ସଲମାନଙ୍କୁ ଅଟକାଇଥିବା ସୋମନାଥଙ୍କୁ ନେଇ ଥମୁନି ଚର୍ଚ୍ଚା, ଆସିଲା ନୂଆ ଟ୍ୱିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନଙ୍କୁ ଅଟକାଇ ଥିବା ସିଆଇଏସ୍‌ଏଫ୍‌ ଅଫିସର ସୋମନାଥଙ୍କୁ ନେଇ ଆସିଲା ନୂଆ ଟ୍ୱିଷ୍ଟ। ବିବାଦ ବଢ଼ିବା ପରେ ଭିନ୍ନ ମୋଡ ନେଲା ମାମଲା। ସତ କ’ଣ ନିଜେ ସ୍ପଷ୍ଟ କଲା ସିଆଇଏସ୍‌ଏଫ୍। ନିକଟରେ ସଲମାନ ଖାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଇ ଯାଞ୍ଚ କରିଥିଲେ ଓଡ଼ିଆ ଯବାନ ସୋମନାଥ ମହାନ୍ତି। ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ପରେ ସିଆଇଏସଏଫ ପକ୍ଷରୁ ସୋମନାଥଙ୍କ ମୋବାଇଲ ଜବତ ହୋଇଥିଲା।  ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବା […]

Salman And Somanath

Salman And Somanath

Madhupriya Mistry
  • Published: Wednesday, 25 August 2021
  • Updated: 25 August 2021, 03:08 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ସଲମାନଙ୍କୁ ଅଟକାଇ ଥିବା ସିଆଇଏସ୍‌ଏଫ୍‌ ଅଫିସର ସୋମନାଥଙ୍କୁ ନେଇ ଆସିଲା ନୂଆ ଟ୍ୱିଷ୍ଟ। ବିବାଦ ବଢ଼ିବା ପରେ ଭିନ୍ନ ମୋଡ ନେଲା ମାମଲା। ସତ କ’ଣ ନିଜେ ସ୍ପଷ୍ଟ କଲା ସିଆଇଏସ୍‌ଏଫ୍।

ନିକଟରେ ସଲମାନ ଖାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଇ ଯାଞ୍ଚ କରିଥିଲେ ଓଡ଼ିଆ ଯବାନ ସୋମନାଥ ମହାନ୍ତି। ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ପରେ ସିଆଇଏସଏଫ ପକ୍ଷରୁ ସୋମନାଥଙ୍କ ମୋବାଇଲ ଜବତ ହୋଇଥିଲା।  ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସଏଫ ପ୍ରୋଟକଲ ବିରୋଧି ହୋଇଥିବାରୁ ତାଙ୍କର ମୋବାଇଲ ଜବତ କରାଯାଇଥିବା ଜଣାପଡିଥିଲା। ତେବେ ଏହି ଖବରକୁ ଏବେ ସିଆଇଏସ୍‌ଏଫ୍‌ ପକ୍ଷରୁ ଖଣ୍ଡନ କରାଯାଇଛି। ତାଙ୍କ ମୋବାଇଲୋ ଜବତ କରାଯାଇନାହିଁ ବୋଲି ଖୋଦ କହିଛି ସିଆଇଏସ୍‌ଏଫ୍‌।

ସିଆଇଏସ୍‌ଏଫ୍‌ ଟୁଇଟ୍‌ କରି କହିଛି ଯେ, ‘ପ୍ରକୃତରେ ଯବାନ ସୋମନାଥ ମହାନ୍ତିଙ୍କୁ ଦଣ୍ଡିତ କରିଯାଇ ନାହିଁ, ବରଂ ତାଙ୍କୁ ସମ୍ମାନିତ କରାଯାଇଛି। ଏକ ଟୁଇଟ୍‌କୁ ରି-ଟୁଇଟ୍‌ କରି ସିଆଇଏସ୍‌ଏଫ୍ କହିଛି, ଏଥିରେ ଦିଆଯାଇଥିବା ସମସ୍ତ ସୂଚନା ଭୁଲ ଏବଂ ନିରାଧାର। ସତ କଥା ହେଉଛି ଯେ, ସୋମନାଥ ମହାନ୍ତି ତାଙ୍କ କର୍ତ୍ତବ୍ୟକୁ ସଠିକ ଢ଼ଙ୍ଗରେ ପାଳନ କରିଥିବା ଯୋଗୁଁ ତାଙ୍କୁ ପୁରସ୍କୃତ କରାଯାଇଛି।’

ଉଲ୍ଲେଖ ଯୋଗ୍ୟ ଯେ, ଏହି ମାମଲାକୁ ନେଇ ବିବାଦ ବଢ଼ିବା ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି। ଉକ୍ତ ଓଡ଼ିଆ ଯବନାଙ୍କ ବିରୋଧରେ କୌଣସି ବି ପ୍ରକାରର ଆକ୍ସନ ନିଆଯାଇ ନାହିଁ ବଂର ତାଙ୍କୁ ସମ୍ମାନିତ କରାଯାଇଛି।

ସୂଚନା ମୁତାବକ, ଟାଇଗର-ଥ୍ରୀର ସୁଟିଂ ପାଇଁ ଏକ ଘରୋଇ ଜେଟରେ ରୁଷିଆ ଯିବା ଲାଗି  ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ ଅଭିନେତା ସଲମାନ ଖାନ। ଏହି ସମୟରେ ସୁରକ୍ଷା ସମ୍ପର୍କୀତ ଯାଞ୍ଚ ପାଇଁ ଅଟକାଇଥିଲେ ଏହି ଯବାନ। ପ୍ରଶଂସକ ଓ ଫଟୋଗ୍ରାଫରଙ୍କ ଭିଡ଼ ଭିତରେ ସଲମାନ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ସୋମନାଥ ଅଟକାଇଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story