ଡିସେମ୍ବରରେ ବିବାହ କରିବେ ଭିକି-କ୍ୟାଟ୍ରିନା!

ମୁମ୍ବାଇ: ଖୁବ୍‌ଶୀଘ୍ର ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ବଲିଉଡର ବାର୍ବି ଡଳ୍‌ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ। ଆସନ୍ତା ଡିସେମ୍ବରରେ ଏମାନଙ୍କ ବିବାହ ହୋବ ବୋଲି ଗୁଜବ ଚାଲିଛି। ଏନେଇ ଏବେ ବ-ଟାଉନରେ ଚର୍ଚ୍ଚା ଜୋର ଧରିଛି। ହେଲେ ଭିକି-କ୍ୟାଟ୍‌ କିନ୍ତୁ ଏନେଇ କିଛି ଚୁପ୍‌ ଅଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଡିସେମ୍ବରରେ ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳିଛି। ଦୁହେଁ ଏପରିକି ନିଜ ବିବାହ ପ୍ରସ୍ତୁତି ମଧ୍ୟ […]

katrina-kaif-and-vicky-kaushal

katrina-kaif-and-vicky-kaushal

Madhupriya Mistry
  • Published: Wednesday, 27 October 2021
  • Updated: 27 October 2021, 05:08 PM IST

Sports

Latest News

ମୁମ୍ବାଇ: ଖୁବ୍‌ଶୀଘ୍ର ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ବଲିଉଡର ବାର୍ବି ଡଳ୍‌ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ। ଆସନ୍ତା ଡିସେମ୍ବରରେ ଏମାନଙ୍କ ବିବାହ ହୋବ ବୋଲି ଗୁଜବ ଚାଲିଛି। ଏନେଇ ଏବେ ବ-ଟାଉନରେ ଚର୍ଚ୍ଚା ଜୋର ଧରିଛି। ହେଲେ ଭିକି-କ୍ୟାଟ୍‌ କିନ୍ତୁ ଏନେଇ କିଛି ଚୁପ୍‌ ଅଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଡିସେମ୍ବରରେ ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳିଛି। ଦୁହେଁ ଏପରିକି ନିଜ ବିବାହ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। କୁହାଯାଉଛି ଯେ, ଦୁହିଁଙ୍କ ବ୍ରାଇଡାଲ ଆଉଟଫିଟ୍‌କୁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ସବ୍ୟସାଚୀ ଡିଜାଇନ୍‌ କରୁଛନ୍ତି।

ହାଯାଉଛି ଯେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରେ ବିବାହ କରିପାରିବେ। ତେବେ ଏହି ରିପୋର୍ଟରେ ଉଭୟ ତାରକା କିମ୍ବା ସେମାନଙ୍କ ପରିବାର ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ଏହି ଖବର କେତେ ସତ ତାହା ସମୟ ଆସିବା ପରେ ହିଁ ଜଣାପଡିବ।

ଗତ ମଙ୍ଗଳବାର ଭିକି ଏବଂ କ୍ୟାଟ୍ରିନା ତାଙ୍କ ସେଲେବ୍ରିଟି ମ୍ୟାନେଜର ରଶ୍ମା ସେଟ୍ଟୀଙ୍କ ଅଫିସରେ ପହଞ୍ଚିଥିଲେ। ଦୁହିଁଙ୍କ ଅନେକ ଫଟୋ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ନିକଟରେ ବିକିଙ୍କ ଫିଲ୍ମ ‘ସର୍ଦ୍ଦାର ଉଦାମ’ର ସ୍କ୍ରିନିଂରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ପରସ୍ପରକୁ ଆଲିଙ୍ଗନ କରିବାର କ୍ଲିପ ମଧ୍ୟ ଭାଇରାଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story