କାନ୍ଦିଲେ ଜ୍ୟାକ୍‌ଲିନ୍‌, ଅକ୍ଷୟଙ୍କୁ କୁଣ୍ଢାଇ ପକାଇଲେ

ମୁମ୍ବାଇ: ସିଂହଳ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ଗତ କିଛି ଦିନ ହେବ ତାଙ୍କୁ ନେଇ ବି-ଟାଉନ୍‌ରେ ଲାଗି ରହିଛି ଜୋରଦାର ଚର୍ଚ୍ଚା। ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଫସିଛନ୍ତି ଏହି ଅଭିନେତ୍ରୀ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଘନ ଘନ ଜେରା ମଧ୍ୟ କରିସାରିଲାଣି। ଏହାରି ଭିତରେ ସେ ଏବେ ଭାବୁକ ହୋଇପଡିଛନ୍ତି। ଏପରିକି କାନ୍ଦି ମଧ୍ୟ ପକାଇଛନ୍ତି ଜ୍ୟାକ୍‌ଲିନ୍‌। ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ‘ରାମ ସେତୁ’ ଶୁଟିଂ […]

Jacqueline Fernandez

Jacqueline Fernandez

Madhupriya Mistry
  • Published: Tuesday, 01 February 2022
  • Updated: 01 February 2022, 03:54 PM IST

Sports

Latest News

ମୁମ୍ବାଇ: ସିଂହଳ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ଗତ କିଛି ଦିନ ହେବ ତାଙ୍କୁ ନେଇ ବି-ଟାଉନ୍‌ରେ ଲାଗି ରହିଛି ଜୋରଦାର ଚର୍ଚ୍ଚା। ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଫସିଛନ୍ତି ଏହି ଅଭିନେତ୍ରୀ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଘନ ଘନ ଜେରା ମଧ୍ୟ କରିସାରିଲାଣି। ଏହାରି ଭିତରେ ସେ ଏବେ ଭାବୁକ ହୋଇପଡିଛନ୍ତି। ଏପରିକି କାନ୍ଦି ମଧ୍ୟ ପକାଇଛନ୍ତି ଜ୍ୟାକ୍‌ଲିନ୍‌।

ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ 'ରାମ ସେତୁ' ଶୁଟିଂ ସରିଛି। ଶୁଟିଂ ସେଟ୍‌ର ଫଟୋ ଏବଂ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଫିଲ୍ମ ଶୁଟିଂ ଶେଷ ଦିନରେ ଜ୍ୟାକ୍‌ଲିନ୍‌ କୁଆଡେ ଭାବୁକ ହୋଇପଡିଛନ୍ତି।

As Akshay Kumar is hospitalised, Ram Setu actors Nushrratt Bharruchha and Jacqueline  Fernandez stay in touch: 'Together in spirit' | Entertainment News,The  Indian Express

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଅନେକ ବାଧା ବିଘ୍ନ ସତ୍ତ୍ୱେ 'ରାମ ସେତୁ' ଫିଲ୍ମର ଶୁଟିଂ ଜାରି ରଖିଥିଲେ ଜ୍ୟାକ୍‌ଲିନ୍‌। ଫିଲ୍ମ ନିର୍ଦ୍ଦେଶକ ଅଭିଷେକ ଶର୍ମା ଓ ଅକ୍ଷୟ କୁମାରଙ୍କ ସହ ସେ ଇମୋସନାଲି ଆଟାଚ ହୋଇଯାଇଥିଲେ। ସେ ତାଙ୍କ ସବୁ ସୁଖ ଦୁଃଖ ଉଭୟଙ୍କ ସହ ଶେଆର କରୁଥିଲେ। ଏଥିପାଇଁ ଫିଲ୍ମ ଶୁଟିଂର ଶେଷ ଦିନରେ ସେ ଅତ୍ୟନ୍ତ ଭାବୁକ ହୋଇପଡିଥିଲେ। ଅକ୍ଷୟ କୁମାରଙ୍କୁ ଆଲିଙ୍ଗନ କରି ସେ କାନ୍ଦି ମଧ୍ୟ ପକାଇଥିଲେ।

ବ୍ୟକ୍ତିଗତ ବିବାଦ ଭିତରେ ମଧ୍ୟ ଜ୍ୟାକ୍‌ଲିନ୍‌ ଫିଲ୍ମ ଶୁଟିଂ ଜାରି ରଖିଥିଲେ। ଏହି ସମୟରେ ତାଙ୍କୁ ଧାର୍ମିକ ବହି ଏବଂ ମେଡିଟେସନ୍‌ କରୁଥିବା ଦେଖିବାକୁ ମିଳିଥିଲା। ନିଜକୁ ଖୁସି ରଖିବାକୁ ସେ ଚେଷ୍ଟା କରୁଥିଲେ ବୋଲି ସୂତ୍ରରୁ ଖବର ମିଳିଛି। ଠକେଇ ମାମଲାରେ ଯେତେବେଳେ ଇଡି ତାଙ୍କୁ ଜେରା କରିଥିଲା ସେତେବେଳେ ମଧ୍ୟ ଇଡି ପ୍ରଶ୍ନର ସାମ୍ନା କରି ସେ ଶୁଟିଂକୁ ଫେରିଥିଲେ ବୋଲି ସୂଚନା ମିଳିଛି।

ନିଜ ଇନ୍‌ଷ୍ଟାଗ୍ରାମରେ ଜ୍ୟାକ୍‌ଲିନ୍‌ ରାମ ସେତୁ ଫିଲ୍ମ ଶୁଟିଂର ଶେଷ ଦିନର ଏକ ଭଡିଓ ମଧ୍ୟ ଶେଆର କରିଛନ୍ତି। ଏହି ଭିଡିଓରେ ଜ୍ୟାକ୍‌ଲିନ୍‌ ଅକ୍ଷୟ କୁମାର ଓ ନିର୍ଦ୍ଦେଶକ ଅଭିଷେକ ଶର୍ମାଙ୍କ ସମେତ ସମସ୍ତଙ୍କ ସହ ହସ ଖୁସି ମସ୍ତି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶେଆର କରି ସେ ଫିଲ୍ମର ପୂରା ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନା ମୁତାବକ, ଏହି ଫିଲ୍ମର ଲିଡ୍‌ ରୋଲରେ ଅକ୍ଷୟ କୁମାର ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ଜ୍ୟାକ୍‌ଲିନ୍‌ ଓ ନୁସରତ ଭରୁଚାଙ୍କୁ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story