ଅଭିନେତା ସୁରିୟା ଓ ଜୟ ଭୀମ ନିର୍ଦ୍ଦେଶକଙ୍କ ନାଁରେ ଏଫଆଇଆର ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ଅଭିନେତା ସୁରିୟା, ତାଙ୍କ ପତ୍ନୀ ଜ୍ୟୋତିକା ଓ ଜୟ ଭୀମ ଫିଲ୍ମର ନିର୍ଦ୍ଦେଶକ ଟିଜେ ଜ୍ଞାନବେଲଙ୍କ ଅଡ଼ୁଆ ବଢ଼ିଛି। ଏମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଜି ସାଇଡାପେଟ କୋର୍ଟ ଚେନ୍ନାଇ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଜୟ ଭୀମ ସିନେମାରେ ଭାନ୍ନିୟାର ସଂପ୍ରଦାୟର ଲୋକଙ୍କୁ ଅତ୍ୟନ୍ତ ଅରୁଚିକର ଭାବେ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ରୁଦ୍ର ଭାନ୍ନିୟାର ସେନା ପକ୍ଷରୁ ପୂରା ଫିଲ୍ମ ୟୁନିଟ୍‌ ବିରୋଧରେ ଆବେଦନ କରାଯାଇଥିଲା। ଜୟ ଭୀମ ରିଲିଜ୍‌ ହେବା […]

jay-Bhim

jay-Bhim

Hemant Lenka
  • Published: Thursday, 05 May 2022
  • Updated: 05 May 2022, 04:06 PM IST

Sports

Latest News

ମୁମ୍ବାଇ: ଅଭିନେତା ସୁରିୟା, ତାଙ୍କ ପତ୍ନୀ ଜ୍ୟୋତିକା ଓ ଜୟ ଭୀମ ଫିଲ୍ମର ନିର୍ଦ୍ଦେଶକ ଟିଜେ ଜ୍ଞାନବେଲଙ୍କ ଅଡ଼ୁଆ ବଢ଼ିଛି। ଏମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଜି ସାଇଡାପେଟ କୋର୍ଟ ଚେନ୍ନାଇ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଜୟ ଭୀମ ସିନେମାରେ ଭାନ୍ନିୟାର ସଂପ୍ରଦାୟର ଲୋକଙ୍କୁ ଅତ୍ୟନ୍ତ ଅରୁଚିକର ଭାବେ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ରୁଦ୍ର ଭାନ୍ନିୟାର ସେନା ପକ୍ଷରୁ ପୂରା ଫିଲ୍ମ ୟୁନିଟ୍‌ ବିରୋଧରେ ଆବେଦନ କରାଯାଇଥିଲା।

ଜୟ ଭୀମ ରିଲିଜ୍‌ ହେବା ସମୟରେ ମଧ୍ୟ ଭାନ୍ନିୟାର ସଂପ୍ରଦାୟର ଲୋକମାନେ ଏହାକୁ ବ୍ୟାନ କରିବାକୁ ଦାବି କରିଥିଲେ। ଭାନ୍ନିୟାର ସଙ୍ଗମ ଫିଲ୍ମ ନିର୍ମାତା ଓ ଏହ ସହ ଜଡ଼ିତ ଲୋକମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ସିନେମାରେ ଥିବା ଆପତ୍ତିଜନକ ଦୃଶ୍ୟକୁ ମଧ୍ୟ ଡିଲିଟ କରିବାକୁ ସେମାନେ କହିଥିଲେ। ଏହାବାଦ ସେମାନେ କ୍ଷତିପୂରଣ ସ୍ୱରୂପ ୫ କୋଟି ଟଙ୍କା ଓ ଜୟ ଭୀମ ଟିମ୍‌ ପକ୍ଷରୁ ନିସର୍ତ୍ତ କ୍ଷମା ଦାବି କରିଥିଲେ।

ଏସବୁ ବିବାଦ ସତ୍ତ୍ୱେ ନଭେମ୍ବର ୨ ତାରିଖରେ ସୁରିୟାଙ୍କ ଅଭିନୀତ ଜୟ ଭୀମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇଥିଲା। ଚାରିଆଡ଼େ ଏହାକୁ ପ୍ରଶଂସା କରାଯାଇଥିଲା। ଏପରି କି ଫିଲ୍ମଟିକୁ ଓସ୍କାର ପାଇଁ ମଧ୍ୟ ପଠାଯାଇଥିଲା।

ଆଦିବାସୀଙ୍କ ହକ୍କ ଓ ହାଜତ ମୃତ୍ୟୁ ଘଟଣା ଉପରେ ଫିଲ୍ମଟି ଗତିଶୀଳ। ଫିଲ୍ମଟି ତାମିଲ ସମେତ ହିନ୍ଦୀ ଓ ଅନ୍ୟାନ୍ୟ ଭାଷାରେ ରିଲିଜ୍‌ ହୋଇଥିଲା। ତେବେ ସିନେମାରେ ହିନ୍ଦୀ କହୁଥିବା ଜଣେ ବ୍ୟକ୍ତିଙ୍କୁ ଅଭିନେତା ପ୍ରକାଶ ରାଜ ଚାପୁଡ଼ା ମାରିବା ଘଟଣାକୁ ନେଇ ମଧ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିବାଦ ଦେଖାଯାଇଥିଲା।

ଭାନ୍ନିୟାର ସଂପ୍ରଦାୟର କହିବା କଥା ଯେ ସିନେମାରେ ତାଙ୍କ ସଂପ୍ରଦାୟର ଛବିକୁ ମଳିନ କରାଯାଇଛି। ଏଥିସହ ସେମାନେ ସୁରିୟା, ତାଙ୍କ ପତ୍ନୀ ଜ୍ୟୋତିକା ଓ ନିର୍ଦ୍ଦେଶକ ଜ୍ଞାନବେନଙ୍କୁ ଲିଗାଲ ନୋଟିସ ପଠାଇଥିଲେ। କିନ୍ତୁ ସେମାନେ ଏହାର ଜବାବ ନ ଦେବାକୁ ଶେଷରେ ଭାନ୍ନିୟାର ସଂପ୍ରଦାୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story