ଇଡି ଅଫିସରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ

ହାଇଦ୍ରାବାଦ: ଇଡି ଅଫିସରେ ପହଞ୍ଚିଲେ ପୁରୀ ଜଗନ୍ନାଥ। ଡ୍ରଗ୍ସ ମାମଲାରେ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା। ଏହି କ୍ରମରେ ଆଜି ନିର୍ଦ୍ଦେଶକ ହାଇଦ୍ରାବାଦ ସ୍ଥିତି ଇଡି ଅଫିସରେ ପହଞ୍ଚିଛନ୍ତି। ଗତ ସପ୍ତାହରେ ୪ ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ଇଡି ତାଙ୍କୁ ପଚରାଉଚରା କରିବା ପାଇଁ ନୋଟିସ ଜାରି କରିଥିଲା। ଆଜି ହାଜର ହେବା ପାଇଁ ତାଙ୍କୁ ଡାକରା ହୋଇଥିଲା। ପୁରୀ ଜଗନ୍ନାଥ ପହଞ୍ଚିବା ପରେ ତାଙ୍କୁ ଇଡିର […]

Puri Jagannath

Puri Jagannath

Madhupriya Mistry
  • Published: Tuesday, 31 August 2021
  • Updated: 31 August 2021, 11:40 AM IST

Sports

Latest News

ହାଇଦ୍ରାବାଦ: ଇଡି ଅଫିସରେ ପହଞ୍ଚିଲେ ପୁରୀ ଜଗନ୍ନାଥ। ଡ୍ରଗ୍ସ ମାମଲାରେ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା। ଏହି କ୍ରମରେ ଆଜି ନିର୍ଦ୍ଦେଶକ ହାଇଦ୍ରାବାଦ ସ୍ଥିତି ଇଡି ଅଫିସରେ ପହଞ୍ଚିଛନ୍ତି।

ଗତ ସପ୍ତାହରେ ୪ ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ଇଡି ତାଙ୍କୁ ପଚରାଉଚରା କରିବା ପାଇଁ ନୋଟିସ ଜାରି କରିଥିଲା। ଆଜି ହାଜର ହେବା ପାଇଁ ତାଙ୍କୁ ଡାକରା ହୋଇଥିଲା। ପୁରୀ ଜଗନ୍ନାଥ ପହଞ୍ଚିବା ପରେ ତାଙ୍କୁ ଇଡିର ଅଧିକାରୀମାନେ ପଚରାଉଚରା ଜାରି ରଖିଛନ୍ତି।

ସୂଚନା ମୁତାବକ, ଏଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିର ୧୨ ଜଣ ସଦସ୍ୟଙ୍କୁ ଡ୍ରଗ୍ସ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିସାରିଲାଣି। ଏଥିରେ ଅନେକ ଅଭିନେତା ତଥା ଅଭିନେତ୍ରୀ ନାଁ ମଧ୍ୟ ସାମିଲ ଅଛି। ନିକଟରେ ରାକୁଲ ପ୍ରିତ ସିଂହ, ଅଭିନେତା ରାଣା ଦଗୁବତୀ, ରବି ତେଜା ଏବଂ ପୁରୀ ଜଗନ୍ନାଥଙ୍କୁ ଏକାସହ ଇଡି ସମନ ପଠାଇଥିଲା।

ଏହାପୂର୍ବରୁ ୪ ବର୍ଷ ପୂର୍ବେ ମଧ୍ୟ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ଏହି ମାମଲାରେ ପଚରାଉଚରା ହୋଇସାରିଛି। ସେତେବେଳେ ସେ ହାଇଦ୍ରାବାଦରେ ଡ୍ରଗ୍ସ ରାକେଟ ମାମଲାରେ ତଦନ୍ତ କରୁଥିବା ଏସ୍‌ଆଇଟି ନିକଟରେ ହାଜର ହୋଇଥିଲେ। ନିର୍ଦ୍ଦେଶକଙ୍କ ବ୍ୟତୀତ ସେହି ସମୟରେ ଅନେକ ସେଲିବ୍ରେଟି ମଧ୍ୟ ଜେରାର ସମ୍ମୁଖୀନ ହୋଇଥିଲେ। ତେବେ ସେତେବେଳେ ଜଗନ୍ନାଥଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ରେ ତେଲେଙ୍ଗାନା ଅବକାରୀ ବିଭାଗ ଏକ ବାର୍‌ ଉପରେ ଚଢ଼ାଉ କରି ୩୦ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିଥିଲା। ଏହି ଘଟଣାରେ ୧୧ ପୃଷ୍ଠାର ଚାର୍ଜ ସିଟ୍‌ ଦାଖଲ କରାଯାଇଥିଲା।

https://twitter.com/ANI/status/1432566627124482054?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story