ଦିଲ୍ଲୀପଙ୍କୁ ମନେ ପକାଇଲେ ଇମ୍ରାନ୍‌

ମୁମ୍ବାଇ: ହିନ୍ଦୀ ସିନେମାର କିମ୍ବଦନ୍ତୀ ଦିଲ୍ଲୀପ କୁମାର। ସେ ଥିଲେ ଟ୍ରାଜେଡି କିଙ୍ଗ। ଦିଲ୍ଲୀପ କୁମାର ଓରଫ ୟୁସୁଫ ଖାନ୍‌ଙ୍କ ବିୟୋଗରେ ଆଜି ପୁରା ଦେଶ ଦୁଃଖିତ। ଏପରକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଦିଲ୍ଲୀପଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଦିଲ୍ଲୀପଙ୍କୁ ମନେ ପକାଇ ଇମ୍ରାନ୍ ଖାନ୍ ସମବେଦନ ଜଣାଇଛନ୍ତି।  ସେ ଟୁଇଟ୍ କରି ଦିଲ୍ଲୀପ କୁମାରଙ୍କୁ ପ୍ରଶଂସା କରିବା ସହ ଖରାପ ସମୟରେ ପାକିସ୍ତାନକୁ କିପରି ସାହାଯ୍ୟ କରିଛନ୍ତି ତାହା କହିଛନ୍ତି। ଇମ୍ରାନ […]

Imran-Dillip

Imran-Dillip

Madhupriya Mistry
  • Published: Wednesday, 07 July 2021
  • Updated: 07 July 2021, 04:56 PM IST

Sports

Latest News

ମୁମ୍ବାଇ: ହିନ୍ଦୀ ସିନେମାର କିମ୍ବଦନ୍ତୀ ଦିଲ୍ଲୀପ କୁମାର। ସେ ଥିଲେ ଟ୍ରାଜେଡି କିଙ୍ଗ। ଦିଲ୍ଲୀପ କୁମାର ଓରଫ ୟୁସୁଫ ଖାନ୍‌ଙ୍କ ବିୟୋଗରେ ଆଜି ପୁରା ଦେଶ ଦୁଃଖିତ। ଏପରକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଦିଲ୍ଲୀପଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଦିଲ୍ଲୀପଙ୍କୁ ମନେ ପକାଇ ଇମ୍ରାନ୍ ଖାନ୍ ସମବେଦନ ଜଣାଇଛନ୍ତି। 

ସେ ଟୁଇଟ୍ କରି ଦିଲ୍ଲୀପ କୁମାରଙ୍କୁ ପ୍ରଶଂସା କରିବା ସହ ଖରାପ ସମୟରେ ପାକିସ୍ତାନକୁ କିପରି ସାହାଯ୍ୟ କରିଛନ୍ତି ତାହା କହିଛନ୍ତି। ଇମ୍ରାନ ଖାନ ଲେଖିଛନ୍ତି, ଦିଲ୍ଲୀପ କୁମାରଙ୍କ ଦେହାନ୍ତରେ ମୁଁ ଦୁଃଖିତ। SKMTH (କ୍ୟାନ୍ସର ହସ୍ପିଟାଲ) ପ୍ରକଳ୍ପ ଆରମ୍ଭ ହେବାପରେ ସେ ପାଣ୍ଠି ସଂଗ୍ରହରେ ଦେଖାଇଥିବା ଉଦାରତାକୁ ମୁଁ କଦାପି ଭୁଲିବି ନାହିଁ । ପ୍ରାରମ୍ଭିକ ପାଣ୍ଠିର ୧୦% ସଂଗ୍ରହ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା ଏବଂ କେବଳ ପାକିସ୍ତାନ ଏବଂ ଲଣ୍ଡନରେ ତାଙ୍କର ଉପସ୍ଥିତି ହେତୁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରାଯାଇଥିଲା। ଦିଲ୍ଲୀପ କୁମାର ସର୍ବଶ୍ରେଷ୍ଠ ଏବଂ ଦକ୍ଷ ଅଭିନେତା ଥିଲେ ବୋଲି ଇମ୍ରାନ୍ କହିଛନ୍ତି।

ଦିଲ୍ଲୀପ କୁମାର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଗତ ମାସରେ ଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସା ପରେ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଜୁଲାଇ ୨୯ ରେ, ତାଙ୍କୁ ପୁନର୍ବାର ସମସ୍ୟା ହୋଇଥିଲା। ତାଙ୍କ ପତ୍ନୀ ସାଇରା ବାନୁ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଥିଲେ ଯେ ସେ ଶୀଘ୍ର ‘ଦିଲ୍ଲୀପ ସାବ’ଙ୍କୁ ଘରକୁ ନେଇଆସିବେ।

https://twitter.com/ImranKhanPTI/status/1412666538260320256?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story