ଅସୁସ୍ଥ ହୋଇପଡିଲେ ଅଭିନେତ୍ରୀ, ସୁଟିଂ ସେଟ୍‌ରେ ଗଳି ପଡିଲେ

ମୁମ୍ବାଇ: ବିଗିଡିଲା ବଲିଉଡ ଅଭିନେତ୍ରୀ ନୁସରତ ଭରୁଚାଙ୍କ ସ୍ୱାସ୍ଥ୍ୟାବସ୍ଥା। ସୁଟିଂ ସେଟ୍‌ରେ ହୋଇପଡିଲେ ହଠାତ୍‌ ଅସୁସ୍ଥ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୁସରତ ଏବେ ନିର୍ଦ୍ଦେଶକ ଲବ ରଞ୍ଜନଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ ଲଗାତାର ସୁଟିଂ ଜାରି ରଖିଛନ୍ତି। ଏହାରି ଭିତରେ ସୁଟିଂ ବେଳେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ। ଏପରିକି ତାଙ୍କ ବ୍ଲଡପ୍ରେସର ଲୋ’ ଏବଂ ଅଧିକ ଚାପଗ୍ରସ୍ତ ଯୋଗୁଁ ସେ ସୁଟିଂ ସେଟ୍‌ରେ ଗଳି ପଡିଥିଲେ। […]

Nushrat

Nushrat

Madhupriya Mistry
  • Published: Saturday, 07 August 2021
  • Updated: 07 August 2021, 03:59 PM IST

Sports

Latest News

ମୁମ୍ବାଇ: ବିଗିଡିଲା ବଲିଉଡ ଅଭିନେତ୍ରୀ ନୁସରତ ଭରୁଚାଙ୍କ ସ୍ୱାସ୍ଥ୍ୟାବସ୍ଥା। ସୁଟିଂ ସେଟ୍‌ରେ ହୋଇପଡିଲେ ହଠାତ୍‌ ଅସୁସ୍ଥ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନୁସରତ ଏବେ ନିର୍ଦ୍ଦେଶକ ଲବ ରଞ୍ଜନଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ ଲଗାତାର ସୁଟିଂ ଜାରି ରଖିଛନ୍ତି। ଏହାରି ଭିତରେ ସୁଟିଂ ବେଳେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ। ଏପରିକି ତାଙ୍କ ବ୍ଲଡପ୍ରେସର ଲୋ' ଏବଂ ଅଧିକ ଚାପଗ୍ରସ୍ତ ଯୋଗୁଁ ସେ ସୁଟିଂ ସେଟ୍‌ରେ ଗଳି ପଡିଥିଲେ। ପରେ ସେଠାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କର ଚିକିତ୍ସା ପରେ ଏବେ ୧୫ ଦିନ ଯାଏଁ ବେଡ୍‌ ରେଷ୍ଟ ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ସୁଟିଂକୁ ଯିବା ପାଇଁ ମନା ମଧ୍ୟ କରିଛନ୍ତି।

ସୂଚନା ମୁତାବକ, ଗତ କିଛି ଦିନ ହେବ ମୁମ୍ବାଇର ଏକ ଷ୍ଟୁଡିଓରେ ଲଗାତର ସୁଟିଂ କରୁଥିଲେ ନୁସରତ। ଲବ ରଂଜନଙ୍କ ଫିଲ୍ମରେ ସେ ୨୫ ଦିନର ସୁଟିଂ ପୂରଣ କରିସାରିଛନ୍ତି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ନୁସରତଙ୍କ କହିବା ମୁତାବକ, ସେ ଦିନେ କିମ୍ବା ଦୁଇ ଦିନରେ ଠିକ୍‌ ହୋଇଯିବେ ବୋଲି ଭାବୁଥିଲେ। କିନ୍ତୁ ପରବର୍ତ୍ତୀ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା।

ହସ୍ପିଟାଲ ପହଞ୍ଚିବା ପରେ ତାଙ୍କର ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଯାଇଥିଲା। ତାଙ୍କ ବ୍ଲଡ ପ୍ରେସର ୬୫ରୁ ୫୫ ତଳକୁ ଖସି ଆସିଥିଲା ବୋଲି ନୁସରତ କହିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି। ସୁଟିଂରୁ ବ୍ରେକ୍‌ ନେଇ ଘରେ ଆରାମ କରୁଥିବା ଅଭିନେତ୍ରୀ ଜଣକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story