ଦୁଇଟି ଡୋଜ୍‌ ନେଇ ମଧ୍ୟ ଫରା ଖାନ କରୋନା‌ରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ନିର୍ମାତା ତଥା କୋରିୟଗ୍ରାଫର ଫରା ଖାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ଫରା ନିଜେ ଇନଷ୍ଟାଗ୍ରାମରେ ପୂରା ଦେଶକୁ ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ। ତଥାପି ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଟିକାର ଦୁଇଟି ଯାକ ଡୋଜ୍ ନେବା ପରେ ସେ ନିଜର କାମ ଆରମ୍ଭ କରିଥିଲେ। ତାଙ୍କ ସହ କାମ କରୁଥିବା ସମସ୍ତ […]

Farah

Farah

Hemant Lenka
  • Published: Wednesday, 01 September 2021
  • Updated: 01 September 2021, 08:25 PM IST

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ନିର୍ମାତା ତଥା କୋରିୟଗ୍ରାଫର ଫରା ଖାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ଫରା ନିଜେ ଇନଷ୍ଟାଗ୍ରାମରେ ପୂରା ଦେଶକୁ ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ। ତଥାପି ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଟିକାର ଦୁଇଟି ଯାକ ଡୋଜ୍ ନେବା ପରେ ସେ ନିଜର କାମ ଆରମ୍ଭ କରିଥିଲେ। ତାଙ୍କ ସହ କାମ କରୁଥିବା ସମସ୍ତ ସଦସ୍ୟ ମଧ୍ୟ ଟିକାର ଦୁଇଟି ଲେଖାଏ ଡୋଜ୍‌ ନେଇଥିଲେ।

ସେ କହିଛନ୍ତି, “ମୁଁ ଭାବୁଛି କଳା ଟୀକା ଲଗାଇ ନଥିବାରୁ ବୋଧେ ମୋ ସହ ଏମିତି ଘଟିଲା। ମୁଁ ନିଜେ ଟିକାର ଦୁଇଟି ଯାକ ଡୋଜ୍ ନେବା ସହ ଟିକାର ଡବଲ ଡୋଜ୍ ନେଇଥିବା ଅଧିକାଂଶ ଲୋକଙ୍କ ସହ କାମ କରୁଥିଲି। ତଥାପି ମୋ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ମୁଁ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ନିଜ ନିଜର ଟେଷ୍ଟ କରାଇ ନେବାକୁ ପୂର୍ବରୁ ହିଁ କହିସାରିଛି। ଯଦି ବି ମୁଁ କାହାକୁ କହିବାକୁ ଭୁଲି ଯାଇଛି, ତା’ହେଲେ ସେମାନେ ନିଜ ତରଫରୁ ଟେଷ୍ଟ କରାଇ ନିଅନ୍ତୁ। ଆଶା ଖୁବଶୀଘ୍ର ସୁସ୍ଥ ହୋଇଯିବି।”

3pj7jvsoବର୍ତ୍ତମାନ ଫରା ଗୋଟିଏ ଘରୋଇ ଟିଭି ଚ୍ୟାନେଲର କମେଡି ଶୋ’ରେ ଜଜ୍‌ ଭୂମିକାରେ କାମ କରୁଥିଲେ। ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମିକା ସିଂହ ତାଙ୍କ ସ୍ଥାନରେ ଅସ୍ଥାୟୀ ଭାବେ ଜଜ୍‌ ଭୂମିକାରେ କାମ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story