ଲୀପଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି ।

ସେପଟେ ତାଙ୍କ ସ୍ତ୍ରୀ ସାଏରା ବାନୋ ଲୁହ ଭରା ଆଖିରେ ବିଦାୟ ଦେଇଛନ୍ତି । ସର୍ବଦା ସ୍ୱାମୀ ଦିଲ୍ଲୀପଙ୍କ ପାଖେ ପାଖେ ଛାଇ ଭଳି ରହୁଥିବା ସାଏରା ଏକଦା ଭାଙ୍ଗି ପଡିଛନ୍ତି। ଦିଲ୍ଲୀପ ତାଙ୍କୁ ପରିଣତ ବୟସରେ ଏକାକରି ଛାଡି ଚାଲିଯାଇଛନ୍ତି।

https://twitter.com/ANI/status/1412713827427184642?s=20

ସେପଟେ ଦିଲ୍ଲୀପଙ୍କ ଶେଷ ଦର୍ଶନ ପାଇଁ କବରସ୍ତାନରେ ବିଗ୍ ବି୍ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ପହଞ୍ଚିଥିଲେ। ଦିଲ୍ଲୀପଙ୍କୁ ବିଗ୍ ବି ଅନ୍ତିମ ବିଦାୟ ଦେଇଛନ୍ତି।amitabh

ଅଭିନେତା ଦିଲ୍ଲୀପଙ୍କ ଦେହାନ୍ତରେ ସାରା ଦୁନିଆରେ ଶୋକର ଲହରୀ ଖେଳିଯାଇଛି । ଅନେକ ସେଲିବ୍ରିଟି ଏବଂ ରାଜନୈତିକ ବ୍ୟକ୍ତି ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ଯାଇଥିଲେ । କେବଳ ଏତିକି ନୁହେଁ ଦିଲ୍ଲୀପ ସାହାବଙ୍କ ଝଲକ ପାଇବା ପାଇଁ ଅନେକ ପ୍ରଶଂସକ ତାଙ୍କ ଘର ବାହାରେ ଏକାଠି ହୋଇଥିଲେ । ତାଙ୍କର ଶେଷ ଗସ୍ତକୁ ସ୍ମରଣୀୟ କରିବା ପାଇଁ ସିଏମ୍ ଉଦ୍ଧବ ଠାକରେ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହା ପୂର୍ବରୁ ସୂଚନା ଦିଆଯାଇଥିଲା ଯେ ‘ଦିଲ୍ଲୀପ କୁମାରଙ୍କ ଶେଷ ଯାତ୍ରା ସମ୍ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ ହେବ। ଏଥି ସହିତ, ସାମ୍ନାକୁ ଆସିଥିବା ଅନ୍ତିମ ଯାତ୍ରାର ଫଟୋରେ ଦିଲୀପ କୁମାରଙ୍କ ପାର୍ଥିବ ଶରୀର ତ୍ରିରଙ୍ଗାରେ ଗୁଡାଇ ହୋଇଥିବା ଦେଖିବାକୁ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story