ନୀତୁ ଓ ରଣବୀରଙ୍କୁ କରୋନା ! ରିଦ୍ଧିମା ରଖିଲେ ଉତ୍ତର

ମୁମ୍ବାଇ: କରୋନାରେ ଆକ୍ରାନ୍ତଙ୍କ ହୋଇ ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପରେ ରଣବୀର କପୁର, ତାଙ୍କ ମା’ ନୀତୁ କପୁର ଓ କରଣ ଜୋହରଙ୍କୁ କରୋନା ହୋଇଥିବା ନେଇ ସୋଶାଲ୍ ମିଡିଆରେ ଏକ ପୋଷ୍ଟ ଦେଖିବାକୁ ମିଳିଛି। ତେବେ ନୀତୁ ଓ ରଣବୀରଙ୍କ ନାଁରେ ଏମିତି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ରିଦ୍ଧିମା କପୁର। ରଣବୀରଙ୍କ ଭଉଣୀ ରିଦ୍ଧିମା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ […]

neetu

neetu

Jitendra Garnayak
  • Published: Sunday, 12 July 2020
  • Updated: 12 July 2020, 08:49 AM IST

Sports

Latest News

ମୁମ୍ବାଇ: କରୋନାରେ ଆକ୍ରାନ୍ତଙ୍କ ହୋଇ ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପରେ ରଣବୀର କପୁର, ତାଙ୍କ ମା’ ନୀତୁ କପୁର ଓ କରଣ ଜୋହରଙ୍କୁ କରୋନା ହୋଇଥିବା ନେଇ ସୋଶାଲ୍ ମିଡିଆରେ ଏକ ପୋଷ୍ଟ ଦେଖିବାକୁ ମିଳିଛି। ତେବେ ନୀତୁ ଓ ରଣବୀରଙ୍କ ନାଁରେ ଏମିତି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ରିଦ୍ଧିମା କପୁର।

ରଣବୀରଙ୍କ ଭଉଣୀ ରିଦ୍ଧିମା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ଏହା ସଂପୂର୍ଣ୍ଣ ଭାବେ ଏକ ଉଡ଼ା ଖବର। ଲୋକଙ୍କ ଧ୍ୟାନ ନିଜ ଆଡ଼କୁ କରିବା ପାଇଁ ଏମିତି ଖବର ପ୍ରସାର କରାଯାଉଛି। ସେ କହିଛନ୍ତି ଯେ ଏମିତି ଖବର ଲୋକଙ୍କୁ ଦେବା ଆଗରୁ ସତ୍ୟାସତ୍ୟ ଉପରେ ଖୋଳତାଡ଼ କରିବା ଜରୁରୀ। ଏହା ସହିତ ରଣବୀର ଓ ନିତୁଙ୍କୁ କରୋନ ହୋଇଥିବା ନେଇ ଯେଉଁ ବ୍ୟକ୍ତି ଜଣଙ୍କ ସୋଶାଲ୍ ମିଡିଆରେ ସୂଚନା ଦେଇଥିଲେ, ତାଙ୍କ ଫଟୋ ଓ ସେହି ପୋଷ୍ଟକୁ ମଧ୍ୟ ରିଦ୍ଧିମା ଶେଆର୍ କରିଛନ୍ତି।

View this post on Instagram

Attention seeking ??? Least verify/ clarify ! We are fit We are good ! Stop spreading rumours ! #lunatics

A post shared by Riddhima Kapoor Sahni (RKS) (@riddhimakapoorsahniofficial) on

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story