ପୁଣି ମା' ହେଲେ ନେହା, ଆସିଲେ ନୂଆ ସଦସ୍ୟ

ମୁମ୍ବାଇ: ପୁଣି ମା’ ହେଲେ ବଲିଉଡ ଅଭିନେତ୍ରୀ ନେହା ଧୁପିଆ। ତାଙ୍କ ଘରୁ ଆସିଲେ କୁନି ସଦସ୍ୟ। ସେ ପୁଣି ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ଅଙ୍ଗଦ ବେଦି ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଅଙ୍ଗଦ ନେହା ଓ ତାଙ୍କର ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି। ଏଥିସହ କ୍ୟାପସନରେ ଆଜି ତାଙ୍କ ଘରକୁ କୁନି ଅତିଥି ଆସିଥିବା କହିଛନ୍ତି। ସେ ଆହୁରି ଲେଖିଛନ୍ତି, ‘ଭଗବାନ ଆଜି ଆମକୁ ଏକ ପୁତ୍ର ଦେଇଛନ୍ତି। […]

Neha Dhupia

Neha Dhupia

Madhupriya Mistry
  • Published: Sunday, 03 October 2021
  • Updated: 03 October 2021, 04:48 PM IST

Sports

Latest News

ମୁମ୍ବାଇ: ପୁଣି ମା' ହେଲେ ବଲିଉଡ ଅଭିନେତ୍ରୀ ନେହା ଧୁପିଆ। ତାଙ୍କ ଘରୁ ଆସିଲେ କୁନି ସଦସ୍ୟ। ସେ ପୁଣି ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ଅଙ୍ଗଦ ବେଦି ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

ଅଙ୍ଗଦ ନେହା ଓ ତାଙ୍କର ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି। ଏଥିସହ କ୍ୟାପସନରେ ଆଜି ତାଙ୍କ ଘରକୁ କୁନି ଅତିଥି ଆସିଥିବା କହିଛନ୍ତି। ସେ ଆହୁରି ଲେଖିଛନ୍ତି, 'ଭଗବାନ ଆଜି ଆମକୁ ଏକ ପୁତ୍ର ଦେଇଛନ୍ତି। ନେହା ଏବଂ ଶିଶୁ ଦୁହେଁ ଭଲ ଅଛନ୍ତି। ମେହେର ନୂତନ ଅତିଥିଙ୍କୁ 'ବେବି' ଆଖ୍ୟା ଦେବାକୁ ପ୍ରସ୍ତୁତ। ନେହା ଧୁପିଆ ଏହି ଯାତ୍ରାରେ ଜଣେ ଯୋଦ୍ଧା ହୋଇଥିବାରୁ ଧନ୍ୟବାଦ।'

ଉଲ୍ଲେଖଯୋଗ ଯେ, କିଛି ମାସ ପୂର୍ବରୁ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ପୁଣି ଥରେ ବାପା-ମା' ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଏକ ଫ୍ୟାମିଲି ଫଟୋ ଶେୟାର କରି ଉଭୟ କହିଥିଲେ ଯେ ଶୀଘ୍ର ସେମାନେ ତିନିରୁ ଚାରି ହେବାକୁ ଯାଉଛନ୍ତି। ଉଭୟଙ୍କ ପରିବାର ଏବଂ ପ୍ରଶଂସକମାନେ ମଧ୍ୟ ଏହି ଖବରରେ ଖୁସି ବ୍ୟକ୍ତ କରିଥିଲେ।

[caption id="attachment_681157" align="aligncenter" width="650"]Neha angad ପୁତ୍ର ସନ୍ତାନର ବାପା-ମା' ହେଲେ ନେହା ଓ ଅଙ୍ଗଦ[/caption]

ନେହା ଧୁପିଆ ଏବଂ ଅଙ୍ଗଦ ବେଦୀଙ୍କ ପୂର୍ବରୁ ଏକ ଝିଅ ଅଛି। ଝିଅର ନାମ ହେଉଛି ମେହେର, ଯିଏ ୨୦୧୮ ରେ ଜନ୍ମ ହୋଇଥିଲେ। ନେହା ଧୁପିୟା ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ବୋଲି କୁହାଯାଉଛି।

୨୦୧୮ରେ ନେହା ଏବଂ ଅଙ୍ଗଦ ବିବାହ କରିଥିଲେ। ଦିଲ୍ଲୀର ଏକ ଗୁରୁଦ୍ୱାରାରେ ଉଭୟ ସିକ୍ରେଟ ରୂପେ ବିବାହ କରିଥିଲେ। ଏହି ବିବାହର ଉଭୟଙ୍କ ପରିବାର ଲୋକେ ଏବଂ ଘନିଷ୍ଠ ବନ୍ଧୁବାନ୍ଧବମାନେ ହିଁ ଯୋଗ ଦେଇଥିଲେ।

View this post on Instagram

A post shared by ANGAD BEDI (@angadbedi)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story