'୩ ଦିନ ଭିତରେ ଜବାବ ଦିଅ'

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅଡୁଆ। ଠକେଇ ମାମଲାରେ ଶିଳ୍ପା ଏବଂ ତାଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କୁ ନୋଟିସ ଜାରି କରିଛି ପୁଲିସ। ତିନି ଦିନ ଭିତରେ ଏହି ନୋଟିସର ଜାବବ ଦେବାକୁ ଲକ୍ଷ୍ନୌ ପୁଲିସ କହିଛି। ଆଓସିସି ୱେଲନେସ ସେଣ୍ଟର ଖୋଲିବା ନାଁରେ ଶିଳ୍ପା ଏବଂ ତାଙ୍କ ମା’ କୋଟି କୋଟି ଟଙ୍କା ଠକେଇ କରିଥିଲେ। ଏନେଇ ଲକ୍ଷ୍ନୌ ବିଭୂତିଖଣ୍ଡ ପୁଲିସ ଷ୍ଟେସନରେ ଦୁଇଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ଲକ୍ଷ୍ନୌ […]

Shilpa Shetty

Shilpa Shetty

Madhupriya Mistry
  • Published: Thursday, 12 August 2021
  • Updated: 12 August 2021, 12:01 PM IST

Sports

Latest News

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅଡୁଆ। ଠକେଇ ମାମଲାରେ ଶିଳ୍ପା ଏବଂ ତାଙ୍କ ମା' ସୁନନ୍ଦା ସେଟ୍ଟୀଙ୍କୁ ନୋଟିସ ଜାରି କରିଛି ପୁଲିସ। ତିନି ଦିନ ଭିତରେ ଏହି ନୋଟିସର ଜାବବ ଦେବାକୁ ଲକ୍ଷ୍ନୌ ପୁଲିସ କହିଛି।

ଆଓସିସି ୱେଲନେସ ସେଣ୍ଟର ଖୋଲିବା ନାଁରେ ଶିଳ୍ପା ଏବଂ ତାଙ୍କ ମା' କୋଟି କୋଟି ଟଙ୍କା ଠକେଇ କରିଥିଲେ। ଏନେଇ ଲକ୍ଷ୍ନୌ ବିଭୂତିଖଣ୍ଡ ପୁଲିସ ଷ୍ଟେସନରେ ଦୁଇଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ଲକ୍ଷ୍ନୌ ଆଇଓସିସ୍ ୱେଲନେସ୍ ସେଣ୍ଟରର ଫ୍ରାଞ୍ଚାଇଜି ନେଇଥିବା ଜ୍ୟୋତ୍ସ୍ନା ଚୌହାନଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଥିଲା।

[caption id="attachment_665575" align="aligncenter" width="650"]Shilpa and his mother ଶିଳ୍ପା ଏବଂ ତାଙ୍କ ମା'ଙ୍କ ନାଁରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି[/caption]

ଏହି ଘଟଣାରେ ଲକ୍ଷ୍ନୌ ପୁଲିସର ଏକ ଟିମ୍ ବୁଧବାର ମୁମ୍ବାଇରେ ପହଞ୍ଚିଥିଲା। ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ପୁଲିସ ଟିମ୍ ଶିଳ୍ପାଙ୍କ ଘରେ ପହଞ୍ଚିଥିଲା। ତେବେ ସେଠାରେ ଶିଳ୍ପା ଉପସ୍ଥିତ ନଥିଲେ। ଏହାପରେ ତାଙ୍କ ମ୍ୟାନେଜରଙ୍କୁ ପୁଲିସ ନୋଟିସ ଦେଇ ଆସିଥିଲେ। ନୋଟିସରେ ୟୁପି ପୁଲିସ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଅନେକ ପ୍ରଶ୍ନର ଉତ୍ତର ମାଗିଛି। ସେମାନଙ୍କୁ ତିନି ଦିନ ଭିତରେ ଏହି ନୋଟିସର ଜବାବ ଦେବାକୁ ପୁଲିସ କହିଛି। ଯଦି ଏହି ସମୟ ମଧ୍ୟରେ ନୋଟିସର ଜବାବ ନମିଳେ, ତେବେ ପୁଲିସ ଉଭୟ ମା'ଝିଅଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସେପଟେ ଆଇଓସିସ୍ ୱେଲନେସର ଚେୟାରମ୍ୟାନ୍ କିରଣ ବାୱା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ମତ ରଖିଛନ୍ତି। ସେ ଲେଖିଛନ୍ତି, 'ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ମା ସୁନନ୍ଦା ସେଟ୍ଟୀ ନିର୍ଦ୍ଦୋଶ। ଏ ଦୁହେଁ ବହୁ ପୂର୍ବରୁ କୌଣସି ବିବାଦ ନକରି IOSIS ରୁ ନିଜକୁ ଦୂରେଇ ରଖିଥିଲେ। ସେ ଜଣେ ପରିଶ୍ରମୀ ବିଜନେସ୍‌ୱୁମେନ। ଆଇଓସିସ୍‌ ତାଙ୍କ ପାଇଁ ତାଙ୍କ ଛୁଆ ଭଳି, ଯାହାକୁ ସେ ବେଶ୍‌ ପରିଶ୍ରମ କରି ବଡ କରିଛନ୍ତି। ତେଣୁ ଏଭଳି ମିଥ୍ୟା ଗୁଜବ ତାଙ୍କ କମ୍ କମ୍ପାନୀର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି ବୋଲି କିରଣ କହିଛନ୍ତି।'

ସୂଚନା ମୁତାବକ ବର୍ଷକ ପୂର୍ବେ ହଜରତଗଞ୍ଜ ଏବଂ ବିଭୂତିଖଣ୍ଡ ଥାନାରେ IOSIS ୱେଲନେସ ସେଣ୍ଟର ନାମରେ ଠକେଇ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା। ଏବେ ପୁଲିସ ଏହି ମାମଲାର ଯାଂଚ ଆରମ୍ଭ କରିଛି। ଏଫ୍‌ଆଇଆର୍‌ରେ IOSIS କମ୍ପାନୀର ମୁଖ୍ୟ କିରଣ ବାୱା, ବିନୟ ଭସିନ, ଅନିକା ଚର୍ତୁବେଦୀ, ନବନୀତ କୌର, ଆଶା ଏବଂ ପୁନମ ଝାଙ୍କ ନାଁ ଦେଢ଼ କୋଟି ଟଙ୍କା ଠକେଉ କରିଥିବା ଅଭିଯୋଗ ହୋଇଛି। ଏହି ପୁରା ମାମଲାରେ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ମା'ଙ୍କ ନାଁ ମଧ୍ୟ ସାମିଲ ଅଛି। ଶିଳ୍ପା ସେଟ୍ଟୀ IOSIS ୱେଲନେସ ସେଣ୍ଟରର ଚେୟାରମ୍ୟାନ୍ ଏବଂ ତାଙ୍କ ନିର୍ଦ୍ଦେଶକ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story