ଶିଳ୍ପାଙ୍କୁ ବମ୍ବେ ହାଇକୋର୍ଟରୁ ଝଟ୍‌କା, ଆବେଦନ ଖାରଜ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଝଟ୍‌କା। ବମ୍ବେ ହାଇକୋର୍ଟ ତରଫରୁ ତାଙ୍କୁ ଜୋରଦାର ଝଟ୍‌କା ଲାଗିଛି। ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମାମଲରେ ଶିଳ୍ପା ୨୯ ଜଣ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମକଦ୍ଦମ ଦାୟର କରିଥିଲେ। ତେବେ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଅଦାଲତ ଉକ୍ତ ଆବେଦନ ଉପରେ ଶୁଣାଣି କରି କହିଛନ୍ତି, ଏହି ମାମଲା ମାନହାନୀ ମାମଲା ନୁହେଁ। କାରଣ ପ୍ରକାଶିତ ଖବର ପୁଲିସ ସୂତ୍ର […]

Shilpa

Shilpa

Madhupriya Mistry
  • Published: Saturday, 31 July 2021
  • Updated: 31 July 2021, 01:59 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଝଟ୍‌କା। ବମ୍ବେ ହାଇକୋର୍ଟ ତରଫରୁ ତାଙ୍କୁ ଜୋରଦାର ଝଟ୍‌କା ଲାଗିଛି। ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମାମଲରେ ଶିଳ୍ପା ୨୯ ଜଣ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମକଦ୍ଦମ ଦାୟର କରିଥିଲେ। ତେବେ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଅଦାଲତ ଉକ୍ତ ଆବେଦନ ଉପରେ ଶୁଣାଣି କରି କହିଛନ୍ତି, ଏହି ମାମଲା ମାନହାନୀ ମାମଲା ନୁହେଁ। କାରଣ ପ୍ରକାଶିତ ଖବର ପୁଲିସ ସୂତ୍ର ଉପରେ ଆଧାରିତ। ଗଣମାଧ୍ୟମର ସ୍ଵାଧୀନତା ଉପରେ ପ୍ରଶ୍ନ ଉଠାଇବା ଭୁଲ୍। ପୁଲିସ ସୂତ୍ର ଅନୁସାରେ କରାଯାଉଥିବା ରିପୋର୍ଟିଂ ଅପମାନଜନକ ନୁହେଁ ବୋଲି କୋର୍ଟ କହିଛନ୍ତି।

ବମ୍ଵେ ହାଇକୋର୍ଟ କହିଛନ୍ତି, ଆପଣ ଜଣେ ସେଲେବ୍ରିଟି। ଆପଣ ସାର୍ବଜନୀନ ଜୀବନରେ ରହୁଛନ୍ତି ତେଣୁ ଆପଣଙ୍କୁ ଏମିତି ପରିଣାମ ଦେଖିବାକୁ ପଡିବ। ଲୋକେ ଆପଣଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ଯାହା ଆପଣ ଚାହାନ୍ତି ତାହା ଯଦି ସବୁ ମାନି ନିଆଯିବ ତେବେ ଏହା ଗଣମାଧ୍ୟମର ସ୍ଵାଧୀନତା ଉପରେ ଏକ ପ୍ରକାରର ଆକ୍ରମଣ ହୋଇପାରେ ବୋଲି କୋର୍ଟ କହିଛନ୍ତି।

ସୂଚନା ମୁତାବକ ଶିଳ୍ପା ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିଥିଲେ। ଶିଳ୍ପା କହିଥିଲେ ଯେ, ଅଶ୍ଳୀଳ ଚଳଚ୍ଚିତ୍ର କେସରେ ମିଥ୍ୟା ଖବର ଜରିଆରେ ତାଙ୍କ ଛବି ଖରାପ କରାଯାଉଛି। ତେଣୁ ଗଣମାଧ୍ୟମକୁ ତାଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଆଦେଶ ଦିଆଯାଉ।

ସେ ଅଭିଯୋଗ କରିଥିଲେ, ଗଣମାଧ୍ୟମ ପ୍ରତିଷ୍ଠାନ ନିଜର ଲୋକପ୍ରିୟତା ପାଇଁ ତାଙ୍କ ସ୍ଵାମୀଙ୍କ ବିରୋଧରେ ମିଥ୍ୟା ଖବର ଦେଖାଉଛନ୍ତି। ତେଣୁ ଗଣମାଧ୍ୟମ ପ୍ରତିଷ୍ଠାନକୁ ତାଙ୍କ ବିରୋଧରେ ପ୍ରସାରଣ କରୁଥିବା ଅପମାନଜନକ ଖବର ହଟାଇବାକୁ ଆଦେଶ ଦିଆଯାଉ ବୋଲି ଶିଳ୍ପା ହାଇକୋର୍ଟରେ ଦାବି କରିଥିଲେ। ଏଥିସହ ବିନା ସର୍ତ୍ତରେ ଗଣମାଧ୍ୟମ କ୍ଷମା ମାଗନ୍ତୁ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story