ଝିଅକୁ ଖୋଲା ଧମକ ଦେଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନୀନା ଗୁପ୍ତା। ସେ ଏବେ ନିଜ ଝିଅ ମସାବା ଗୁପ୍ତାଙ୍କୁ ଦେଇଛନ୍ତି ଖୋଲା ଧମକ। ନୂଆ ବର୍ଷରେ ସେ ତାଙ୍କୁ କରିଛନ୍ତି ତାଗିଦ, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଆଉ ଏହା ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ମଧ୍ୟ ହେବାରେ ଲାଗିଛି। ବଧାଇହୋ’ ଫେମ୍‌ ନୀନା ଗୁପ୍ତା ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ଅଭିନୟ କରିବା ସହ ସୋଶାଲ ମିଡିଆ ଜରିଆରେ ନିଜ ଫ୍ୟାନ୍‌ମାନଙ୍କୁ ଏଣ୍ଟରଟେନ୍‌ କରନ୍ତି। ସେ […]

Neena Gupta

Neena Gupta

Madhupriya Mistry
  • Published: Monday, 03 January 2022
  • Updated: 03 January 2022, 06:16 PM IST

Sports

Latest News

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନୀନା ଗୁପ୍ତା। ସେ ଏବେ ନିଜ ଝିଅ ମସାବା ଗୁପ୍ତାଙ୍କୁ ଦେଇଛନ୍ତି ଖୋଲା ଧମକ। ନୂଆ ବର୍ଷରେ ସେ ତାଙ୍କୁ କରିଛନ୍ତି ତାଗିଦ, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଆଉ ଏହା ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ମଧ୍ୟ ହେବାରେ ଲାଗିଛି।

ବଧାଇହୋ' ଫେମ୍‌ ନୀନା ଗୁପ୍ତା ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ଅଭିନୟ କରିବା ସହ ସୋଶାଲ ମିଡିଆ ଜରିଆରେ ନିଜ ଫ୍ୟାନ୍‌ମାନଙ୍କୁ ଏଣ୍ଟରଟେନ୍‌ କରନ୍ତି। ସେ ଏକ ସୁଖମୟ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ସେ ନିଜ ଝିଅଙ୍କୁ ଧମକ ଦେଇଛନ୍ତି।

ବାସ୍ତବରେ, ଯେଉଁ ଭିଡିଓରେ ସାମ୍ନାକୁ ଆସିଛି, ସେଥିରେ ଅଭିନେତ୍ରୀ ନୀନା ଗୁପ୍ତା ଏପରି କଥା କହୁଛନ୍ତି, ଯାହା ବୋଧହୁଏ ଅଧିକାଂଶ ମହିଳା ଶୁଣିବାକୁ ରାଜି ହେବେ। ଭିଡିଓରେ ନୀନା ଗୁପ୍ତା ତାଙ୍କ ଝିଅ ମସାବାଙ୍କୁ ନୂଆ ବର୍ଷରେ କିଛି ରିଜୋଲ୍ୟୁସନ୍ ଦେଉଥିବାର ନଜର ଆସିଛନ୍ତି। ସେ କହିଛନ୍ତି, 'ପ୍ରତିଜ୍ଞା କର ଯେ ତୁମେ ମୋ ଉପରେ କେବେ ଚିତ୍କାର କରିବ ନାହିଁ। ଦ୍ୱିତୀୟ- ତୁମେ ମୋତେ ବୁଢ଼ି ବୋଲି କହିବନି ଏବଂ ତୃତୀୟରେ ସମସ୍ତେ ଜାଣନ୍ତି ଜୀବନରେ ଧୀରେ ଏବଂ ସ୍ଥିର ଭାବରେ ଆଗକୁ ବଢ଼ିବା ଉଚିତ।'

ଏହି ଭିଡିଓକୁ ତାଙ୍କ ଝିଅ ମସାବା ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ସେ କ୍ୟାପସନ୍‌ରେ ଲେଖିଛନ୍ତି, 'ମୁଁ ମୋ ମା'ଙ୍କୁ ନୂଆବର୍ଷ ରିଜୋଲ୍ୟୁସନ ପଚାରିଥିଲି, ସେ ଏହା କହିନାହାଁନ୍ତି କିନ୍ତୁ ସେ ନିଶ୍ଚିତ ଭାବରେ କହିଥିଲେ ଯେ ମୁଁ ତାଙ୍କ ପାଇଁ କ’ଣ କରିବି। '

ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ତାଙ୍କ ଫ୍ୟାନ୍‌ମାନେ ଏହି ଭିଡିଓରେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ସୂଚନା ମୁତାବକ, ମସାବା ହେଉଛନ୍ତି ନୀନା ଗୁପ୍ତା ଓ କ୍ରିକେଟର ଭିଭିଅନ ରିଚଡର୍ସଙ୍କ ଝିଅ। କିନ୍ତୁ ନୀନା ଆର୍ଥୀକ ସମସ୍ୟା ଭିତରେ ସିଙ୍ଗିଲ ମଦର ଭାବେ ଝିଅର ଲାଳନ ପାଳନ କରିଛନ୍ତି। ଏବେ ଦୀର୍ଘ ଦିନର ବିରତି ପରେ ସେ ପୁଣି ଥରେ ବଲିଉଡକୁ କମ୍‌ବ୍ୟାକ୍‌ କରି ବଡ ବଡ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି।

View this post on Instagram

A post shared by Masaba (@masabagupta)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story