'ଏକା ଅଛନ୍ତି ସଲମାନ'

ମୁମ୍ବାଇ: ଏକା ଅଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍‌। ବି-ଟାଉନ୍‌ରେ ତାଙ୍କର ଦବ୍‌ଦବା ଥିଲେ ମଧ୍ୟ ସେ ପ୍ରକୃତ ଜୀବନରେ ବେଶ୍‌ ଏକୁଟିଆ। ବାହାରକୁ କିନ୍ତୁ ସେ ଖୁସି ଦେଖାଯାଉଛନ୍ତି। ସେ ସକ୍‌ସେସ୍‌ଫୁଲ ହେବା ସତ୍ତ୍ୱେ ବି ଏକାକୀ ବିତାଉଛନ୍ତି ଜୀବନ। ଏକଥା ଆମେ କହୁନୁ, ନିକଟରେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ମେକର ମହେଶ ମଞ୍ଜରେକର କହିଛନ୍ତି। କେବେ ବିବାହ କରିବେ ସଲମାନ? ଏହି ପ୍ରଶ୍ନର ଉତ୍ତର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡର […]

Salman Khan

Salman Khan

Madhupriya Mistry
  • Published: Tuesday, 02 November 2021
  • Updated: 02 November 2021, 04:36 PM IST

Sports

Latest News

ମୁମ୍ବାଇ: ଏକା ଅଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍‌। ବି-ଟାଉନ୍‌ରେ ତାଙ୍କର ଦବ୍‌ଦବା ଥିଲେ ମଧ୍ୟ ସେ ପ୍ରକୃତ ଜୀବନରେ ବେଶ୍‌ ଏକୁଟିଆ। ବାହାରକୁ କିନ୍ତୁ ସେ ଖୁସି ଦେଖାଯାଉଛନ୍ତି। ସେ ସକ୍‌ସେସ୍‌ଫୁଲ ହେବା ସତ୍ତ୍ୱେ ବି ଏକାକୀ ବିତାଉଛନ୍ତି ଜୀବନ। ଏକଥା ଆମେ କହୁନୁ, ନିକଟରେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ମେକର ମହେଶ ମଞ୍ଜରେକର କହିଛନ୍ତି।

କେବେ ବିବାହ କରିବେ ସଲମାନ? ଏହି ପ୍ରଶ୍ନର ଉତ୍ତର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡର ସେଲେବ୍ରିଟିମାନେ ବି ଜାଣିବାକୁ ଚାହୁଁଛନ୍ତି। ଯିଏ ବି ସଲମାନଙ୍କୁ ଭେଟନ୍ତି, ତାଙ୍କୁ ଏହି ପ୍ରଶ୍ନ ପଚାରନ୍ତି। କିନ୍ତୁ ପ୍ରତି ଥର ସଲମାନ ଏହି କଥାକୁ ଟାଳି ଦିଅନ୍ତି। କିନ୍ତୁ ଏବେ ସେ ବିବାହ କରୁନଥିବା ନେଇ ଚିନ୍ତିତ ହୋଇ ପଡିଛନ୍ତି ତାଙ୍କ ଘନିଷ୍ଠ ବନ୍ଧୁ ମହେଶ ମଞ୍ଜରେକର।

ନିକଟରେ ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ସଲମାନଙ୍କ ବିଷୟରେ କିଛି ଏଭଳି ଜିନିଷ ରହିଛି, ଯାହାକୁ ଜଣେ ନର୍ମାଲ ବ୍ୟକ୍ତି ତାଙ୍କୁ ପଚାରିପାରିବେ ନାହିଁ। ତୁମେ କାହିଁକି ବିବାହ କରୁନ ବୋଲି ପ୍ରଶ୍ନ ପଚାରିଥିଲି। କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ। ମୁଁ ପ୍ରକୃତରେ ସଲମାନଙ୍କ ପୁଅ ତଥା ପିଲା-ଛୁଆଙ୍କୁ ଦେଖିବାକୁ ଚାହୁଁଛି। ସେ ବିବାହ କରନ୍ତୁ ବୋଲି ମୋର ଇଚ୍ଛା।'

ମହେଶ କହିଛନ୍ତି, 'ସୁପରଷ୍ଟାର ହେବା ସତ୍ତ୍ୱେ ସଲମାନ ଏକା ଅଛନ୍ତି। ତାଙ୍କର କୌଣସି ଅଭ୍ୟାସ ନାହିଁ। ମୁମ୍ବାଇର ଯେଉଁ ଫ୍ଲାଟରେ ସଲମାନ ରହୁନ୍ତି, ତାହା ୱାନ୍‌ ବେଡ୍‌ରୁମ୍‌ ଫ୍ଲାଟ। ଯେତେବେଳେ ବି ମୁଁ ତାଙ୍କ ଘରକୁ ଯାଏ, ସେ ଡ୍ରଇଂ ରୁମରେ ସୋଫାରେ ଶୋଇଥା’ନ୍ତି। ବେଳେବେଳେ ମୁଁ ପ୍ରକୃତରେ ଅନୁଭବ କରେ ଯେ ଯିଏ ଏତେ ସକ୍‌ସେସ୍‌ଫୁଲ୍‌, ସେହି ବ୍ୟକ୍ତିଙ୍କ ପଛରେ ଥିବା ବ୍ୟକ୍ତି ଜଣେ ସାଧାରଣ ମଧ୍ୟବିତ୍ତ ପରିବାରର।'

ସୂଚନା ମୁତାବକ, ଫିଲ୍ମ ନିର୍ମାତା ତଥା ଅଭିନେତା ମହେଶ ମଞ୍ଜରେକର ପୁଣି ଥରେ ସୁପରଷ୍ଟାର ସଲମାନ ଖାନଙ୍କ ସହ ଆକ୍ସନ୍-ଡ୍ରାମା ଫିଲ୍ମ 'ଆନ୍ତିମ୍: ଦ ଫାଇନାଲ୍ ଟ୍ରୁଥ୍' ପାଇଁ ଏକାଠି ହୋଇଛନ୍ତି। ଏହି ଫିଲ୍ମରେ ସଲମାନଙ୍କୁ ଜଣେ ଶିଖ୍‌ ପୁଲିସ ଭୂମିକାରେ ଦେଖିବାକୁ ମିଳିଛି। ସେପଟେ ଗ୍ୟାଙ୍ଗଷ୍ଟର ଭୂମିକାରେ ତାଙ୍କ ଭିଣେଇ ଆୟୁଷ ଶର୍ମା ନଜର ଆସିବେ। ନଭେମ୍ବର ୨୬ରେ  ଫିଲ୍ମଟି ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story