ଇଡି ଜାଲରେ ଫସିଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ଇଡି ଜାଲରେ ଫସିଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ତିଜ। ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଘେରିଛି। ଦିଲ୍ଲୀରେ ତାଙ୍କୁ ପ୍ରାୟ ୫ ଘଣ୍ଟା ହେଲା ପଚରାଉଚରା କରୁଛି ଇଡି। ତେବେ ମନି ଲଣ୍ଡ୍ରିଂର ଏହି ମାମଲା କାହାସହ ଜଡିତ ରହିଛି, ସେ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ। ଜ୍ୟାକଲିନ୍‌ଙ୍କ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତ୍ରୀ ୟାମି ଗୌତମଙ୍କୁ ମଧ୍ୟ ମନି ଲଣ୍ଡ୍ରିଂର ମାମଲାରେ ଜୁଲାଇ ୭ରେ ପଚରାଉଚରା କରିଥିଲା। ନିକଟରେ ଫିଲ୍ମମେକର […]

jacqueline-fernandez

jacqueline-fernandez

Madhupriya Mistry
  • Published: Monday, 30 August 2021
  • Updated: 30 August 2021, 06:00 PM IST

Sports

Latest News

ମୁମ୍ବାଇ: ଇଡି ଜାଲରେ ଫସିଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ତିଜ। ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଘେରିଛି। ଦିଲ୍ଲୀରେ ତାଙ୍କୁ ପ୍ରାୟ ୫ ଘଣ୍ଟା ହେଲା ପଚରାଉଚରା କରୁଛି ଇଡି। ତେବେ ମନି ଲଣ୍ଡ୍ରିଂର ଏହି ମାମଲା କାହାସହ ଜଡିତ ରହିଛି, ସେ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ।

ଜ୍ୟାକଲିନ୍‌ଙ୍କ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତ୍ରୀ ୟାମି ଗୌତମଙ୍କୁ ମଧ୍ୟ ମନି ଲଣ୍ଡ୍ରିଂର ମାମଲାରେ ଜୁଲାଇ ୭ରେ ପଚରାଉଚରା କରିଥିଲା। ନିକଟରେ ଫିଲ୍ମମେକର ଆଦିତ୍ୟ ଧରଙ୍କ ସହ ବିବାହ କରିଥିବା ୟାମିଙ୍କ ନାଁରେ ଫେମା ଆଇନ୍‌କୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ମୁତାବକ ଆଜି ସକାଳେ ଇଡି ମହାରାଷ୍ଟ୍ରର ୯ଟି ସ୍ଥାନରେ ରେଡ୍‌ କରିଥିଲା। ଶିବସେନା ସାଂସଦ ଭାବନା ଗ୍ୱାଲି ପଟେଲ ଘର ଅଫିସ ସମେତ ୬ରୁ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି। ଏଥିସହ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାମଲାରେ ଇଡି ଅନେକ ସ୍ଥାନରେ ରେଡ୍‌ କରିଥିଲା।

ସୂଚନା ମୁତାବକ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଶ୍ରୀଲଙ୍କାର କଲମ୍ବୋରୁ ଆସିଛନ୍ତି। ସେ ଶ୍ରୀଲଙ୍କାରୁ ଭାରତ ଆସି ବଲିଉଡରେ ଏକ ବଡ଼ ପରିଚୟ ସୃଷ୍ଟି କରିଛନ୍ତି। ବଲିଉଡର ବଡ ବଡ଼ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କ ନାଁ ଗଣାଯାଏ । ହିନ୍ଦୀ ସିନେମାରେ ସେ ସଲମାନ ଖାନଙ୍କ ସହ 'କିକ୍', ଜନ୍ ଅବ୍ରହାମ ଏବଂ ବରୁଣ ଧାୱନଙ୍କ ସହିତ 'ଢ଼ିସୁମ୍, ଅକ୍ଷୟ କୁମାର ଏବଂ ସିଦ୍ଧାର୍ଥ ମଲହୋତ୍ରା ଅଭିନୀତ 'ଭାଇ' ଏବଂ ଅମିତାଭ ବଚ୍ଚନ ଓ ରିତେଶ ଦେଶମୁଖ ଅଭିନୀତ 'ଆଲାଦ୍ଦିନ' ସମେତ ଅନେକ ବଡ଼ ବଡ଼ ଫିଲ୍ମରେ ଅଭିନୟ କରିଛନ୍ତି ଜ୍ୟାକ୍‌ଲିନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story