ରୋମାଣ୍ଟିକ୍ ପୋଜ୍‌ରେ କେ.ଏଲ୍ ରାହୁଲ ଓ ଆଥିଆ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ କ୍ରିକେଟ ଦୁନିଆର ନୂଆ କପଲ ଆଥିଆ ସେଟ୍ଟୀ ଓ କେଏଲ୍ ରାହୁଲ। ଏ ଦୁହେଁ ଏବେ ଫ୍ୟାନ୍ସମାନଙ୍କ ଫେଭରେଟ୍ ପାଲଟି ଯାଇଛନ୍ତି। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟିଂ ମଧ୍ୟ କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ଦୁହେଁ ନିଜକୁ ଭଲ ବନ୍ଧୁ ବୋଲି କହୁଛନ୍ତି। ଏହାରି ଭିତରେ ଆଥିଆ ଓ କେଏଲ୍ ରାହୁଲଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଭିନେତ୍ରୀ […]

athia- kl rahul

athia- kl rahul

Madhupriya Mistry
  • Published: Saturday, 31 July 2021
  • Updated: 31 July 2021, 04:36 PM IST

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ କ୍ରିକେଟ ଦୁନିଆର ନୂଆ କପଲ ଆଥିଆ ସେଟ୍ଟୀ ଓ କେଏଲ୍ ରାହୁଲ। ଏ ଦୁହେଁ ଏବେ ଫ୍ୟାନ୍ସମାନଙ୍କ ଫେଭରେଟ୍ ପାଲଟି ଯାଇଛନ୍ତି। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟିଂ ମଧ୍ୟ କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ଦୁହେଁ ନିଜକୁ ଭଲ ବନ୍ଧୁ ବୋଲି କହୁଛନ୍ତି। ଏହାରି ଭିତରେ ଆଥିଆ ଓ କେଏଲ୍ ରାହୁଲଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ଏକ ଗ୍ରୁପ ଫଟୋ ସେଆର କରିଛନ୍ତି। ଏହି ଫଟୋରେ କେଏଲ୍ ରାହୁଲ ଏବଂ ଆଥିଆ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ଫଟୋ ପାଇଁ ପୋଜ ଦେଉଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ନେଇ ଏବେ ବି-ଟାଉନ୍ ଠାରୁ ଆରମ୍ଭ କରି କ୍ରିକେଟ ଜଗତ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି।

ଏହା ପୂର୍ବରୁ କେଏଲ୍ ରାହୁଲ ଇନଷ୍ଟାଗ୍ରାମରେ ଆଥିଆଙ୍କ ଏକ ଫଟୋ ସେଆର କରିଥିଲେ। ଏହି ଫଟୋରେ ରାହୁଲ ବିରାଟ କୋହଲି, ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବଙ୍କ ସହ ପୋଜ୍ ଦେଉଥିବା ବେଳେ ଆଥିଆ ସେମାନଙ୍କ ଫଟୋ କ୍ଲିକ୍ କରୁଥିବା ଦେଖିବାକୁ ମିଳିଥିଲା।

ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ସହ ଆଥିଆ ଏବଂ କେଏଲ୍ ରାହୁଲ ଏବେ ବ୍ରିଟେନ୍‌ରେ ଅଛନ୍ତି। ଏହାପୂର୍ବରୁ ମଧ୍ୟ ବ୍ରିଟେନରୁୁ ଆହୁରି ଅନେକ ଫଟୋକୁ ସାମ୍ନାକୁ ଆସିଥିଲା। ଯେଉଁଠି ଆଥିଆ ଏବଂ କେଏଲ୍ ରାହୁଲ ଏକାଠି ସମୟ ବିତାଇବା ସହ ମଜା କରୁଥିବା ନଜର ଆସିଥିଲେ।

ଗତ କିଛି ଦିନ ତଳେ ସୁନୀଲ ସେଟ୍ଟୀ ନିଜ ଝିଅ ଆଥିଆ ଏବଂ ରାହୁଲଙ୍କ ଅଫେୟାରକୁ ନେଇ ମୁହଁ ଖୋଲିଥିଲେ। ସେ କହିଥିଲେ, ଆଥିଆ ଏବଂ ରାହୁଲ ଉଭୟ ଭଲ ବନ୍ଧୁ। ଏ ଦୁହେଁ କ୍ୟୁଟ୍ କପଲ। ଭାଇ ଆହାନ ସହ ଏବେ ଆଥିଆ ବ୍ରିଟେନ୍‌ରେ ଅଛନ୍ତି ବୋଲି ସୁନୀଲ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story