ଆତ୍ମହତ୍ୟା ଉଦ୍ୟମ କଲେ ମିଷ୍ଟର୍ ଇଣ୍ଡିଆ ବିଜେତା, ଅବସ୍ଥା ଗୁରୁତର

ମୁମ୍ବାଇ: ପୂର୍ବତନ ମିଷ୍ଟର୍ ଇଣ୍ଡିଆ ବଡି ବିଲ୍ଡର ମନୋଜ ପାଟିଲ ମୁମ୍ବାଇରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗତ ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା ପ୍ରୟାସ କରିଛନ୍ତି। ହେଲେ ତାଙ୍କୁ ତୁରନ୍ତ କୁପର ହସ୍ପିଟାଲ୍ ନିଆଯାଇଥିଲା। ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମନୋଜ ଏକ ସୁସାଇଡ୍ ନୋଟ୍ ଲେଖିଛନ୍ତି, ଯେଉଁଥିରେ ସେ ଅଭିନେତା ସାହିଲ୍ ଖାନଙ୍କ ବିରୋଧରେ ସାଇବର୍ ବୁଲିଂ ଓ ମାନସିକ ଭାବେ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି। ମନୋଜ ପାଟିଏ […]

manoj-patil

manoj-patil

Ranjit Kumar Jena
  • Published: Thursday, 16 September 2021
  • Updated: 16 September 2021, 12:35 PM IST

Sports

Latest News

ମୁମ୍ବାଇ: ପୂର୍ବତନ ମିଷ୍ଟର୍ ଇଣ୍ଡିଆ ବଡି ବିଲ୍ଡର ମନୋଜ ପାଟିଲ ମୁମ୍ବାଇରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗତ ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା ପ୍ରୟାସ କରିଛନ୍ତି। ହେଲେ ତାଙ୍କୁ ତୁରନ୍ତ କୁପର ହସ୍ପିଟାଲ୍ ନିଆଯାଇଥିଲା। ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମନୋଜ ଏକ ସୁସାଇଡ୍ ନୋଟ୍ ଲେଖିଛନ୍ତି, ଯେଉଁଥିରେ ସେ ଅଭିନେତା ସାହିଲ୍ ଖାନଙ୍କ ବିରୋଧରେ ସାଇବର୍ ବୁଲିଂ ଓ ମାନସିକ ଭାବେ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି।

ମନୋଜ ପାଟିଏ ଏକ ଲମ୍ବା ସୁସାଇଡ୍ ନୋଟ୍ ଲେଖିଛନ୍ତି। ଏହାସହ ସେ ସୋଶାଲ ମିଡିଆରେ ଏକ ଅଡିଓ ପୋଷ୍ଟ କରିଛନ୍ତି, ଯାହା ଭାଇରାଲ୍ ହୋଇଛି। ମନୋଜ ପାଟିଲ ଅଭିନେତା ସାହିଲ୍ ଖାନଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ସେ ଗତ କିଛି ଦିନ ଧରି ହଇରାଣ କରୁଛନ୍ତି। ଏହି କାରଣରୁ ମନୋଜ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିବା କହିଛନ୍ତି।

ମିଷ୍ଟର୍ ଇଣ୍ଡିଆ ମନୋଜ ୨୦୧୬ରେ ମିଷ୍ଟର୍ ଅଲିମ୍ପିଆ ପାଇଁ ପ୍ରୟାସ କରୁଥିଲେ। ସାହିଲ୍ ଖାନ୍ ମଧ୍ୟ ସେହି ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରୟାସ କରୁଥିଲେ। ହେଲେ ମନୋଜ କିପରି ଏହି ପ୍ରତିଯୋଗିତାରେ ଭାଗ ନନେଇ ପାରିବେ, ସେଥିପାଇଁ ସାହିର୍ ପୂରା ଜୋର୍ ଲଗାଇଥିବା ମିଷ୍ଟର୍ ଇଣ୍ଡିଆ ବଡି ବିଲ୍ଡର ଅଭିଯୋଗ ଆଣିଛନ୍ତି।

ଏହାବ୍ୟତୀତ ମନୋଜ ଆହୁରି କହିଛନ୍ତି, ସାହିଲ୍ ଖାନ୍ ତାଙ୍କୁ ସୋଶାଲ ମିଡିଆରେ ବଦନାମ କରୁଥିଲେ। ଆଉ ଏଥିପାଇଁ ସାହିଲ୍ ଆତ୍ମହତ୍ୟା କରିବାକୁ ପଦକ୍ଷେପ ଉଠାଇଥିଲେ। ଏହାରି ଭିତରେ ପାଟିଲଙ୍କ ପରିବାର ଓଶିୱାରା ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି। କୁହାଯାଉଛି ମନୋଜଙ୍କ ପରିବାର ମନସେ ଅଧ୍ୟକ୍ଷ ରାଜ ଠାକରେଙ୍କୁ ସାକ୍ଷାତ କରି ସହାୟତା ପାଇଁ ଅନୁରୋଧ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story