ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର!

ମୁମ୍ବାଇ: ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର। ମହମବତୀ ଏବଂ ଜୁଇ ଫୁଳରେ ସଜେଇ ହେବ ମଣ୍ଡପ। ପିନ୍ଧିବେ କାଞ୍ଜିବରମ ପାଟ। ବିବାହର ସବୁ କିଛି ବୁଝାବୁଝି କରିବେ ଭଉଣୀ ଅଂଶୁଳ। ବେଚଲରେଟ୍‌ ପାର୍ଟିରେ ପିନ୍ଧିବେ କ୍ୟାପ୍ରି। ଆଉ ତିରୁପତିର ହେବ ବିବାହ। ଏକଥା ଆମେ କହୁନୁ ଖୋଦ୍‌ ଜାହ୍ନବୀ କପୁର କହିଛନ୍ତି। ଅଭିନେତ୍ରୀ ଜାହ୍ନବୀ କପୁର ନକଟରେ ଏକ ମାଗାଜିନ ଫଟୋ ସୁଟ୍‌ ସମୟରେ ନିଜ ଭବିଷ୍ୟତର ବାହାଘରକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଥିଲେ, […]

Janhavi

Janhavi

Madhupriya Mistry
  • Published: Monday, 02 August 2021
  • Updated: 02 August 2021, 02:56 PM IST

Sports

Latest News

ମୁମ୍ବାଇ: ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର। ମହମବତୀ ଏବଂ ଜୁଇ ଫୁଳରେ ସଜେଇ ହେବ ମଣ୍ଡପ। ପିନ୍ଧିବେ କାଞ୍ଜିବରମ ପାଟ। ବିବାହର ସବୁ କିଛି ବୁଝାବୁଝି କରିବେ ଭଉଣୀ ଅଂଶୁଳ। ବେଚଲରେଟ୍‌ ପାର୍ଟିରେ ପିନ୍ଧିବେ କ୍ୟାପ୍ରି। ଆଉ ତିରୁପତିର ହେବ ବିବାହ। ଏକଥା ଆମେ କହୁନୁ ଖୋଦ୍‌ ଜାହ୍ନବୀ କପୁର କହିଛନ୍ତି।

ଅଭିନେତ୍ରୀ ଜାହ୍ନବୀ କପୁର ନକଟରେ ଏକ ମାଗାଜିନ ଫଟୋ ସୁଟ୍‌ ସମୟରେ ନିଜ ଭବିଷ୍ୟତର ବାହାଘରକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଥିଲେ, ସେ ସବୁଠାରୁ ସାଧାରଣ ଢ଼ଙ୍ଗରେ ବିବାହ କରିବାକୁ ଚାହାନ୍ତି। ଦୁଇ ଦିନ ଭିତରେ ନିଜ ବିବାହକୁ ସେ ସାରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବେଚଲରେଟ୍‌ ପାର୍ଟରେ କ୍ୟାପ୍ରି ପିନ୍ଧିବେ। ଏଥିସହ ତିରୁପତିରେ ବିବାହ କରିବେ ବୋଲି ସେ କହିଛନ୍ତି।

ଜାହ୍ନବୀ ଆହୁରି କହିଛନ୍ତି, ତାଙ୍କ ମେହେନ୍ଦି ଆଉ ସଙ୍ଗୀତ ସେରିମୋନୀ ମା' ଶ୍ରୀଦେବୀଙ୍କ ପୌତୃକ ଘର ମାଇଲାପୋରାରେ ହେବ। ଗୋଲ୍ଡ ଏବଂ ଆଇଭରୀ ଥିମର କାଞ୍ଜିବରମ ଶାଢ଼ୀ ପିନ୍ଧି ସେ ବିବାହ ବେଦୀରେ ବସିବେ। ମଣ୍ଡପର ସାଜସଜା ଠାରୁ ଆରମ୍ଭ କରି ବାହାଘର ସବୁ କିଛି ତାଙ୍କ ଭଉଣୀ ଅଂଶୁଳ ବୁଝିବେ। ବିବାହ ବେଳେ ବାପା ବୋନି କପୁର ବେଶ୍‌ ଇମୋସନାଲ ହୋଇପାରନ୍ତି।

ଭାବି ସ୍ୱାମୀ କିଭଳି ହେବା ଦରକାର ତାକୁ ନେଇ ମଧ୍ୟ ଜାହ୍ନବୀ ମୁହଁ ଖୋଲିଛନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତିଙ୍କୁ ସେ ବିବାହ କରିବେ, କିନ୍ତୁ ଏଭଳି ମଣିଷ ତାଙ୍କୁ ଏଯାଏଁ ମିଳିନାହାନ୍ତି ବୋଲି ଜାହ୍ନବୀ କହିଛନ୍ତି।

ସୂଚନା ମୁତାବକ, ନିକଟରେ ଜାହ୍ନବୀ ତାଙ୍କ ଅପ୍‌କମିଂ ଫିଲ୍ମ 'ଗୁଡ୍‌ ଲକ୍‌ ଜେରୀ'ର ସୁଟିଂ ପୂରା କରିଛନ୍ତତି। ଏହା ବ୍ୟତୀତ ସେ ଫିଲ୍ମ 'ଦୋସ୍ତାନା-୨'ରେ ମଧ୍ୟ ନଜର ଆସିବେ। ସେ ବାପା ବୋନି କପୁରଙ୍କ ସହ ମଧ୍ୟ ଏକ ଫିଲ୍ମ କରୁଛନ୍ତି। ଏହା ମାଲୟାଲମ ଫିଲ୍ମ 'ହେଲେନ୍‌'ର ରିମେକ୍‌, ଯେଉଁଥିରେ ଜାହ୍ନବୀ ଲିଡ୍‌ ରୋଲରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story