ବେବୋଙ୍କ କମ୍‌ବ୍ୟାକ୍‌, ଅନାରକଲିରେ ଆଡ୍ ସୁଟ୍

ମୁମ୍ବାଇ: ଦ୍ୱିତୀୟ ଥର ମାଆ ବନି ସାରିବା ପରେ ପୁଣିଥରେ କାମକୁ ଫେରିଛନ୍ତି ବଲିଉଡ୍ ବେବୋ କରିନା କପୁର। ବଡି ଫିଟନେସ ପାଇଁ ଜିମରେ ୱର୍କ ଆଉଟ୍ ପରେ କରିଛନ୍ତି ଜିରୋ ଫିଗର। ଆଉ ଏବେ ଏଣ୍ଟଣ୍ଟ୍ରି କରିଛନ୍ତି ଆଡ୍ ଜରିଆରେ। ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି କରୀନାଙ୍କ ଆଡ୍ ସୁଟର ଭିଡିଓ। ତେବେ ଚର୍ଚ୍ଚାରେ ରହିଛି କରିନା ପିନ୍ଧିଥିବା ଅନାରକଲି। ଆଡ୍ ସୁଟ ପାଇଁ ଘରୁ ବାହାରିବା ବେଳେ କରିନା ପିନ୍ଧିଥିଲେ ମଷ୍ଟର୍ଡ କଲରର ଅନାରକଲି। […]

kareena

kareena

Madhupriya Mistry
  • Published: Wednesday, 21 July 2021
  • Updated: 21 July 2021, 06:14 PM IST

Sports

Latest News

ମୁମ୍ବାଇ: ଦ୍ୱିତୀୟ ଥର ମାଆ ବନି ସାରିବା ପରେ ପୁଣିଥରେ କାମକୁ ଫେରିଛନ୍ତି ବଲିଉଡ୍ ବେବୋ କରିନା କପୁର। ବଡି ଫିଟନେସ ପାଇଁ ଜିମରେ ୱର୍କ ଆଉଟ୍ ପରେ କରିଛନ୍ତି ଜିରୋ ଫିଗର। ଆଉ ଏବେ ଏଣ୍ଟଣ୍ଟ୍ରି କରିଛନ୍ତି ଆଡ୍ ଜରିଆରେ। ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି କରୀନାଙ୍କ ଆଡ୍ ସୁଟର ଭିଡିଓ। ତେବେ ଚର୍ଚ୍ଚାରେ ରହିଛି କରିନା ପିନ୍ଧିଥିବା ଅନାରକଲି।

ଆଡ୍ ସୁଟ ପାଇଁ ଘରୁ ବାହାରିବା ବେଳେ କରିନା ପିନ୍ଧିଥିଲେ ମଷ୍ଟର୍ଡ କଲରର ଅନାରକଲି। ଯାହାକୁ ଡିଜାଇନ୍ କରିଛନ୍ତି ରିଧି ମେହେରା। ଏମିତିରେ ଆଡ୍ ସୁଟ୍ ପାଇଁ ସେଲିବ୍ରିଟିଙ୍କୁ ଦାମୀ ପୋଷାକରେ ଦେଖିବାକୁ ମିଳିଥାଏ । ତେବେ କରିନାଙ୍କ ଏହି ସୁଟ୍ ଟିକେ ମହଙ୍ଗା ହୋଇଛି। ରିଧି ମେହେରାଙ୍କ ୱେବସାଇଟରେ ଏହି ଅନାରକଲି ସୁଟ୍‌୍‌ର ଦାମ୍ ଲକ୍ଷେ ୪୮ ହଜାର ଟଙ୍କା।

ଏହି ବିଜ୍ଞାପନରେ କରିନାଙ୍କ ସହ ବଲିଉଡ୍ ଲଖନ ଅନୀଲ କପୁରଙ୍କୁ ଦେଖିବାକୁ ମିଳିଛି। କରୀନା ମଷ୍ଟର୍ଡ ୟେଲୋ କଲର ଅନାରକଲି ପିନ୍ଧିଥିବା ବେଳେ କ୍ରିମ କଲରର ସେରୱାନୀରେ ନଜର ଆସିଛନ୍ତି ଅନୀଲ। ସୋସିଆଲ ମିଡିଆରେ କରିନାଙ୍କ ସହ ଫଟୋ ସେୟାର କରି ଅନୀଲ ଲେଖିଛନ୍ତି , ଫଟୋ ଉଠାଇବା ପାଇଁ ସବୁବେଳେ ପ୍ରସ୍ତୁତ।

ଆଗକୁ ଲାଲ ସିଂ ଚଢା ଫିଲ୍ମରେ କରିନାଙ୍କୁ ଦେଖିବାକୁ ମିଳିବ। ଯେଉଁଥିରେ ତାଙ୍କ ବିପକ୍ଷରେ ଅଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ।

https://twitter.com/AnilKapoor/status/1417732296401063939?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story