ଅଲଗା ହେବା ପରେ ଭିଡିଓ ସେଆର କଲେ ଆମୀର-କିରଣ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍ ଓ ତାଙ୍କ ପତ୍ନୀ କିରଣ ରାଓ ଅଲଗା ହୋଇଛନ୍ତି। ୧୫ ବର୍ଷର ସମ୍ପର୍କରେ ପକାଇଛନ୍ତି ପୂର୍ଣ୍ଣଛେଦ। ଗତକାଲି ଏନେଇ ଉଭୟ ଆମୀର ଓ କିରଣ ଘୋଷଣା କରିଥିଲେ। ଏହାପରେ ତାଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଲଗା ହେବାପରେ ଏବେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି ଆମୀର ଓ କିରଣ। ଉଭୟ ଏକାଠି ହୋଇ ସୋଶାଲ ମିଡିଆରେ ଏକ ଭିଡିଓ ସେଆର କରିଛନ୍ତି। ଏହି […]

Aamir-khan-Kiran-rao

Aamir-khan-Kiran-rao

Madhupriya Mistry
  • Published: Sunday, 04 July 2021
  • Updated: 04 July 2021, 04:14 PM IST

Sports

Latest News

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍ ଓ ତାଙ୍କ ପତ୍ନୀ କିରଣ ରାଓ ଅଲଗା ହୋଇଛନ୍ତି। ୧୫ ବର୍ଷର ସମ୍ପର୍କରେ ପକାଇଛନ୍ତି ପୂର୍ଣ୍ଣଛେଦ। ଗତକାଲି ଏନେଇ ଉଭୟ ଆମୀର ଓ କିରଣ ଘୋଷଣା କରିଥିଲେ। ଏହାପରେ ତାଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଲଗା ହେବାପରେ ଏବେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି ଆମୀର ଓ କିରଣ। ଉଭୟ ଏକାଠି ହୋଇ ସୋଶାଲ ମିଡିଆରେ ଏକ ଭିଡିଓ ସେଆର କରିଛନ୍ତି। ଏହି ଭିଡିଓରେ ଆମୀର କହିଛନ୍ତି, ଆମେ ଅଲଗା ହେଲେ ବି ଗୋଟିଏ ପରିବାର। ଆମ ସମ୍ୱନ୍ଧ ସିନା ପରିବର୍ତ୍ତନ ହୋଇଛି ସତ କିନ୍ତୁ ଆମେ ଦୁହେଁ ଦୁହିଁଙ୍କ ପାଇଁ ସର୍ବଦା ରହିବୁ। ସେଥିପାଇଁ ଆପଣମାନେ କେବେ ଭାବନ୍ତୁନି କି ଆମେ ଅଲଗା ଅଛୁ।

କିରଣ କହିଛନ୍ତି, ଆମେ ଦୁହେଁ ଏକାଠି ହୋଇ ପୁଅ ଆଜାଦର ଦେଖାଶୁଣା କରିବୁ। ଆମେ ସବୁବେଳେ ପରିବାର ଭଳି ରହିବୁ। ଆପଣମାନେ ଆମ ପାଇଁ ପ୍ରାର୍ଥନା କରନ୍ତୁ ଆମେ କିପରି ଖୁସିରେ ରହୁ। କେବଳ ଏତିକି ଆମେ ଆପଣମାନଙ୍କୁ କହିବାକୁ ଚାହୁଁଥିଲୁ।

ସୂଚନା ମୁତାବକ ଗତକାଲି ଉଭୟ ନିଜର ବିଛେଦ ହେବା ନେଇ ଗଣମାଧ୍ୟମକୁ ଜଣାଇଥିଲେ। ୧୫ ବର୍ଷ ବୈବାହିକ ଜୀବନରେ ଫୁଲ୍‌ଷ୍ଟପ୍ ଲଗାଇଥିଲେ। ଆମିର ଓ କିରଣଙ୍କ ଏହି ନିଷ୍ପତ୍ତି ଶୁଣିବା ପରେ ଫ୍ୟାନ୍ସ ମହଲରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

https://twitter.com/thakur_shivangi/status/1411574191992623106?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story