ବଲିଉଡ୍‌ର ୨୫ ଟପ୍‌ ସେଲେବ୍ରିଟିଙ୍କୁ ସମନ୍ ଜାରି କରିବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ!

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା କରୁଥିବା ବେଳେ ସଦ୍ୟତମ ସୂଚନା ଅନୁଯାୟୀ ବଲିଉଡ୍‌ର ୨୫ ଜଣ ଟପ୍ ସେଲେବ୍ରିଟିଙ୍କୁ ବି ପଚରାଉଚରା କରିପାରେ। ଏକ ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି। ଏହି ଖବର ଅନୁଯାୟୀ, ଜେରା ବେଳେ ଏନ୍‌ସିବିକୁ ରିଆ ଅନେକ ବଲିଉଡ୍ ସେଲେବ୍ରିଟିଙ୍କ ନାଁ କହିଛନ୍ତି, ଯେଉଁମାନେ ଡ୍ରଗ୍ସ […]

rhea1

rhea1

Jitendra Garnayak
  • Published: Tuesday, 08 September 2020
  • Updated: 08 September 2020, 02:30 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା କରୁଥିବା ବେଳେ ସଦ୍ୟତମ ସୂଚନା ଅନୁଯାୟୀ ବଲିଉଡ୍‌ର ୨୫ ଜଣ ଟପ୍ ସେଲେବ୍ରିଟିଙ୍କୁ ବି ପଚରାଉଚରା କରିପାରେ। ଏକ ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି।

ଏହି ଖବର ଅନୁଯାୟୀ, ଜେରା ବେଳେ ଏନ୍‌ସିବିକୁ ରିଆ ଅନେକ ବଲିଉଡ୍ ସେଲେବ୍ରିଟିଙ୍କ ନାଁ କହିଛନ୍ତି, ଯେଉଁମାନେ ଡ୍ରଗ୍ସ ବ୍ୟବସାୟ ଜଗତ ସହିତ ଜଡ଼ିତ। ସେମାନଙ୍କ ମଧ୍ୟରେ ଅନେକ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ଓ ପ୍ରଯୋଜକ ଅଛନ୍ତି। ବଲିଉଡ୍‌ ଷ୍ଟାରମାନେ ବିଭିନ୍ନ ସମୟରେ ଆୟୋଜନ କରୁଥିବା ପାର୍ଟିଗୁଡ଼ିକୁ କିପରି ଡ୍ରଗ୍ସ ଆସେ, ସେ ନେଇ ମଧ୍ୟ ରିଆ ଏନ୍‌ସିବି କହିଥିବା ଜଣାପଡ଼ିଛି।

ଯେଉଁମାନଙ୍କ ନାଁ ରିଆ ନେଇଛନ୍ତି, ସେଗୁଡ଼ିକ ସଂପର୍କରେ ଏନ୍‌ସିବି ପ୍ରଥମେ ତଦନ୍ତ କରିବ। ଏହାପରେ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ସେମାନଙ୍କୁ ପଚରାଉଚରା କରିବା ପାଇଁ ସମନ ଜାରି କରିବ ବୋଲି ଜଣାପଡ଼ିଛି। ତେବେ ଏନେଇ ଏନ୍‌ସିବି ପକ୍ଷରୁ କିଛି କୁହାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story